ଯଦି ଆପଣଙ୍କ ସାଙ୍ଗର ନାମ S ଅକ୍ଷରରେ ଆରମ୍ଭ ହୋଇଥାଏ ତାହେଲେ ନିହାତି ଜାଣନ୍ତୁ ତାହା ସହ ଯୋଡ଼ି ହୋଇଥିବା ଏହି ବାରଟି ଗୁପ୍ତ କଥା

ଆପଣଙ୍କ ନାମ ଆପଣଙ୍କୁ ତାର ପରିଚୟ ଦେଇଥାଏ ଏବଂ ଆପଣଙ୍କ ସ୍ଵଭାବ ଓ ବ୍ୟକ୍ତିତ୍ଵ ବିଷୟରେ ମଧ୍ଯ ଜଣାଇଥାଏ। ଆଜି ଆମେ ଆପଣଙ୍କୁ S ନାମର ଝିଅ ଙ୍କ ସ୍ଵଭାବ ବିଷୟରେ କହିବାକୁ ଯାଉଛୁ । ଏହି ନାମର ଝିଅ ଙ୍କ ପାଖରେ କିଛି ଭଲ ଗୁଣ ଥାଏ ଆଉ କିଛି ଖରାପ ଗୁଣ ମଧ୍ଯ ଥାଏ। ଆସନ୍ତୁ ଜାଣିବା,S ନାମର ଝିଅ ମାନେ କେମିତି ହୋଇଥାନ୍ତି:

ସୁନ୍ଦର ଏବଂ ଆକର୍ଷଣୀୟ:

S ନାମର ଝିଅମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ସେହି ସୁନ୍ଦରତା ଯୋଗୁ ସେ ଲୋକମାନଙ୍କୁ ବହୁ ଶୀଘ୍ର ନିଜ ଆଡ଼କୁ ଆକର୍ଷିତ କରିପାରନ୍ତି। ଏହି ଆକର୍ଷଣର କାରଣ ଯୋଗୁ ଏମାନଙ୍କୁ ସମସ୍ତେ ନିଜର ସାଙ୍ଗ କରିବା ପାଇଁ ଚାହିଁଥାନ୍ତି ଆଉ ଏହି ଲୋକମାନେ ବହୁ ଲୋକପ୍ରିୟ ମଧ୍ଯ ହୋଇଥାନ୍ତି।

ପରିଶ୍ରମୀ:

S ଅକ୍ଷରରେ ଆରମ୍ଭ ହୋଇଥିବା ଝିଅମାନେ ତାଙ୍କର ସବୁ କାମ ପାଇଁ ବହୁତ ପରିଶ୍ରମ କରନ୍ତି । ଏହି ଝିଅ ମାନେ ଏକା ସମୟରେ ଗୋଟିଏ କାମ କରନ୍ତି ଏବଂ କାମ ସମୟରେ ଏମାନଙ୍କୁ ଥଟ୍ଟାମଜା ଜମାରୁ ପସନ୍ଦ ନୁହେଁ । ଏହାଛଡ଼ା ଏମାନଙ୍କୁ ଭୁଲ ଏବଂ ମିଛ କଥା ଜମା ପସନ୍ଦ ନୁହେଁ । କୁହାଯାଉଛି କି S ନାମର ଝିଅ ମାନେ ଖାଲି ପରିଶ୍ରମୀ ନୁହେଁ ବହୁତ ବୁଦ୍ଧିମାନ ମଧ୍ଯ ହୋଇଥାନ୍ତି। ଏହି ନାମର ଝିଅ ମାନେ ଯଦି ଗୋଟିଏ କାମକୁ କରିବା ପାଇଁ ସ୍ଥିର କରନ୍ତି ସେ କାମ ପୁରା କରିକି ହିଁ ଛାଡନ୍ତି ।

ରାଗି:

ଏମିତିରେ ଏହି ଝିଅ ମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି, କିନ୍ତୁ ସ୍ୱଭାବରୁ ବହୁତ ରାଗୀ ହୋଇଥାନ୍ତି। ଏମାନଙ୍କୁ ଛୋଟ ଛୋଟ କଥାରେ ରାଗ ଆସିଥାଏ । ଖାଲି ଏତିକି ନୁହେଁ ଯେତେବେଳେ ଏମାନେ ରାଗିଥାନ୍ତି ସେ କାହା ସହ କଥା ହେବାକୁ ପସନ୍ଦ କରନ୍ତିନି । ସିଏ ତାଙ୍କ ବାପା ମା ହୋଇଥାନ୍ତୁ ନା କାହିଁକି ।

ଭଲପାଇବା ରେ ଗୁରୁତ୍ଵ:

