କରୋନା ଯୋଗୁ ଦୁନିଆ ସାରା ଲୋକ ଚିନ୍ତାରେ ଆଛନ୍ତି।ଏବେ ବି ଏହି ଭାଇରସ ର ପ୍ରଭାବ କମିବାର ନାଁ ଧରୁନି। ହେଲେବି ଭାରତ ସରକାର ପୂର୍ଣ୍ଣ ଭାବରେ ଲକଡାଉନ ଖୋଲି ଦେଇଛନ୍ତି। ଆମାଜନ ତରଫରୁ ବଲିଉଡ଼ ସେଲିବ୍ରେଟି ନିଜ ନିଜ କାମକୁ ଫେରିଆସିଛନ୍ତି।ଏବେ ସେଲିବ୍ରେଟି ମାନେ ସୋସିଆଲ ମିଡ଼ିଆ ରେ ବହୁତ ଆକ୍ଟିଭ୍ ରହୁଛନ୍ତି। ତାଙ୍କ ସହିତ ଜଡ଼ିତ କେତେ କାହାଣୀ, ଘଟଣା ଏବଂ ଫଟୋ ମଧ୍ୟ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି।ଏହା ମଧ୍ୟରେ ସାହାରୁଖ ଖାନ ଏବଂ କାଜଲ ଅଗ୍ରୱାଲ ଙ୍କ ର ଚଳଚ୍ଚିତ୍ର କୁଛ କୁଛ ହୋତାଏ ର ରିଲିଜ୍ କୁ ୨୨ବର୍ଷ ପୁରା ହୋଇଯାଇଛି। ଡାଇରେକ୍ଟର କରନ ଯୋହାରଙ୍କର ଏହି ଚଳଚ୍ଚିତ୍ର ୧୯୯୮ ମସିହାରେ ରିଲିଜ୍ ହୋଇଥିଲା। ଚଳଚ୍ଚିତ୍ର ରେ ସାହରୁକ୍ ଖାନ ଏବଂ କାଜଲ ଙ୍କ ସହିତ ରାନୀ ମୂର୍ଖାଜି ଥିଲେ। ଚଳଚ୍ଚିତ୍ର ରେ ରାନୀଙ୍କର କମ କାମ ଥିଲା। ତଥାପି ତାଙ୍କ ଅଭିନୟର ତାରିଫ କରାଯାଇଥିଲା। ଆସନ୍ତୁ ଆପଣ ମାନଙ୍କୁ ଏହି ଫିଲ୍ମ ରେ ଜଡ଼ିତ କିଛି କଥା କହିବୁ
ଚଳଚ୍ଚିତ୍ର ନିର୍ମାତା କରନ ଯୋହର ଏକ ସାକ୍ଷାତକାର ରେ କହିଥିଲେ କି ଫିଲ୍ମ “କୁଛ କୁଛ ହୋତାଏ ” ର ଗୀତ ହାଏ ହାଏ ରେ ଲଡକି ସୁଟିଙ୍ଗ ସମୟରେ କାଜଲ ସାଇକେଲ ରୁ ପଡିଯାଇ ଥିଲେ।ଦୁଇ ତିନି ଦିନ ପର୍ଯ୍ୟନ୍ତ ତାଙ୍କ ସ୍ମରଣ ଶକ୍ତି ଚାଲିଯାଇ ଥିଲା।
ସେ କହିଥିଲେ କି ମୋରିସସର୍ କୋକୋ ହୋଟେଲ ରେ ସେ ଏକ ଘରେ ଏକା ବସି କାନ୍ଦୁ ଥିଲେ ଏବଂ ତାଙ୍କର କଥାବାର୍ତ୍ତା ଯେବେ ଅଜୟ ଦେବଗନଙ୍କ ସହ କରେଇଲୁ ତାଙ୍କର ଧୀରେ ଧୀରେ ସ୍ମରଣ ଶକ୍ତି ଫେରି ଥିଲା। କିନ୍ତୁ କାଜଲ ସାଇକେଲ ରୁ ପଡ଼ିବା ସମୟରେ ମୁହଁମାଡି ହୋଇ ପଡ଼ିଥିଲେ,ଯାହା ହେଉ କିଛି ଅଘଟଣ ଘଟିନାହିଁ।
ଏହି ଚଳଚ୍ଚିତ୍ରରେ କରନ ଯୋହର ପ୍ରଥମଥର ପାଇଁ ଡାଇରେକ୍ଟର ହୋଇଥିଲେ। ଏହି ଚଳଚ୍ଚିତ୍ର ସଲମାନ୍ ଖାନ ମଧ୍ୟ କିଛି ସମୟ ପାଇଁ ନଜର ଆସିଥିଲେ। କରନ ସଲମାନ୍ ଖାନ କରିଥିବା ରୋଲ ପାଇଁ ବହୁତ କଳାକାରକୁ ପଚାରିଥିଲେ କିନ୍ତୁ ସେମାନେ ମନାକରି ଦେଇଥିଲେ। ଚନ୍ଦ୍ରଚୂତ ସିଂ ତ ବହୁତ ସମୟ ଅପେକ୍ଷା କରାଇଥିଲେ ଏବଂ ପରେ ମନା କରି ଦେଇଥିଲେ। ପରେ ଅମନ ମେହେରଙ୍କ ରୋଲ୍ ପାଇଁ ସଲମାନ୍ କୁ ବଛାଯାଇ ଥିଲା।
