ମାଂସ ଠାରୁ ୧୦ ଗୁଣ ଶକ୍ତି ଶାଳୀ ଅଟେ ଏହି ସୁଲା, କେବଳ ଖାଇବାର ଉପାୟ ଜାଣନ୍ତୁ…

ମାଂସ ଠାରୁ ଅଧିକ ଶକ୍ତିଶାଳୀ ଅଟେ ଏକ ମୁଠା ସୁଲା, ଜାଣନ୍ତୁ କିପରି ଏହା ହୋଇଥାଏ। ବନ୍ଧୁଗଣ ଯେତେ ବେଳେ ସ୍ବାସ୍ଥ୍ୟ ସମଧିତ ସମସ୍ୟା ଦୁର୍ବଳତା ର କଥା ଆସେ ତେବେ ଅଧିକାଂଶ ଲୋକ ମାଂସ ଖାଇବାର ପରାମର୍ଶ ଦେଇଥାନ୍ତି । କିନ୍ତୁ ସୁଲା ଏକ ଏମିତି ଜିନିଷ ଅଟେ ଯାହା ନୀଉଟ୍ରେନ କ୍ଷେତ୍ରରେ ଅଧିକ ଶକ୍ତିଶାଳୀ ଅଟେ। ଏହାକୁ ଯଦି ସଠିକ ଉପାୟରେ ସେବନ କରାଯାଏ ତେବେ ଏହା ମାଂସ ଠାରୁ ବହୁତ ଅଧିକ ଶକ୍ତଶାଳୀ ହୋଇଥାଏ । ଏମିତିରେ ସୁଲା ସମସ୍ତ ଙ୍କ ପାଇଁ ବହୁତ ଅଧିକ ଲାଭ ଦାୟକ ଅଟେ । କିନ୍ତୁ ପୁରୁଷ ଙ୍କୁ ଏହାର ସେବନ ନିହାତି କରିବା ଆବଶ୍ୟକ । ତେବେ ଚାଲନ୍ତୁ ଜାଣିବା ସ୍ବାସ୍ଥ୍ୟ ଓ ଶରୀର ସହ ଜଡ଼ିତ ରୋଗ ପାଇଁ ଆପଣଙ୍କୁ ସୁଲାର ସେବନ କିପରି କରିବା ଆବଶ୍ୟକ ।

ପ୍ରଥମ ଆପଣ ଏକ ମୁଠା ସୁଲା କୁ ୧ ତାଟିଆ ପାଣିରେ ଭଲ ଭାବରେ ଭେଦାଇ ରାତି ସାରା ଛାଡି ଦିଅନ୍ତୁ । ବନ୍ଧୁଗଣ ଶକ୍ତି ଏବଂ ଏନର୍ଜି ପାଇଁ ଭିଟାମିନ ର ଗନ୍ତାଘର ଅଟେ ସୁଲା। ଶରୀରରେ ଦୁର୍ବଳତା ଓ ପୁରୁଷୋତ୍ତ ବଢେଇବା ପାଇଁ ସୁଲା ବହୁତ ଅଧିକ ଲାଭ ଦାୟକ ଅଟେ । କାରଣ ଏଥିରୁ ମିଳୁଥିବା ପ୍ରୋଟିନ, ଫାଇବର ଏବଂ ଭିଟାମିନ ଭଳି ଏମିତି ପୋଷାକ ତତ୍ଵ ଯାହା ଆମ ଶରୀରର ଦୁର୍ବଳତା ଦୂର କରିବା ସହ ପୁରୁସ୍ୱତ କୁ ବଢ଼ାଇ ଥାଏ । ସେଥିପାଇଁ ବନ୍ଧୁଗଣ ମୁଖ୍ୟତଃ ପୁରୁଷ ମାନଙ୍କୁ ଏହାର ସେବନ କରିବା ନିହାତି ଆବଶ୍ୟକ ।

ଯଦି ଆପଣ ପେଟରେ କଷ୍ଟ ଏବଂ କବଜ୍ ଭଳି ସମସ୍ୟାରୁ ଚିନ୍ତିତ ଅଛନ୍ତି ତେବେ ଆପଣ ରାତି ସାର ଭେଦା ଯାଇଥିବା ସୋଲାରେ ଅଳ୍ପ ଅଦା, କଳା ଲୁଣ ଏବଂ ଜିରା ଗୁଣ୍ଡ ମିଶେଇ ଖାଇବା ଦ୍ବାରା ଆପଣଙ୍କୁ ପେଟରେ କବଜ୍ ଓ ପେଟ ରୋଗ ରୁ ବହୁତ ଶିଘ୍ର ଆରାମ ମିଳିଥାଏ। କାରଣ ସୁଲାରୁ ମିଳୁଥିବା ଫାଇବର ଆମ ପେଟକୁ ସଫା ରଖିଥାଏ।

