ଋଷର ଏକ ନିର୍ବାଚନ ଚର୍ଚ୍ଚା ଦୁନିଆସାରା ଚାଲିଛି। ଯାହାର କାରଣ ଜଣେ ମହିଳା ପାର୍ଥୀ । ପ୍ରକୃତରେ,ଏହି ମହିଳା ଯେଉଁ ଅଫିସରେ ଗତ ପାଞ୍ଚବର୍ଷରୁ ସଫେଇ କାମ କରୁଥିଲେ ଏବେ ସେ ଅଫିସରେ ଅଫିସର ଭାବେ କାମ କରିବେ। ମହିଳାଙ୍କର ନାମ ମରିନା ଉଦୋଦସ୍କାୟା,ଯିଏ କହିଛନ୍ତି ଭାଗ୍ୟ କେତେ ବେଳେ ବଦଳି ପାରେ।
ଏଥିପାଇଁ ମହିଳାଙ୍କୁ ନିର୍ବାଚନରେ ଠିଆକଲେ
ରିପୋର୍ଟ ଅନୁଯାୟୀ , ୠଷ ରେ ସ୍ଥାନୀୟ ନିର୍ବାଚନରେ ହୋଇଥିବା ଓଲଟା ପାଲଟା କାରଣ ଯୋଗୁ ଏହା ସମ୍ଭବ ହୋଇଗଲା। ପ୍ରକୃତରେ ଏହି ନିର୍ବାଚନରେ ଋଷର ରାଷ୍ଟ୍ରପତି ବ୍ଲାଦୀମିର ପୂତିନଙ୍କ ଦଳର ପାର୍ଥି ନିକୋଲାଇଙ୍କ ବିପକ୍ଷରେ କେହିବି ପାର୍ଥି ଠିଆ ହୋଇନଥିଲେ। ଏଥିପାଇଁ ନିର୍ବାଚନ ପ୍ରକ୍ରିୟାରେ କ୍ଷମତା ଦେଖାଇବା ପାଇଁ ନୀକୋଲାଇ ନିଜ ଅଫିସରେ ସଫେଇ କାମ କରୁଥିବା ୩୫ ବର୍ଷୀୟା ମାରିନାଙ୍କୁ ନିଜ ବିପକ୍ଷରେ ନିର୍ବାଚନରେ ଠିଆ କଲେ।
ଏବେ ସମ୍ଭାଳିବେ ପୋବାଲିକାର ଦାଇତ୍ୱ:
К победившей на выборах уборщице приставили кураторов – от региональной власти и Российской партии пенсионеров, которая выдвинула её кандидатуру. Марина Удгодская пройдет специальные обучающие курсы https://t.co/Lv2LVQMMdl
— МК (@mkomsomolets) September 28, 2020
କିନ୍ତୁ ନିକୋଲାଈଙ୍କୁ ଟିକେ ବିଜଣା ନଥିଲା ନିଜେ ନିଜର ବିରୋଧରେ ନିର୍ବାଚନରେ ଠିଆ କଲେ ସେ ତାଙ୍କୁ ହରେଇବି ପାରନ୍ତି। ଏବେ ଏହି ଅବିଶ୍ଵସନୀୟ ଜିତିବା ସହିତ ମାରିନ୍ନା ୧୫୫ କିଲୋମିଟର କ୍ଷେତ୍ରଫଳବିଶିଷ୍ଟ ପୋବଲିକା ଜିଲ୍ଲାର ଦାୟିତ୍ଵ ସମ୍ଭାଳିବେ ଓ ସେଇ ଅଫିସରେ ଅଫିସର ହେବେ ଯେଉଁଠାରେ ସେ ସଫାଇକର୍ମୀର ଚାକିରି କରୁଥିଲେ।
ବିନା ପ୍ରଚାରରେ ନିର୍ବାଚନ ଜିତିଗଲେ
କହିରଖୁଚୁ , ମାରୀନା ୬୨ ପ୍ରତିଶତ ଭୋଟ ହାସଲକରି ନୀକୋଲାଈଙ୍କୁ ହରାଇଲେ। ମଜାର କଥା ହେଲାକି ମାରିନା ଜମାରୁ ଭି ନିର୍ବାଚନ ପ୍ରଚାର କରିନାହାନ୍ତି। ମରୀନା ଏବେ ଏହି ପଦର ଦାୟିତ୍ଵ ବୁଝିକି କାମର ଯୋଜନା କରୁଛନ୍ତି। ବିଶ୍ବାସନୀୟ ଏହି ନିର୍ବାଚନ ଐତିହାସିକ ଥିଲା।ଯାହାର ଫଳ ଇତିହାସ ରେ ଲିପିବଦ୍ଧ ହେଇଗଲା ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।