ବହୁତ କମ ଲୋକେ ହିଁ ଜାଣିଛନ୍ତି ୧୦କୋଟି ଟଙ୍କାର ତିଆରି ହୋଇଥିବା ଏହି ଚଳଚ୍ଚିତ୍ର ଟି ୧୦୦ କୋଟି ରୁ ଅଧିକ ଟଙ୍କା କମେଇ ଥିଲା। ହମ ଆପକେ ହେ କୋନ ଏବଂ ଦିଲ ୱାଲେ ଦୂଲ୍ହନିଆ ଲେ ଯାଏଙ୍ଗେ ସହିତ ସେ ସମୟରେ ଅଧିକ ଟଙ୍କା କମେଇବାର ଚଳଚ୍ଚିତ୍ରରେ ସାମିଲ ଥିଲା।
ଚଳଚ୍ଚିତ୍ରରେ ଟିନାଙ୍କ ରୋଲ୍ ପାଇଁ ପ୍ରଥମେ ଟୁଇଙ୍କିଲ ଖାନ୍ନା ଙ୍କୁ ନିଆଯାଇଥିଲା।ଟୁଇଙ୍କିଲ ୧୧ଦିନ କାମ କରିବା ପରେ ଚଳଚ୍ଚିତ୍ର ଟିକୁ ଛାଡ଼ିଦେଇ ଥିଲେ। ଏହି ଚଳଚ୍ଚିତ୍ର ପରେ ରାନୀ ରାତା ରାତି ସୁପରଷ୍ଟାର ବନିଯାଇଥିଲେ।
କାଜଲ, ସାହାରୁଖ୍ ଏବଂ ରାନିଙ୍କର ଏହି ଚଳଚ୍ଚିତ୍ର ପାଇଁ ଆଜିବି ମନରେ ଅଛନ୍ତି। କରନ ଯୋହରଙ୍କର ନିର୍ଦ୍ଦେଶନାରେ ବନାଯାଇଥିବା ଏହି ଚଳଚ୍ଚିତ୍ର ଟି ଲୋକ ପ୍ରିୟ ଚଳଚ୍ଚିତ୍ର ମଧ୍ୟରୁ ଗୋଟେ।
କାଜଲ ଙ୍କ ପୂର୍ବରୁ ଅଞ୍ଜଳୀଙ୍କ ରୋଲ୍ ପାଇଁ ଯୁହି ଚାୱଲା ଙ୍କୁ ଦିଆଯାଇଥିଲା। ଚଳଚ୍ଚିତ୍ର ର ଟାଇଟେଲ ତୁଗଲ ହଂସରାଜ କିନ୍ତୁ ଏହି ଟାଇଟଲ ଟି ଜାଭେଦ ଅକତରଙ୍କୁ ପସନ୍ଦ ଆସିନଥିଲା। ଏବଂ ସେ ଏହି ଚଳଚ୍ଚିତ୍ର ର ଗୀତ ଲେଖିବା ପାଇଁ ମନ କରିଦେଇଥିଲେ।
ଚଳଚ୍ଚିତ୍ର ଟି ସୁଟିଙ୍ଗ ହେବା ସମୟରେ ରାନୀ ମୂର୍ଖାଜୀ ଙ୍କ ବୟସ ଜମା ୧୯ବର୍ଷ ଥିଲା। ରାନୀଙ୍କ କଥା ଭାରି ହେବା କାରଣରୁ କରନ ଚାହୁଁଥିଲେ କି ତାଙ୍କ ସ୍ବର ନକଲ୍ ହେଉ କିନ୍ତୁ ଏପରି ହୋଇନଥିଲା। ଚଳଚ୍ଚିତ୍ର ରେ ରାନୀ ନିଜେ ଡାଇଲକ କହିନଥିଲେ।
କହିଦେଉଛୁ କି ଏହି ଚଳଚ୍ଚିତ୍ରର ଗୀତ “କୋଇ ମିଲ ଗୟା” ର ସୁଟିଙ୍ଗ ପାଇଁ ୫୫୦୦ ଟଙ୍କାର ଟି ସାର୍ଟ ସହାରୁଖ୍ ଙ୍କ ପାଇଁ କିଣାଯାଇ ଥିଲା। ଏହି ଟି ଶାର୍ଟ ଟି ଏତେ ଟାଇଟ ଥିଲା ଯେ ସେ ଏହାକୁ ପିନ୍ଧିବା ପାଇଁ ରାଜି ହୋଇନଥଲେ ହେଲେବି, କରନ ଙ୍କ ର କଥା ମାନି ସେ ପିନ୍ଧି ଦେଇ ଥିଲେ।
ଏହି ଚଳଚ୍ଚିତ୍ରରେ କୁନି କଳାକାର ଭାବେ ସନା ସଇଦ ଏବଂ ପର୍ଯ୍ୟନ ଦସ୍ତୁର ଅଭିନୟ କରିଥିଲେ। ଚଳଚ୍ଚିତ୍ରରେ ପର୍ଯ୍ୟନଙ୍କ ର କେବଳ ଗୋଟେ ଡାଇଲକ ଥିଲା ଯାହାକୁ ସେ ନିଜ ସ୍ଵରରେ କହିନଥିଲେ। ଏହି ସ୍ବର ଟି ଶିଶୁ କଳାକାର କୈବଲ୍ୟ ଚଢା ଙ୍କ ର ଥିଲା।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।