ଦୁନିଆର ସବୁଠାରୁ ଭଲ ବ୍ୟାଟ୍ସ ମ୍ୟାନ ମଧ୍ୟରୁ ସୁମାର ଏବଂ ହିଟମ୍ୟାନଙ୍କ ନାମରେ ଫେମସ ରୋହିତ ଶର୍ମା ଚଲିଥିବା୧୩ ନଂବର ଆଈପିଏଲ ରେ ନିଜର ବ୍ୟାଟ୍ସ ରେ କମାଲ ଦେଖାଉଛନ୍ତି । ବୁଧବାର ଦିନ ଖେଳାଯାଇଥିବା ମୁମ୍ବାଇ ଏବଂ କଲିକତା ଭିତରେ ମୁକାବିଲାରେ ମୁମ୍ବାଇ ୪୯ ରେ ଜିତିଥିଲା । ଏହି ମ୍ୟାଚରେ ରୋହିତ ଶର୍ମା ଚମତ୍କାର ଅର୍ଦ୍ଧଶତକ କରିଥିଲେ । ରୋହିତଙ୍କ ପାଇଁ ଟିମ ୫ ବିକେଟ ରେ ୧୯୫ ରନ କରିଥିଲେ।
ସେଇ ଲଖ୍ୟରେ କଲିକତାର ଟିମ ୧୪୬ ରନ କରିପାରିଥିଲେ । ରୋହିତ ଅତିଉତ୍ତମ ପ୍ରଦର୍ଶନ କରିଥିବାରୁ ତାଙ୍କୁ ମ୍ୟାନ ଅଫ଼ ଦ ମ୍ୟାଚ କରାଯାଇଥିଲା । ଭଲ ପ୍ରଦର୍ଶନ କରିବାରୁ ତାଙ୍କୁ ସବୁବେଳେ ଚର୍ଚ୍ଚା କରାଯାଉଛି । କିନ୍ତୁ ଏହି ଦିନ ହିଟମ୍ୟାନ ନିଜର ଜୀବନ ଶୈଳୀରେ ସୋସିଆଲ ମେଡିଆ ରେ ଚର୍ଚ୍ଚା ଚାଲିଛି । ଆସନ୍ତୁ ଜାଣିବା ତା ପଛର ରହସ୍ୟ
ରୋହିତ ଶର୍ମା ଓ ତାଙ୍କ ମ୍ୟାନେଜରଙ୍କ ପ୍ରେମ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏକ ସମୟରେ ହିଟମ୍ୟାନ ନିଜର ମ୍ୟାନେଜରଙ୍କୁ ଆଣ୍ଠେଇକି ପ୍ରପୋଜ଼ କରିଥିଲେ । କୁହାଯାଉଛି କି ୨୦ବର୍ଷ ବୟସରେ ଆନ୍ତଃରାଷ୍ଟ୍ରୀୟ କ୍ରିକେଟ ରେ ପଦାର୍ପଣ କରିଥିବା ରୋହିତ ଶର୍ମା ଆଜି ଜଣେ ସୁନାମ ଧନ୍ୟ କୁହାଯାଉଛି । ରୋହିତ ଏବେ ଜଣେ ଭଲ ବ୍ୟଟ୍ସମ୍ୟାନ ଭାବେ ଜଣାଶୁଣା । ସେ ଭଲ ଜଣେ ଭଲ ଖେଳାଳି ତାଙ୍କୁ ତାଙ୍କ କମ୍ପାନୀ ମୁମ୍ବାଇ ଇଣ୍ଡିଆନସ କୁ ଚାରି ଥର ଆଇପିଏଲ ଜୀତେଇଛନ୍ତି । ୧୩ତମ ଆଈପୀଏଲ ର ପ୍ରଥମ ମ୍ୟାଚ ହାରିଯାଇଥିଲା ।
ଜଣାନ୍ତୁ କିଏ ଥିଲେ ରୋହିତ ଶର୍ମାଙ୍କ ମ୍ୟାନେଜର:
