ଚୀନ ର ବୈଜ୍ଞାନିକ ଙ୍କୁ ଏକ ପରୀକ୍ଷାରେ ଜଣାପଡିଛି କି ମାଆ ର କ୍ଷୀର ଅଧିକାଂଶ କୋରୋନା ଭାଇରସ କୁ ମାରିଦେଇଥାଏ। ଏହା ପୂର୍ବରୁ କିଛି ସ୍ୱାସ୍ଥ୍ୟ ଅଧିକାରୀ ମାନେ ସୂଚନା ଦେଇଥିଲେ କି ବ୍ରିଟିଫିଡିଂ ରୁ କୋରୋନା ବ୍ୟାପିଥାଏ, କିନ୍ତୁ ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ କହିଥିଲେ କି କୋରୋନା ପଜେଟିଭ ହୋଇଥିବା ମାଆ ପିଲାକୁ କ୍ଷୀର ପିଏଇବା ଜାରୀ ରଖିବେ।
ଏସସିଏମପି। କମ ରେ ଛପା ହୋଇଥିବା ରିପୋର୍ଟ ଅନୁସାରେ ବିଜିଙ୍ଗ ର ବୈଜ୍ଞାନିକ ମାନେ ପରୀକ୍ଷା କରିବାରୁ ମଣିଷ କୋଷ ଓ ପଶୁ ମାନଙ୍କ କୋଷ ରେ ମାଆ ମାଆ ର କ୍ଷୀର କୁ ପରୀକ୍ଷା କରିଥଲେ। ବିଭିନ୍ନ ପ୍ରକାରର କୋଷ ର ପରୀକ୍ଷା ପରେ ଜଣାପଡ଼ିଲା କି ମାଆ କ୍ଷୀରରେ ଅଧିକାଂଶ ଭାଇରସ ମରିଯାଇଥାଏ।
ବିଜିଙ୍ଗ ୟୁନିଭରସିଟିର ପ୍ରଫେସର ଟୋଗନ୍ନ ଯିଗୋଗ କହିଛନ୍ତି କି ମାଆ ର କ୍ଷୀର ଭାଇରାଲ ଅଟେଚ ମେଣ୍ଟ ଭାଇରସ କୁ ମାରିଦେଇଥାଏ। ବୈଜ୍ଞାନିକ ଙ୍କ ଟିମ ବିଓରସିଭ. ଓରଗ ଉପରେ ଶୁକ୍ରବାର ଦିନ ଏହି ପରୀକ୍ଷା ପ୍ରକାଶିତ କରିଛନ୍ତି ଯାହାର ଏବେଯାଏଁ କିଛି ଜଣା ପଡିନି।
ଏହା ପୁର୍ବରୁ ଜୁନରେ ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ ବିଭିନ୍ନ ଦେଶରେ ୪୬ ଏସି ମହିଳା ମାନଙ୍କ ଉପରେ ପରୀକ୍ଷା କରିଥିଲେ ଯିଏ ନିଜର ପିଲାଙ୍କୁ କ୍ଷୀର ପିଆଉଥିଲେ। ପରୀକ୍ଷା ରୁ ଜଣାପଡ଼ିଲା କି ତିନି ଜଣ ମାଆ ଙ୍କ କ୍ଷୀରରେ ଭାଇରାଲ ଜୀନ ଅଛି, କିନ୍ତୁ ଏଥିରେ ସଂକ୍ରମଣ ର ପ୍ରମାଣ ମିଳିନାହିଁ, ମାତ୍ର ଗୋଟିଏ ପିଲା କୋରୋନା ଦ୍ବାରା ସଂକ୍ରମିତ ହୋଇଥିଲା, କିନ୍ତୁ ଏହି କଥାକୁ ଅଣଦେଖା କରାଗଲା କି ଏହା କୋଉ ବାହାର ରୁ ସଂକ୍ରମିତ ହୋଇଛି।
ଚୀନ ମିଡ଼ିଆ ଙ୍କ ରିପୋର୍ଟ ଅନୁସାରେ ଫେବୃଆରୀ ରେ ବୁହାନ ସହରରେ କୋରୋନା ପଜେଟିଭ ହୋଇଥିବା ବହୁତ ମହିଳା ମାନଙ୍କୁ ପିଲାଙ୍କ ଠାରୁ ଦୁର କରି ଦିଆଯାଇଥିଲା ଓ ନବଜାତ ଶିଶୁ କୁ ମାଆ ର କ୍ଷୀର ଦିଆ ଗଲା ନାହିଁ। ଆମେରିକାର ପ୍ରମୁଖ ସ୍ୱାସ୍ଥ୍ୟ ସଂସ୍ଥା ସିଡ଼ିସି ମଧ୍ୟ ସୂଚନା ଦେଇଥିଲେ କି କେ଼ାରୋନା ପଜେଟିଭ ମାଆ ଯଦି ପିଲାକୁ କ୍ଷୀର ଦଉଛି ତାହେଲେ ତାକୁ ମଧ୍ୟ ସଂକ୍ରମିତ ହେବାର ସମ୍ଭାବନା ଅଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।