ରାସ୍ତା ମଝିରେ କାର ଚକରେ ଫସିଗଲା ୧୦ ଫୁଟ ଲମ୍ବାର ଅଜଗର, ଭାଇରାଲ ହେଲା ଭିଡ଼ିଓ

ସୋମବାର ଦିନ ମୁମ୍ବାଇରେ ଉଦ୍ଧାରକାରୀ ଦଳ ଏକ କର ଛକରେ ଓଆସି ରହିଥିବା ୧୦ ଫୁଟ ଲମ୍ବର ଅଜଗରକୁ ଉଦ୍ଧାର କରିଛନ୍ତି। ଏହି ଅବସରରେ ଉଦ୍ଧାର କରୁଥିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ବାସ୍ତବରେ, ଭାଇରଲ ଭବାନୀ ଏହାକୁ ନିଜ ଇନଷ୍ଟାଗ୍ରାମ ପେଜରେ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି। ଭିଡିଓରେ ନଜର ଆସୁଛି ଯେ, ଏକ ଲମ୍ୱା ଅଜଗର ଗୋଟିଏ କାରର ଚକ ତଳେ ପହଞ୍ଚି ଯାଇଛି ଏବଂ ଭୁଲରେ କାରର ଚକ ଭିତରେ ଫସି ରହି ଯାଇଛି। ଏହି ମାମଲା ମୁମ୍ବାଇର ଇଷ୍ଟର୍ନ ଏକ୍ସପ୍ରେସ ୱେର ଅଟେ।

ଘଟଣାର ସୂଚନା ମିଳିବା ମାତ୍ରେ ଉଦ୍ଧାରକାରୀଙ୍କର ଏକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ କର ଚକରେ ଫସି ରହିଥିବା ଅଜଗରର ଉଦ୍ଧାର କରିଥିଲେ। କାରକୁ ରାଜମାର୍ଗରେ ଏକ ପାର୍ଶ୍ଵରେ ପାର୍କ କରାଯାଇଥିଲା। ଏହି ଅବସରରେ ଟ୍ରାଫିକ ପୂର୍ଣ୍ଣ ରୂପରେ ଜାମ ହୋଇଯାଇଥିଲା। ଲୋକମାନେ ଅଜଗରଟିକୁ ଦେଖିବା ପାଇଁ ବହୁତ ଉତ୍ସୁକ ଥିଲେ।

ସୂଚନା ମୁତାବକ, ଏହି ଅଜଗର ଯେତେବେଳେ ଇଷ୍ଟର୍ନ ଏକ୍ସପ୍ରେସ ଉପରେ ସୋମେୟା ପଡିଆ ଆଡକୁ ଆସିଥିଲା ଏବଂ ସଡକ ଉପରେ ଠିଆ ହୋଇଥିବା କାରର ଚକରେ ପଶି ଯାଇଥିଲା। କାର ଚାଳକଙ୍କୁ ଏହାର ଯେତେବେଳେ ସନ୍ଧାନ ମିଳିଥିଲା ସେ ମଝି ରାସ୍ତାରେ ହିଁ କାର ଠିଆ କରି ବାହାରକୁ ବାହାରି ଯାଇଥିଲେ।

ଅଜଗରକୁ ଧରିବାରେ ଉଦ୍ଧାର କର୍ମୀଙ୍କୁ ପାଖାପାଖି ଅଧା ଘଣ୍ଟାର ସମୟ ଲାଗିଥିଲା। ବର୍ତ୍ତମାନ ଅଜଗରଟି ଗୋଟିଏ ବୁରାରେ ରଖି ବନ ବିଭାଗର କାର୍ଯ୍ୟାଳୟକୁ ନିଆଯାଇଥିଲା।

ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *