ମହିଳା ଜଣଙ୍କ ବଞ୍ଚାଇଥିଲେ ଏହି ଘୁଷୁରୀର ଜୀବନ, ବର୍ତ୍ତମାନ ସେଇ ଘୁଷୁରୀର ଚିତ୍ର କରି ରୋଜଗାର କରୁଛନ୍ତି ଲକ୍ଷଲକ୍ଷ ଟଙ୍କା,ଜାଣନ୍ତୁ ପୁରା ଖବର

ଘୁଷୁରୀ ହୋଇଗଲା ଚିତ୍ରକାର

ଆପଣ ଶୁଣିଥିବେ କି ଜଣେ ଚିତ୍ରକାର ଭିନ୍ନ-ଭିନ୍ନ ଚିତ୍ର କରିଛନ୍ତି ଏବଂ ସେ ଏତିକି କୋଟି ଟଙ୍କାରେ ବିକ୍ରି କରିଛନ୍ତି। କିନ୍ତୁ କ’ଣ ଆପଣ କେବେ ଏହା ଚିନ୍ତା କରିଛନ୍ତି କି ଘୁଷୁରୀ, ଆଜ୍ଞା ହଁ… ଘୁଷୁରୀ ଚିତ୍ର କରିଛି ଏବଂ ସେ ଲକ୍ଷଲକ୍ଷ ଟଙ୍କାରେ ବିକ୍ରି କରିଛି। ଚିନ୍ତା କରି ନଥିବେ। କିନ୍ତୁ ଏମିତି ହିଁ ହେଉଛି।

 

View this post on Instagram

 

A post shared by Pigcasso (@pigcassohoghero)

ଅନେକ ବର୍ଷରୁ କରୁଛି ଚିତ୍ର

ଏହି ଘୁଷୁରୀର ନାମ ପିଗ୍କାସୋ ଅଟେ।ସେ ଗତ ଅନେକ ବର୍ଷରୁ ଚିତ୍ର କରୁଛି। ବର୍ତମାନ ସେ ବ୍ରିଟେନର ପ୍ରିନ୍ସ ହୈରୀଙ୍କର ଚିତ୍ର କରିଥିଲା। ଜାଣିଛନ୍ତି ଏହି ଚିତ୍ର କେତେ ଟଙ୍କାରେ ବିକ୍ରି ହୋଇଥିଲା?୨.୩୬ଲକ୍ଷ ଟଙ୍କାରେ। ଏହାକୁ ସ୍ପେନର ଜଣେ ବ୍ୟକ୍ତି କିଣିଛନ୍ତି

 

View this post on Instagram

 

A post shared by Pigcasso (@pigcassohoghero)

୪ବର୍ଷର ଅଟେ ଏହି ଘୁଷୁରୀ

ପିଗ୍କାସୋର ବୟସ ୪ବର୍ଷ ଅଟେ।ସେ ଏପର୍ଯ୍ୟନ୍ତ ଅନେକ ଚିତ୍ର କରି ସାରିଲାଣି।ତା ମାଲିକଙ୍କ ନାମ ଜୋନେ ଲେଫସନ ଅଟେ। ଦୁଇଜଣ ସାଉଥ ଆଫ୍ରିକାରେ ରହୁଛନ୍ତି। ଏହି ଘୁଷୁରିର ଚିତ୍ରରୁ ଯେତିକି ରୋଜଗାର ହେଉଛି ସେହି ଟଙ୍କା ନୋବେଲ କାର୍ଯ୍ୟ ପାଇଁ ବ୍ୟବହାର ହେଉଛି।ଲେଫସନ ଚିତ୍ରର ଏହି ଟଙ୍କାକୁ ନିଜ ଫାର୍ମରେ ରହୁଥିବା ବାକି ପଶୁମାନଙ୍କର ଦେଖାଶୁଣା ପାଇଁ ଖର୍ଚ୍ଚ କରୁଛନ୍ତି।

 

View this post on Instagram

 

A post shared by Pigcasso (@pigcassohoghero)

ହତ୍ୟା ଗୃହରୁ ଆଣିଥିଲେ ମାଲିକାଣୀ

ଲେଫସନ…ପିଗ୍କାସୋକୁ ଗୋଟିଏ ହତ୍ୟା ଗୃହରୁ ଆଣିଥିଲେ। ଏହା ପୂର୍ବରୁ ପିଗ୍କାସୋ ବ୍ରିଟେନ ରାଣୀଙ୍କର ମଧ୍ୟ ଏକ ଚିତ୍ର କରି ସାରିଛନ୍ତି। ଏହାକୁ ୨ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ।

 

View this post on Instagram

 

A post shared by Pigcasso (@pigcassohoghero)

ଏମିତି କରିଥାଏ ଚିତ୍ର

ପାଗ୍କାସୋର ଇନଷ୍ଟା ପେଜ ମଧ୍ୟ ଅଛି। ଏହି ଭିଡିଓରେ ଆପଣ ଦେଖି ପାରିବେ କି ସେ କେମିତି ଚିତ୍ର କରୁଛି।

 

View this post on Instagram

 

A post shared by Pigcasso (@pigcassohoghero)

ମୁହଁରେ ଧରିଥାଏ ବ୍ରଶ ଏବଂ କରିବାକୁ ଲାଗିଥାଏ

ସେ ମୁହଁରେ ଚିତ୍ର ବ୍ରଶକୁ ଧରିଥାଏ ଏବଂ ପୁଣି ଚିତ୍ର କରି ଦେଇଥାଏ।

 

View this post on Instagram

 

A post shared by Pigcasso (@pigcassohoghero)

ଏହା ଦେଖନ୍ତୁ ତା ଦ୍ଵାରା କରାଯାଇଥିବା ଚିତ୍ର

ତ ଦେଖିଲେ ଆପଣ ପିଗ୍କାସୋର ଚିତ୍ର, ଆପଣଙ୍କୁ କେମିତି ଲାଗିଲା?

 

View this post on Instagram

 

A post shared by Pigcasso (@pigcassohoghero)

Leave a Reply

Your email address will not be published. Required fields are marked *