ଯଦି ଆପଣ mcdonalds ର ସ୍ନାକ୍ସ ଖାଇବା ପସନ୍ଦ କରନ୍ତି ତେବେ ଆପଣ ଏହି ଖବର ଯାଣିବା ବହୁତ ଜରୁରୀ ଅଟେ। ଯଦି ଆପଣ ମୈକ – ଡି ରୁ ଖାଇବା ଅର୍ଡର କରି ଖାଇବା ଖାଅନ୍ତି ତେବେ ଆପଣଙ୍କ ଖାଇବାରେ ମଧ୍ୟ ଏହି ଜିନିଷ ବାହାରି ପାରେ। ସତ ରେ କହିବାକୁ ଗଲେ ଲିଡ୍ସି UK ର ଜଣେ ମହିଳା ମୈକ-ଡୁ ରୁ ଚିକେନ୍ ନଗେଟସ୍ ଶେୟର ବକ୍ସ ଅର୍ଡର କରିଥିଲେ । କିନ୍ତୁ ତାକୁ ଖାଇବା ପରେ ତାଙ୍କ ଦେହ ଅଚାନକ୍ ଖରାପ ହେବା କୁ ଲାଗିଲା ଏବଂ ତାଙ୍କୁ ହସ୍ପିଟାଲ ରେ ଭର୍ତ୍ତୀ କରଗଲା। ନଗେଟ୍ କୁ ଅଧା ଖାଇ ସାରିବା ପରେ ସେଥିରେ ଗୋଟେ ଲାଲ୍ ଏବଂ ମାଟିଆ ରଙ୍ଗ ର ପଦାର୍ଥ ବାହାରିଲା। ଲିଲି ଙ୍କର କହିବା କଥା କି ସେ ଏହା କୁ ଖାଇବା ପରେ ତାଙ୍କ ଦେହ ଖରାପ ହୋଇଥିଲା।
ନିଜର ସ୍ବାଦିଷ୍ଟ ଖାଇବା ପାଇଁ ମୈକଡାନଲ୍ଡ ସାରା ଦୁନିଆ ରେ ଫେମସ। ପିଲା ଙ୍କ ଠାରୁ ବଡ ପର୍ଯ୍ୟନ୍ତ ମୈକଡାନଲ୍ଡ ର ଫ୍ରେଂଚ ଫ୍ରାଇଜ୍ , ବର୍ଗର ଏବଂ ନଗେଟ୍ସ ବହୁତ ଆନନ୍ଦ ରେ ଖାଅନ୍ତି । ଏହି କାରଣ ରୁ ସାରା ଦୁନିଆ ରେ ସବୁ ଜାଗା ରେ ଆଉଟଲେଟେ୍ସ ବନା ହୋଇଛି। ଯେଉଁଠି ଲୋକମାନେ ସ୍ବାଦିଷ୍ଟ ଖାଇବା ର ମଜା ଉଠାନ୍ତି।
ଏହି ସମୟ ରେ ଲିଡ୍ସ ରେ ଏକ ୨୩ ବର୍ଷ ର ଲିଲୀ ଡେଂଟନ ଙ୍କ ମୈକ-ଡି ରୁ ହୋମ ଡେଲିଭରୀ ର ସର୍ବିସ ନେଇ ଚିକେନ୍ ନଗେଟ୍ସ ଶେୟାର ବକ୍ସ ଅର୍ଡର କରିଥିଲେ। ଡେଲିଭରୀ ହେବା ପରେ ସେ ତାଙ୍କ ୩ ବର୍ଷ ର ଝିଅ ସହିତ ମିସି କି ଖାଇଥିଲେ।
ଯେମିତି ସେମାନେ ଖାଇବା ଆରମ୍ଭ କରି ଅଧା ସରିବା ପରେ ସେଥିରେ ଲାଲ୍ ଏବଂ ମାଟିଆ ରଙ୍ଗ ର ପଦାର୍ଥ ବାହାରିଲା । ଏହା ପରେ ସେମାନେ ଖାଇବା ବନ୍ଦ କରିଦେଇ ଥିଲେ କିନ୍ତୁ ଅଧା ଖାଇବା ଖଇଥିବା ପାଇଁ ଦେହ ହଠାତ୍ ଖରାପ ହୋଇଯାଇ ଥିଲା।
ଲିଲୀ ର ଦେହ ଏମିତି ଖରାପ ହୋଇଯାଇ ଥିଲା କି ତାଙ୍କୁ ତାଙ୍କ ସାଙ୍ଗ ଙ୍କ ସାହାର୍ଯ୍ୟ ରେ ହସ୍ପିଟାଲ ରେ ଭର୍ତ୍ତୀ କରାଯାଇଥିଲା। ସେ କହିଛନ୍ତି ଯେ ନଗେଟ୍ସ ଖାଇବା ପରେ ତାଙ୍କ ପେଟ ରେ ଯନ୍ତ୍ରଣା ଏବଂ ବାନ୍ତି ହେବାକୁ ଆରମ୍ଭ ହୋଇଥିଲା। ଏହା ସହିତ ତାଙ୍କ ଝିଅ ର ଗଳା ମଧ୍ୟ କୁଣ୍ଡାଇ ହେଉଥିଲା।
ଡକ୍ଟର କହିଛନ୍ତି କି ସେ ଡାଇରିଆ ଦେଇ ଗତି କରୁଛନ୍ତି। ରିର୍ପୋଟ ଅନୁସାରେ ନଗେଟ୍ସ ଖାଇବା ପରେ ତାଙ୍କ ଶରୀର ରେ କୈମ୍ପୀଲୋବୈକ୍ଟର ମିଳି ଥିଲା । ଯାହା ଫୁଡ୍ ପୟଜନ ର କାରଣ ଅଟେ।
ହସ୍ପିଟାଲ ରୁ ଡିସ୍ଚାଜ ହେବା ପରେ ମଧ୍ୟ ସେ ବହୁତ ନିଜକୁ କମଜୋର ଅନୁଭବ କରୁଛନ୍ତି। ସେ କହିଛନ୍ତି କି ସେ ସମୟ ରେ ମତେ ଏମିତି ଲାଗୁ ଥିଲା କି ମୁ ବଞ୍ଚିବି ନାହିଁ।
ଏହା ସବୁ ପରେ ମୈକଡାନଲ୍ଡ ର ମୈନେଜର ତାଙ୍କ ଠାରୁ କ୍ଷମା ମଗିଛନ୍ତି କିନ୍ତୁ ଲିଲୀ କହିଛନ୍ତି ଏହା ପରେ ସେ ମୈକ-ଡି ରୁ କେବେ ବି ଖାଇବା ମଗେଇବେ ନାହିଁ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।