ରବୀନ୍ଦ୍ର ଜାଡେଜା ଙ୍କ ପତ୍ନୀ ବହୁତ ସୁନ୍ଦର କିନ୍ତୁ ସେମାନଙ୍କ ଏହି ଫୋଟ ଗୁଡିକ ବିବାଦ ସୃଷ୍ଟି କରିଥିଲା ।

କ୍ରିକେଟ୍ ଜଗତର ରବିନ୍ଦ୍ର ଜାଡେଜା ଜଣେ ଅତିପରିଚି ବ୍ୟକ୍ତି ତାଙ୍କର କୌଣସି ପରିଚୟ ର ଅବଶ୍ୟକତା ନାହିଁ । ଦୁନିଆର ସବୁଠାରୁ ପ୍ରତିଭାଶାଳୀ ଅଲରାଉଣ୍ଡରଙ୍କ ମଧ୍ୟରେ ରବିନ୍ଦ୍ର ଜାଡେଜା ଙ୍କ ନା ମଧ୍ୟ୍ୟ ଆସିଥାଏ । ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ହେଉଛନ୍ତି ରିବାବା ସୋଲଙ୍କି ଦୁହେଁ 2016,ଏପ୍ରିଲ 17 ରେ, ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ଏଠାରେ ଆମେ ଆପଣଙ୍କୁ କହିରଖୁଛୁ କି, ରାଜକୋଟ୍ର ର ଜଣେ ବଡ କଣ୍ଟ୍ରାକ୍ଟର ହରଦେବ ସିଂ ସୋଲାଙ୍କିଙ୍କ ଝିଅ ହେଉଛନ୍ତି ରିବାବା ସୋଲାଙ୍କି ।

ତାଙ୍କ ପିତା ଜଣେ କୋଟିପତି ବ୍ୟବସାୟୀ ଅଟନ୍ତି, ଏଥି ସହିତ ତାଙ୍କର ଦୁଇଟି ଘରୋଇ ବିଦ୍ୟାଳୟ ଏବଂ ଏକ ହୋଟେଲ ମଧ୍ୟ ଅଛି ।ରିବାବା ସୋଲାଙ୍କି ଏକ ରାଜନୈତିକ ପରିବାରର ଅଟନ୍ତି । ରିବାବାଙ୍କ କାକା ହରି ସିଂ ସୋଲାଙ୍କି ଗୁଜୁରାଟ କଂଗ୍ରେସର ଜଣେ ପ୍ରମୁଖ ନେତା ଭାବରେ ପରିଚୟ ଅଛି। ରିବାବାଙ୍କ ମାତା ପ୍ରଫୁଲ୍ଲା ରାଜକୋଟରେ ରେଳବାଇରେ ସେବା କରୁଛନ୍ତି।

ରିବାବା ସୋଲାଙ୍କି ମଧ୍ୟ ରାଜନୀତିରୁ ଦୂରେଇ ରହିପାରି ନାହାଁନ୍ତି। ସେ ଭାରତୀୟ ଜନତା ପାର୍ଟି ସଦସ୍ୟତାରେ ଯୋଗ ଦେଇଛନ୍ତି। ରେବାବା ତାଙ୍କ ପିତା ମାତାଙ୍କର ଏକମାତ୍ର ଝିଅ ହୋଇଥିବା ବେଳେ, ରିବାବା ମେକାନିକାଲ୍ ଇଞ୍ଜିନିୟରିଂ ଅଧ୍ୟୟନ କରିଛନ୍ତି । ସେ ଆଇଏଏସ୍ ହେବାର ସ୍ୱପ୍ନ ଦେଖୁଥିଲେ । ରିବାବା ଆଇଏଏସ୍ ହେବା ପାଇଁ UPSC ମଧ୍ୟ ପ୍ରସ୍ତୁତ କରୁଥିଲେ ।

ରିବାବାଙ୍କ ପରିବାର ରାଜକୋଟର କାଲାଭଡ ରୋଡ ସ୍ଥିତ ସରିତା ବିହାର ସୋସାଇଟିରେ ରୁହନ୍ତି।ଯେତେବେଳେ ରବିନ୍ଦ୍ର ଜାଡେଜା ରିବାବା ସୋଲାଙ୍କି ଙ୍କୁ ବିବାହ କରିନଥିଲେ ତାହା ପୂର୍ବରୁ ହିଁ ତାଙ୍କୁ ରିବାବାଙ୍କ ପିତା ପାଖା ପାଖି ଏକ କୋଟି ଟଙ୍କାର ଏକ ଅଡି Q7 କାର ଉପହାରରେ ଦେଇଥିଲେ । ରବିନ୍ଦ୍ର ଜାଡେଜାଙ୍କୁ ଉପହାର ରେ ମିଳିଥିବା ଏହି କାର ଦୀର୍ଘ ସମୟ ପର୍ଯ୍ୟନ୍ତ ଚର୍ଚ୍ଚା ରେ ଥିଲା । ବହୁତ ହିଁ ସୁନ୍ଦର ଭବ୍ୟପୂର୍ଣ ସମାରୋହ ମଧ୍ୟରେ ତିନି ଦିନ ପର୍ଯ୍ୟନ୍ତ ବିବାହର ସମାରୋହ ଚାଲୁ ରହିଥିଲା । ଏବଂ ଏହି ବିବାହ ରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।

ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ସୋଲାଙ୍କିଙ୍କ ସହ ବିବାଦ ଘେରକୁ ମଧ୍ୟ ଆସିଛନ୍ତି। ଥରେ ସେ ନିଜର ବିଏମଡବ୍ଲୁ କାର ନେଇ ଗୁଜୁରାଟର ଜାମନଗରର କୌଣସି ଏକ ସ୍ଥାନକୁ ଯାଉଥିଲେ। ଯିବା ସମୟରେ ସେ ଜଣେ ପୋଲିସର ବାଇକକୁ ଧକ୍କା ଦେଇଥିଲେ। ଏହି ଘଟଣା ଟି ବହୁତ ବଡ଼ ଚର୍ଚ୍ଚାର ବିଷୟ ହୋଇଥିଲା କାରଣ ରିବାବା ସୋଲଙ୍କି ପୋଲିସ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ ଯେ ସେ ତାଙ୍କ ସହିତ ଅଶ୍ଳୀଳ ବ୍ୟବହାର କରିଥିଲେ ଏବଂ କେଶକୁ ଟାଣି ଚାପୁଡା ମାରିବା କହିଥିଲେ ।

କୁହାଯାଏ କି ଏହି ସମୟରେ କାରରେ ରବିନ୍ଦ୍ର ଜାଡେଜାଙ୍କ ମା ଏବଂ ଏକ ଛୋଟ ପିଲା ମଧ୍ୟ ଥିଲେ। ଏହି ମାମଲାଟି ବହୁତ ବଡ ଧରଣର ଥିଲା ​​।ପରେ ଗଣ୍ଡଗୋଳ କରିଥିବା ପୋଲିସ କନଷ୍ଟେବଳ ସଞ୍ଜୟ ଅହିରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଏବଂ ପରେ ସଂଜୟ ଗିରଫ ମଧ୍ୟ ହୋଇଥିଲେ ।

ଆଉ ଏକ ବିବାଦରେ ମଧ୍ୟ ରିବାବା ସୋଲାଙ୍କିଙ୍କ ନାମ ଜଡିତ ଅଛି । ଗିରି ଜଙ୍ଗଲ ରେ ନିଜ ସ୍ୱାମୀ ରବିନ୍ଦ୍ର ଜାଡେଜାଙ୍କ ସହ ତାଙ୍କ ପତ୍ନୀ ରେବାବା ସୋଲାଙ୍କି ଏକ ଫୋଟ ଉତ୍ତଳନ କରୁଥିବା ସମୟରେ ପଛରେ ଏକ ବାଘ ନଜର ଆସିଥିଲା । 2016 ରେ ଏହି ଫଟୋ ଭାଇରାଲ ହେବା ପରେ ଏକ ବଡ ବିବାଦ ସୃଷ୍ଟି ହୋଇଥିଲା ।

ପୂର୍ବ ବର୍ଷ ଜୁଲାଇ ମାସରେ ରବିନ୍ଦ୍ର ଜାଡେଜା ଏବଂ ରିବାବା ସୋଲାଙ୍କି ଙ୍କ କୋଳରେ ଏକ କନ୍ୟା ସନ୍ତାନ ଜନ୍ମ ନେଇଛି, ତାଙ୍କ କନ୍ୟା ର ନାମ ରଖିଛନ୍ତି, ନିଧ୍ୟାନା ଝିଅ ଜନ୍ମ ହେବା ସୋସିଆଲ ମିଡିଆରେ ତାଙ୍କ ଫୋଟ ସେୟାର କରିଥିଲେ, ଯାହା ଉପରେ ଶୁଭେଚ୍ଛା ଏବଂ ଅଭିନ୍ଦନ ର ବର୍ଷା ହୋଇଥିଲା । ରବିନ୍ଦ୍ର ଜାଡେଜା ରିବାବା ସୋଲାଙ୍କିଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କ ପତ୍ନୀଙ୍କୁ ଖୁସୀ କରିବା ପାଇଁ ସେ କୌଣସି ବି ମୋଉକା ହାତ ଛଡା କରନ୍ତି ନାହିଁ ।ପ୍ରତ୍ୟେକ ସମୟରେ ସୋସିଆଲ ମିଡିଆରେ ଦୁହିଙ୍କ ଫଟୋ ପ୍ରାୟତ ଦେଖିବାକୁ ମିଳେ।

Leave a Reply

Your email address will not be published. Required fields are marked *