ଯଦି ଆମେ ଏମାନଙ୍କ ଲଭ ଲାଇଫ୍ ବିଷୟରେ କହିବା, ଏମାନେ ତାଙ୍କ ପାର୍ଟନର ଙ୍କୁ ବହୁତ ଗୁରୁତ୍ଵ ଦେଇଥାନ୍ତି । ଏମାନଙ୍କ ପାର୍ଟନର ଙ୍କ ର ଅତି ନିବିଡ଼ କିଏ ହଉ ଏମାନଙ୍କୁ ଜମାରୁ ବି ପସନ୍ଦ ନଥାଏ । କୁହାଯାଉଛି କି S ଅକ୍ଷରରେ ଆରମ୍ଭ ହୋଇଥିବା ଝିଅ ମାନେ ତାଙ୍କର ଲଭ ଲାଇଫ ହଉ କି ବୈବାହିକ ଜୀବନ ହଉ ଏମାନେ ତାଙ୍କ ପାର୍ଟନର ଙ୍କୁ ବହୁତ ଭଲ ପାଆନ୍ତି ।

ରୋମାଣ୍ଟିକ:

ହି ନାମର ଝିଅ ମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି ଆଉ ବହୁତ ଭଲ ପ୍ରକୃତିର ହୋଇଥାନ୍ତି । ଏମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି। ଏମାନଙ୍କ ହୃଦୟରେ ଯୋଉ କଥା ଥାଏ ସେହି କଥା ଏମାନଙ୍କ ମୁହଁରେ ମଧ୍ଯ ଥାଏ । କିନ୍ତୁ ଏମାନେ ଏମାନଙ୍କ ପାର୍ଟନର ଙ୍କ ପ୍ରତି ଭଲପାଇବା ଦାମୀ ଉପହାର ରେ ନୁହେଁ ଭଲ ବ୍ୟବହାର ଆଉ ଭଲ କାମ ରେ ପସନ୍ଦ କରନ୍ତି ।

ଭରଷା ଯୋଗ୍ୟ ପାର୍ଟନର ହୋଇଥାନ୍ତି S ଅକ୍ଷରର ଝିଅ ମାନେ:

S ନାମର ଝିଅ ମାନେ ଭଲ ପାଇବାକୁ ନେ଼ଇ ବହୁତ ଇମାନଦାର ଆଉ ବିଶ୍ବାସୀ ହୋଇଥାନ୍ତି । ସିଏ ଏମାନଙ୍କ ସାଙ୍ଗ ହୁଅନ୍ତୁ କି ଲାଇଫ ପାର୍ଟନର ହୁଅନ୍ତୁ ଏମାନେ କାହାକୁ କେବେ ଧୋକା ଦିଅନ୍ତି ନାହିଁ । ଖାଲି ଏତିକି ନୁହେଁ ଏମାନଙ୍କ ପାର୍ଟନର କେତେ ବି ବିପଦରେ ଥିଲେ ମଧ୍ଯ ସେମାନେ ତାଙ୍କ ହାତ କେବେ ଛାଡନ୍ତି ନାହିଁ ।

ଦୟାଳୁ:

ନାମର ଝିଅ ମାନେ କେତେ ରାଗିହୋଇଥାନ୍ତୁ ନା କାହିଁକି ଏମାନେ ବହୁତ ଦୟାଳୁ ସ୍ୱଭାବର ହୋଇଥାନ୍ତି । ଏମାନଙ୍କର ଏହି ଉଦାରତା ଏମାନଙ୍କୁ ଅଲଗା କରିଥାନ୍ତି। ଏମାନଙ୍କ ସାମ୍ନାରେ ଯଦି କେହି ବିପଦରେ ଅଛି ତାହେଲେ ଏହି ନାମର ଝିଅ ମାନେ ସେମାନଙ୍କୁ ନିହାତି ସାହାଯ୍ୟ କରନ୍ତି । ଏମାନେ କାହାକୁ ସାହାଯ୍ୟ କରିବାକୁ ପଛ ଘୁଂଚା ଦିଅନ୍ତି ନାହିଁ ।

ସ୍ଵଭାବ:

ଅକ୍ଷରର ଝିଅ ମାନେ ସବୁ କାମ ନିଜ ଦମ ରେ କରବାକୁ ପସନ୍ଦ କରନ୍ତି । ଏମାନଙ୍କୁ ତାଙ୍କ କାମରେ କାହାର ସାହାଯ୍ୟ ନେବା ପସନ୍ଦ ନଥାଏ । ଏମାନେ ବହୁ ଆତ୍ମବିଶ୍ବାସୀ ହୋଇଥାନ୍ତି ଆଉ ନିଜର ବଳରେ ସବୁ କାମ କରିବାକୁ ଚାହାଁନ୍ତି ଆଉ ସବୁକିଛି ମଧ୍ଯ ପାଇଥାନ୍ତି । ଏହି ଝିଅ ମାନଙ୍କୁ ଦେଖେଇହେଇ କାମ କରିବା ଜମାରୁ ପସନ୍ଦ ନୁହେଁ ।