ବନ୍ଧୁଗଣ ଯେଉଁ ମାନକ ସ୍ପର୍ମ କମ୍ ଅଟେ ଅଥବା ସେହି ବ୍ୟକ୍ତି ଯେଉଁମାନଙ୍କ ସ୍ପର୍ମ ତିଆରି ହେଉନାହିଁ ସେହି ମାନଙ୍କ ପାଇଁ ସୁଲା କୌଣସି ବରଦାନ ଠାରୁ କମ ନୁହେଁ । ରାତି ସାରା ଭିଜା ଯାଇଥିବା ସୁଲାରେ ୧ ଚାମଚ ଚିହ୍ନି ମିଶେଇ ଖାଇବା ଦ୍ବାରା ସ୍ପର୍ମ ତ ବଢ଼ିଥାଏ ଏବଂ ତାହା ସହ ବନ୍ଦ ରହିଥିବା ସ୍ପର୍ମ ବନିବା ଆରମ୍ଭ ହୋଇଯାଏ । ଏହା ସହିତ ଯେଉଁ ଲୋକ ମାନଙ୍କୁ ପରିସ୍ରା ସମ୍ବଧିତ ସମସ୍ୟା ଅଧିକ ରହିଥାଏ । ବା ବହୁ ମୂତ୍ର ଭଳି ସମସ୍ୟା ଥାଏ ତେବେ ସିଏ ଭିଜା ସୁଲା ସହିତ ଏକ ଚାମଚ ଗୁଡ଼ ସକାଳୁ ଖାଇବା ଦ୍ବାରା ସେମାନଙ୍କର ଇଉରିନ ସମସ୍ୟା ଦୂର ହୋଇଥାଏ ।

ବନ୍ଧୁଗଣ ଭେଦା ଯାଇଥିବା ସୁଲା ସ୍କିନ ପାଇଁ ମଧ୍ୟ ବହୁତ ଅଧିକ ଲାଭ ଦାୟକ ହୋଇଥାଏ । କାରଣ ଏହାକୁ ଖାଇବା ଦ୍ଵାରା ସ୍କିନ୍ ତ ସୁସ୍ଥ ହୋଇଥାଏ ସାଥିରେ ଚର୍ମ ରେ କୁଣ୍ଡେଇ ହେବା ଭଳି ରୋଗ ମଧ୍ୟ ଦୂର ହୋଇଯାଇଥାଏ । ଏହା ସହିତ ଯେଉଁ ଲୋକ ମାନଙ୍କ ଓଜନ ବଢୁନାହିଁ ସେହି ମାନଙ୍କୁ ସୁଲାରା ସେବନ ନିହାତି କରିବା ଆବଶ୍ୟକ । କାରଣ ଭେଦା ଯାଇଥିବା ସୁଲା ଖାଇବା ଦ୍ବାରା ମାଂଶ ପେଶିର ନିର୍ମାଣ ହୋଇଥାଏ । ଯାହାଦ୍ଵାରା ସୁନ୍ଦର ଓ ସୁଢଳ ଶରୀର ମିଳିଥାଏ ।

ଏହା ସହିତ ବାରମ୍ବାର ହେଉଥିବା ଥଣ୍ଡା ଜର ପାଇଁ ବହୁତ ଅଧିକ ଲାଭ ଦାୟକ ଅଟେ। କାରଣ ଯେଉଁ ଲୋକ ମାନଙ୍କୁ ଥଣ୍ଡା ଜର ଭଳି ସମସ୍ତ ଅଧିକ ଥାଏ ସେମାନଙ୍କ ପାଇଁ ସୁଲା କୌଣସି ରାମ ବାଣ ଠାରୁ କମ୍ ନୁହେଁ। କାରଣ ଭେଦା ଯାଇଥିବା ସୁଲା ରେ ଇମୁନ ପାୱାର ବହୁତ ଥାଏ ଯାହା ଦ୍ୱରା ଥଣ୍ଡା ଜର ଭଳି ଛୋଟ ମୋଟ ରୋଗ ଆମ ପାଖ ପଶି ନଥାଏ । ଏହା ସହିତ ହୃଦୟ ରୋଗ ସମ୍ଭଦୀତ ରୋଗ ପାଇଁ ଅଧିକ ଲାଭ ଦାୟକ ହୋଇଥାଏ । ଆପଣ ଏହି ସୁଲା କୁ ରାତିରେ ଭିଜେଇ ସକାଳୁ ଭଳ ଭାବରେ ଚକଡ଼ି ଧୋଇ ଦିଅନ୍ତୁ ଏବଂ ଏହି ପାଣିକୁ ମଧ୍ୟ ସେବନ କରନ୍ତୁ ଏହି ପାଣିର ସେବନ କରିବା ଦ୍ୱାରା ସୁଲା ର ପ୍ରଭାବ ଦୁଇ ଗଣିତ ହୋଇଯାଏ ।

ଯଦି ଆପଣ ସୁଲା ଏହି ପ୍ରକାର ଖାଇ ପାରିବେ ନାହିଁ ତେବେ ଆପଣ ଏଥିରେ ପିଆଜ ଟମାଟ ମିଶେଇ ଏହ କୁ ଖାଇ ପାରିବେ । ଯାହା ଦ୍ଵାରା ଏହା ଆପଣକୁ ସ୍ଵାଦିଷ୍ଟ ଲାଗିବ । କିନ୍ତୁ ଏଠାରେ ଆପଣ ଧ୍ୟାନ ଦିଅନ୍ତୁ କି ସୁଲା ପାଣିର ସେବନ ନିହାତି କରନ୍ତୁ ।

Leave a Reply

Your email address will not be published. Required fields are marked *