ଆମର ଭାରତୀୟ ସମାଜରେ ବହୁତ ଲୋକ ଏମିତି ଅଛନ୍ତି ଯିଏ କି ଧର୍ମ କୁ ବହୁତ ମାନିଥାନ୍ତି ଏବଂ ବହୁତ ଲୋକ ଏମିତି ଅଛନ୍ତି ଯିଏ କି ଧର୍ମ କୁ ମାନି ନଥାଆନ୍ତି। ସକାଳୁ ଉଠିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ, ଖାସ କରି ସଖାଳୁ ଜଲ୍ଦୀ ଉଠିବା। କେବଳ ଏତିକି ନୁହେଁ ଶାସ୍ତ୍ର ରେ ଏହା ମଧ୍ଯ କୁହାଯାଇଛି କି କଣ କରିବା ଦରକାର ଓ କଣ କରିବା ଉଚିତ ହୋଇନଥାଏ। ଏମିତିରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ କି ପ୍ରତ୍ୟେକ ମହିଳା ମାନେ ସକାଳୁ ଉଠି ଏହି ସବୁ କାମ କରିବା ଦରକାର।
ଚାଣକ୍ୟ ନୀତି ଅନୁସାରେ,
୧. ପ୍ରଥମ କଥା ହେଉଛି ପାଣି ପିଇବା:
ପ୍ରତ୍ୟେକ ଲୋକଙ୍କୁ ସକାଳୁ ଉଠି କରି ପାଣି ପିଇବା ଦରକାର। ଏହା ଦ୍ବାରା ଆପଣଙ୍କର ସ୍ୱାସ୍ଥ୍ୟ କୁ ବହୁତ ଫାଇଦା ମିଳିଥାଏ। ଏମିତି କରିବା ଦ୍ବାରା ଆପଣଙ୍କର ବହୁତ ରୋଗ ଦୂର ହୋଇଥାଏ। ସକାଳୁ ଉଠି ପାଣି ପିଇବା ଦ୍ବାରା ପେଟ ସଫା ରହିଥାଏ ଏବଂ ପାଟିରେ ଥିବା ଲାଳ ଅଂଶ ପେଟକୁ ଚାଲିଯାଇଥାଏ। ଯାହାଦ୍ଵାରା ପେଟ ସମ୍ବନ୍ଦିତ ରୋଗ ଦୂର ହୋଇଥାଏ।
୨. ଶାସ୍ତ୍ର ରେ କୁହାଯାଇଛି କି ପ୍ରଥମ ଭାଗ ବା ପାପୁଲିରେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ମଧ୍ଯ ଭାଗରେ ସରସ୍ୱତୀ ଓ ମୂଳ ଭାଗରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି। ଏହାର କାରଣ ଅଛି ସକାଳୁ ଉଠି କରି ସବୁଠୁ ପ୍ରଥମେ ଦୁଇ ହାତକୁ ଯୋଡ଼ି କରି ଦେଖିବା ଉଚିତ୍। ଏହା କରିବା ଦ୍ଵାରା ସମସ୍ତ ଦେବୀ ଦେବତା ଆପଣଙ୍କ ଉପରେ ପ୍ରସନ୍ନ ରହିବେ ଏବଂ ଆପଣଙ୍କ ଘରେ କେବେବି କୋୖଣସି ସମସ୍ୟା ଆସିବ ନାହିଁ।
୩. ସ୍ଵାମୀଙ୍କ ସହିତ ପ୍ରେମ କରିବା:
ଯଦି ମହିଳା ବିବାହ କରିଛି ତେବେ ତାଙ୍କୁ ସକାଳୁ ଉଠି ଯୋଗ କରିବା ଦରକାର। ତାହାପରେ ନିଜ ସ୍ଵାମୀଙ୍କ ସହିତ ଟିକେ ପ୍ରେମ କରିବା ଉଚିତ୍। ଏହା କରିବା ଦ୍ଵାରା ଦୁଇଜଣ ଙ୍କ ମଧ୍ୟରେ ଭଲପାଇବା ବଢ଼ିଥାଏ ଏବଂ ଆପଣଙ୍କ ର ସମ୍ପର୍କ ଅଧିକ ମଜବୁତ ହୋଇଥାଏ। ଯାହାଦ୍ଵାରା ଦେବୀ ଲକ୍ଷ୍ମୀ ବି ଆପଣଙ୍କ ଉପରେ ପ୍ରସନ୍ନ ରହିବେ।
୪. ସକାଳୁ ଉଠି କରି ଯଦି ଆପଣ ଶଙ୍ଖ କିମ୍ବା ମନ୍ଦିର ଘଣ୍ଟି ର ଶବ୍ଦ ଶୁଣିବାକୁ ପାଉଛନ୍ତି ତେବେ ଏହା ଆପଣଙ୍କର ମନଭିତରେ ସକାରାତ୍ମକ ପୂଜା ଜାଗ୍ରତ କରିଥାଏ। ଏହାଦ୍ବାରା ଆପଣଙ୍କର ପୁରା ଦିନର କାମ ବହୁତ ସୁରୁଖୁୁରେ ଚାଲିଥାଏ ଏବଂ ଆପଣଙ୍କୁ କେବେ ବି ଧନର କମି ହୋଇନଥାଏ। ଆପଣଙ୍କର ଜୀବନ ସବୁବେଳେ ଖୁସିରେ ଭରି ରହିଥାଏ। ୫. ସକାଳୁ ଉଠି କରି ଯଦି ଆପଣ ଶୃଗାର ଭରା ସୁହାଗିନି ସ୍ତ୍ରୀ ର ଦର୍ଶନ କରିଥାନ୍ତି ଏହା ବହୁତ ଶୁଭ ମନା ଯାଇଥାଏ। ଏହା ଆପଣ ଙ୍କୁ ଧନ ଲାଭର ସଂକେତ ଦେଇଥାଏ।
୬. ବହୁତ ଲୋକଙ୍କର ଅଭ୍ୟାସ ଥାଏ ସକାଳୁ ଉଠି କରି ବିଛଣା ଉପରେ ବସି ଚାହା ପିଇବା ଏବଂ ସେମାନେ ବିନା ବ୍ରସ ରେ ଚାହା ବା କଫି ପିଇଦିଅନ୍ତି। ଏହା କରିବା ଦ୍ଵାରା ରାହୁ ଏବଂ କେତୁ ଙ୍କ ର ପ୍ରଭାବ ପଡିଥାଏ। ଏହା ଦ୍ବାରା ଆପଣଙ୍କର ଜୀବନରେ ବେକାରୀ ସମସ୍ୟା ଆସିବାକୁ ଲାଗେ ଏବଂ ସବୁ କାମ ବିଗିଡି ଯାଇଥାଏ। ଏଥିପାଇଁ ଯଦି ଆପଣ ସକାଳେ ବିଛଣା ଉପରେ ବସି ଚାହା ପିଉଛନ୍ତି ତେବେ ବ୍ରସ କରିସାରି ପିଅନ୍ତୁ ନହେଲେ ପାଣିରେ କୁଳୁକୁଛା କରିସାରି ଚାହା ପିଅନ୍ତୁ ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।