ସନ୍ଦେହୀ:

ଲ ପାଇବାରେ ଏହି ଝିଅ ମାନେ ବହୁତ ବିଶ୍ୱାସୀ ହୋଇଥାନ୍ତି, କିନ୍ତୁ ଏମାନଙ୍କର ଏକ ଖରାପ ଗୁଣ ମଧ୍ଯ ଥାଏ କି ଏମାନେ ଲଭ ମାମଲାରେ ବହୁତ ସନ୍ଦେହ କରିଥାନ୍ତି । ଏହି ନାମର ଝିଅ ମାନଙ୍କୁ ଛୋଟ ଛୋଟ କଥାରେ ମଧ୍ଯ ନିଜ ପାର୍ଟନର ଙ୍କ ଉପରେ ସନ୍ଦେହ କରିଥାନ୍ତି। ଏହି କାରଣରୁ ଏମାନଙ୍କ ପାର୍ଟନର ସହ ଏମାନଙ୍କର ଝଗଡ଼ା ମଧ୍ଯ ହୋଇଥାଏ ଏବଂ ଚିନ୍ତା ଲଗିରହିଥାଏ ।

ହସଖୁସି:

ଅକ୍ଷରରେ ଆରମ୍ଭ ହୋଇଥିବା ନାମର ଝିଅ ମାନେ ଖୁସି ମିଜାସ୍ ର ହୋଇଥାନ୍ତି । ଏମାନେ କୌଣସି ପରିସ୍ଥିତିରେ ଡରନ୍ତି ନାହିଁ ସାହସର ସହ ସାମ୍ନା କରନ୍ତି । ଏହି ନାମର ଝିଅ ମାନଙ୍କ ମୁହଁରେ ସବୁବେଳେ ହସ ଥାଏ ଆଉ ଏମାନଙ୍କର ଏହି ଗୁଣ ସମସ୍ତଙ୍କ ଠାରୁ ଅଲଗା ହୋଇଥାଏ ।

କୃପଣ:

ଅକ୍ଷରରେ ଆରମ୍ଭ ହୋଇଥିବା ଝିଅମାନେ ଟଙ୍କା ପଇସା ମାମଲାରେ ବହୁତ କୃପଣ ସ୍ୱଭାବର ହୋଇଥାଆନ୍ତି । ଏମାନଙ୍କୁ ବେକାର ଖର୍ଚ୍ଚ ପସନ୍ଦ ନଥାଏ। ଏମାନେ କୌଣସି ଜିନିଷ ଉପରେ ବେକାର ଖର୍ଚ୍ଚ କରନ୍ତି ନାହିଁ। ଏମିତିରେ ଏହି ଝିଅ ମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି କିନ୍ତୁ ଏମାନଙ୍କର କୃପଣ ଗୁଣ ଏମାନଙ୍କୁ ଲୋକଙ୍କ ଆଗରେ ଖରାପ କରିଦେଇଥାଏ ।

ଶଶୁର ଘରେ ରାଜ କରନ୍ତି ଏହି ନାମର ଝିଅ:

S ନାମର ଝିଅ ମାନେ ବଡ଼ ମାନଙ୍କୁ ସମ୍ମାନ ଦେବା ଆଦର କରିବା ଓ ସବୁ କାମ ଏମାନଙ୍କୁ ଜଣା ଥାଏ । ନିଜର ଏହି ସ୍ଵଭାବ କାରଣରୁ ଏମାନେ ଶଶୁର ଘରେ ରାଜ କରିଥାନ୍ତି। ଏମାନଙ୍କୁ ନେଇ କେବଳ ତାଙ୍କ ସ୍ବାମୀ ନୁହେଁ ଶାଶୁ ଶଶୁର ମଧ୍ଯ ବହୁତ ଖୁସି ଥାଆନ୍ତି ।

ହୃଦୟରୁ ବହୁତ ଭଲ ହୋଇଥାନ୍ତି:

ଏମାନେ ବହୁତ ଚାଲାକ୍ ହୋଇଥାନ୍ତି, ଏହାଛଡ଼ା ଏମାନେ ହୃଦୟରୁ ମଧ୍ଯ ବହୁତ ଭଲ ହୋଇଥାନ୍ତି । ଏମାନେ କୌଣସି ବି କଥାର ଜବାବ ଦେବାରେ ମାହିର ଥାଆନ୍ତି। ଏମାନେ ଏହି କଥାର ବହୁତ ଯତ୍ନ ନିଅନ୍ତି କି ଏମାନଙ୍କ ପାଇଁ ଯେମିତି କେହି ବି ଦୁଃଖୀ ନ ହୁଅନ୍ତୁ ।

Leave a Reply

Your email address will not be published. Required fields are marked *