ଆପଣ ଜାଣିବା ପାଇଁ କହୁଚୁକୀ ରୋହିତ ଶର୍ମାଙ୍କ ମ୍ୟାନେଜର ଆଉ କିଏ ନୁହନ୍ତି ରୀତୀକା ସଜଦେହ । ରୀତୀକା ପ୍ରଥମେ ରୋହିତଙ୍କର ମ୍ୟାନେଜର ଥିଲେ ବର୍ତମାନ ପତ୍ନୀ । ଦିଜଣଙ୍କ ପ୍ରେମ ସମ୍ପର୍କ କୋଉ ଫିଲ୍ମ ଠୁ କମ ନୁହେଁ । ରୋହିତ ଆଉ ରୀତୀକା ଙ୍କ ଦେଖା ଭଲ ତରୀଖା ରେ ହୋଇଥିଲା । ପ୍ରଥମେ ରୀତୀକା ରୋହିତଙ୍କ କ୍ରିକେଟ ମ୍ୟାନେଜର ଭାବେ କାମ କରୁଥିଲେ ଏହି ସମୟରେ ଦି ଜଣଙ୍କ ବନ୍ଧୁତା ପ୍ରେମରେ ବଦଳି ଜାଇଛି । ଧୀରେ ଧୀରେ ଦିଜଣ ପ୍ରେମରୂ ବୀବହ ବନ୍ଧନରେ ବାନ୍ଧି ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ରୋହିତ ଫିଲ୍ମ ଷ୍ଟାଇଲରେ କରିଥିଲେ ପ୍ରପୋଜ:
ଆମେ କହିଚୂ ଦି ଜଣଙ୍କର ପ୍ରେମ ସମ୍ପର୍କ କୋଉ ଲଭ ଷ୍ଟୋରୀ ଠୁ କମ ନୁହେଁ । ଗୋଟେ ଦିନ ରୋହିତ ଶର୍ମା ମୁମ୍ବାଇର ବୋରୀବଲୀ ସ୍ପୋର୍ଟ୍ସ କ୍ଲବ ରେ ଅଣ୍ଠେଇକି ଓ ହାତରେ ତାଙ୍କ ଆଙ୍ଗୁଠି ନେଇକି ପ୍ରପୋଜ଼ କରିଥିଲେ । ରୋହିତ ଙ୍କର ଏହି ରୋମାଣ୍ଟିକ ସ୍ଟାଇଲ ଦେଖି ରୀତୀକାଙ୍କ ଖୁସି କହିଲେ ନସରେ ଏବଂ ରୀତୀକା ତାଙ୍କର ପ୍ରସ୍ତାବ ସ୍ବୀକାର କରିନେଲେ । ଏହା ପରେ ସେମାନେ ୧୩ଡିସେଂବର ୨୦୧୫ରେ ବିବାହ କଲେ । ଜଣାପିଡିଥିଲା ଏହି ବିବାହ ରେ କ୍ରିକେଟ ତାରକା ଠୁ ନେଇ ବଲିଉଡ ତାରକା ପର୍ଯ୍ୟନ୍ତ ସମସ୍ତେ ଉପସ୍ତିତ ଥିଲେ । ଏହି ବିବାହର ୩ବର୍ଷ ପରେ ରୀତୀକା ସମାୟରା ନାମକ ଝିଅକୁ ଜନ୍ମ ଦେଇଥିଲେ ।
୧୩ତମ ଆଈପୀଏଲ ଆରମ୍ଭ ହେବା ପୂର୍ବରୁ ରୋହିତ ନିଜର ପରିବାର ସହିତ ଦୁବାଇ ର ସମୁଦ୍ର କୂଳେ ଦେଖିବାକୁ ମିଳିଥିଲା । ଏହି ସମୟରେ ରୋହିତ ତାଙ୍କର କିଛି ଫୋଟୋ ସୋସିଆଲ ମିଡିଆ ରେ ପୋଷ୍ଟ କରିଥିଲେ, ସେଥିରେ ପ୍ରଶଂସକ ଲାଇକ ଏବଂ କମେଂଟ ମଧ୍ୟ କରିଥିଲେ ।(୪)