ଯେତେବେଳେ କୌଣସି ଗ୍ରହ ର ଦଶ ଦିଶା ରେ ଅଦଳ ବଦଳ ହୋଇଥାଏ। ତେବେ ନିଃଚିତ ଭାବରେ ତାର ପ୍ରଭାବ ମନୁଷ୍ୟ ର ଜୀବନ ଉପରେ ପଡିଥାଏ। କିନ୍ତୁ ଆମେ ଏହି ପ୍ରଭାବ କୁ ବୁଝି ପାରିନଥାଉ। ଯାହା ଫଳ ରେ ଆମ ସହିତ କିଛି ଘଟଣା ଘଟିଯାଇଥାଏ। କିନ୍ତୁ ଆମେ ଆପଣଙ୍କୁ ଏଠି କହିଦଉଛୁ ଯେ ପ୍ରତ୍ୟକ ଗ୍ରହ ର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ। ଆଜି ଆମେ ଆପଣଙ୍କୁ ଶନିଗ୍ରହ ର ପ୍ରଭାବ ବିଷୟ ରେ କହିବାକୁ ଯାଉଛୁ। ଆମ ହିନ୍ଦୁ ଧର୍ମ ରେ ନ୍ୟାୟ ର ଦେବତା ବୋଲି କୁହାଯାୟ।
ଶନିଦେବ ଯେତେବେଳେ କାହାର ଉପରେ ଖୁସି ହୁଅନ୍ତି ତେବେ ସେହି ମନୁଷ୍ୟ ର ସମୟ ବହୁତ ଅଧିକ ଭଲ ହେବା ଆରମ୍ଭ ହୋଇଯାଏ। ଶନିଦେବ ଙ୍କର ପ୍ରକୋପ ଯେତେ ଅଧିକ ପଡିଥାଏ। ତାହା ଠାରୁ ଅଧୀକ ସେହି ଲୋକମାନ ଙ୍କୁ ଖୁସି ଦେଇଥାନ୍ତି। ଶନି ଭଗବାନ କାହାର ଶତ୍ରୁ ନୁହଁନ୍ତି ବଂର ମିତ୍ର ଅଟନ୍ତି। ଶନିଦେବ ଜଣେ ନ୍ୟୟ ପିୟ ଗ୍ରହ ଅଟନ୍ତି। ଯିଏ କି ପ୍ରତ୍ୟକ ପ୍ରାଣୀ ସହ ନ୍ୟୟ କରନ୍ତି। କିନ୍ତୁ ଯେଉଁ ଲୋକମାନେ ଅନୈତିକ ଓ ଭୁଲ କାମ କରନ୍ତି ସେମାନଙ୍କୁ ଭଗବାନ ଶନି ଙ୍କର ଦଣ୍ଡ ଭୋଗିବାକୁ ପଡିଥାଏ।
ଆପଣଙ୍କୁ କହିଦଉଛୁ ଯେ ଯେତେବେଳେ ଶନିଦେବ ନିଜର ଚଳନ ବଦଳାନ୍ତି ତେବେ ସେ ରାଶି ମାନଙ୍କ ଅନୁସାରେ କାହାର ଉପରେ ଭାରି ପଡନ୍ତି ତ କାହାରି ଉପରେ ବହୁତ ଖୁସି ହୁଅନ୍ତି। ଏମିତି ତ ସବୁ ୧୨ ରାଶି ମାନଙ୍କ ଉପରେ ଶନିଦେବଙ୍କର ପ୍ରଭାବ ରହିଥାଏ। କିନ୍ତୁ ଏହି ମାସ ରେ ଜ୍ୟୋତିଷ ଙ୍କ ଅନୁସାରେ ଏମିତି କିଛି ରାଶି ରହିଛି ଯାହର ଉପରେ ଭଗବାନ ଶନି ଙ୍କର ଆଗାମୀ ୨୧ ବର୍ଷ ପର୍ଯ୍ୟନ୍ତ ଅତ୍ୟନ୍ତ ଖୁସି ପୂଣ୍ଣ ରହିବେ ବୋଲି କୁହାଯାଇଛି। ତେବେ ଆସନ୍ତୁ ଜାଣିବା ସେହି ରାଶି କ’ଣ ।
ମେଷ ରାଶି:
ଏହି ରାଶି ର ଲୋକମାନେ ବହୁତ ଖୁସି ରେ ରହିବେ ତେବେ ଏହି ରାଶି ର ଲୋକମାନେ କୌଣସି ଚିନ୍ତା କରିବା ଆବଶ୍ୟକ ନାହିଁ। ଏହି ରାଶି ଉପରେ ଭଗବାନ ଶନିଦେବ ଙ୍କର ଅସୀମ କୃପା ହେବ ଏବଂ ଏହା ପୁଣି ସମ୍ପୂର୍ଣ ୨୧ ବର୍ଷ ପର୍ଯ୍ୟନ୍ତ । ଏହାର ମଝିରେ ଏହି ରାଶି ର ଲୋକମାନଙ୍କୁ ଧନ କୌଣସି ଅଭାବ ରହିବନି। ଏମାନଙ୍କର ସବୁ ମନସକାମନା ଭଗବାନ ଶନିଦେବ ପୂର୍ଣ୍ଣ କରିବେ। କିନ୍ତୁ ଏଥୀରେ ଗୋଟିଏ ର୍ସତ ଯେ ଏବଂ ତାହା ହେଉଛି ଭଗବାନ ଶନିଦେବ ଙ୍କ ଉପରେ ସମ୍ପୂର୍ଣ ଭରସା ଓ ବିଶ୍ବାସ କରିବା ନିହାତି ଦରକାର।
ସିଂହ ରାଶି:

ଶନିଦେବ ଙ୍କର କୃପା ଏହି ରାଶି ଉପରେ ମଧ୍ୟ ବର୍ଷୀବ ଏବଂ ଏମାନଙ୍କ ଭିତରେ କୌଣସି ଆତ୍ମବିଶ୍ବାସ ର ଅଭାବ ଆଉ ରହିବ ନାହିଁ। ଏମାନଙ୍କର ସବୁ ମନସକାମନା ଭଗବାନ ଶନିଦେବ ଙ୍କର ଦ୍ବାରା ପୁରଣ ହେବ। କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ ଯେ ଆପଣଙ୍କୁ ସମ୍ପୂର୍ଣ ପରିଶ୍ରମ ଏବଂ ନିଜର ମନ ଧ୍ୟାନ ଦେଇ ନିଜର କାର୍ଯ୍ୟ ଉପରେ ଧ୍ୟାନ ଦେବା ନିହାତି ଦରକାର।
କନ୍ୟା ରାଶି:

ଆପଣଙ୍କର ଉଧାର ମଧ୍ୟ ଶନିଦେବ କରିବେ। କିନ୍ତୁୁ ଗୋଟିଏ ର୍ସତ ରହିଛି ଯେ ନିଜର ସମୟ ନିଜର ଜୀବନ ସାଥୀ ସାଥୀରେ କାଟିବାକୁ ପଡିବ। ତେବେ ଯାଇ ଶନିଦେବଙ୍କ କୃପା ଦ୍ବାରା ଆପଣଙ୍କର ସାରା ଜୀବନ ସୁଖମୟ ହେବ। ଏବଂ ଆପଣଙ୍କର ସବୁ ଅଟକି ରହିଥୀବା କାର୍ଯ୍ୟ ପୂରଣ ହୋଇଯିବ । ଯଦି ଆପଣଙ୍କର ବିବାହ ହୋଇ ନାହିଁ ତେବେ ଆପଣ ଆପଣଙ୍କର ପିତା ମାତା ଙ୍କ ସହ ସମୟ ବିତାନ୍ତୁ ।
ତୁଳା ରାଶି:

ସଫଳତା ଆପଣଙ୍କ କବାଟ ସାମ୍ମନା ରେ ଛିଡା ହୋଇଛି। ଆପଣଙ୍କୁ କେବଳ ଏତିକି କରବାକୁୁ ପଡିବ ଯେ ଆପଣଙ୍କୁ ଝିନ୍ ଝଟ ବା କଳି ଝଗଡା ଠାରୁ ଦୂରେଇ ରୁହନ୍ତୁ। ତେବେ ଯାଇ ଆପଣଙ୍କ ପରିବାର ଓ ଘରେ ସୁଖ ଶାନ୍ତି ଲାଗି ରହିବ। ଶନିଦେବ ଙ୍କ କୃପା ରୁ ସବୁ ବ୍ୟର୍ଥ କାର୍ଯ୍ୟ ରୁ ନିବୃତ ହୋଇ ନିଜର କାର୍ଯ୍ୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଶନିଦେବ ଙ୍କ କୃପା ରୁ ସମ୍ପୁଣ୍ଣ ୨୧ ବର୍ଷ ପର୍ଯ୍ୟନ୍ତ ସୁଖ ଲାଗି ରହିବ ।
ର୍କକଟ ରାଶି:
ଏହି ରାଶ ଉପରେ ଶନିଦେବ ବହୁତ ଖୁସି ରେ ରହିବେ। ଏମାନଙ୍କୁ ଚିନ୍ତା କରିିବାର କୌଣସି ଆବଶ୍ୟକତା ନାହିଁ। ଏହି ରାଶି ଉପରେ ଶନିଦେବ ଙ୍କର କୃପା ଅସୀମ ରହିବ ଏବଂ ତାହା ପୁଣି ସମ୍ପୂର୍ଣ ୨୧ ବର୍ଷ ପର୍ଯ୍ୟନ୍ତ। ଏହି ରାଶି ର ଲୋକମାନ ଙ୍କୁ ମଝିରେ ମଝିରେ ଧନ ଅଭାବ ରହିବ ନାହିଁ ଏବଂ ଅଟକି ରହିଥୀବା ସବୁ କାର୍ଯ୍ୟ ସୋର ରେ ଆରମ୍ଭ ହେବ।
କୁମ୍ଭ ରାଶି:

ଶନିଦେବଙ୍କର କୃପା ରୁ ଆପଣଙ୍କ ଜୀବନ ସାଥୀ ସହିତ ସମ୍ପର୍କ ବହୁତ ମଜବୁତ ରହିବ। ଏହି ବର୍ଷ ଆପଣ ନୂଆ ବାହନ କିନିବାକୁ ମନ ବଳାଇ ପାରନ୍ତି। ଏବଂ ଏହି ବର୍ଷ ଧାର୍ମୀକ ଯାତ୍ରା ର ମଧ୍ୟ ଯୋର ରହିଛି। ଭଗବାନ ଶନିଦେବ ଙ୍କ କୃପା ରୁ ଆପଣଙ୍କ ଘର ଉପରେ ସର୍ବଦା ସୁଖ , ଶାନ୍ତି ଓ ସମୃଧୀ ଲାଗିରହିବ।
ଶନି ଦେବଙ୍କ ଆଶ୍ରିବାଦ ଲାଭ କରିବାକୁ ହୃଦୟରୁ ଲାଇକ ଓ ଶେୟାର କରିଦିଅନ୍ତୁ ଏବଂ କମେନ୍ଟ ରେ ଲେଖି ଦିଅନ୍ତୁ “ଜୟ ଶନି ଦେବ”