ଶାହରୁଖ ଖାନଙ୍କ ଲlଡଲି ଏବେ ସହିପାରୁନାହାନ୍ତି ୟାଙ୍କ ଠାରୁ ଦୂରରେ ରହି, ମନେପକେଇ ସୁହାନାଙ୍କର ହେଲା ଏମିତି ଅବସ୍ଥା, ତାଙ୍କର ମନ ବହୁତ ଦୁଃଖ

ମୁମ୍ବାଇ କରୋନା ପାଇଁ ଦୁନିଆଯାକ ହାହାକାର ହୋଇପଡିଛି | ପ୍ରତିଦିନ ଏହି ଭାଇରସ କବଳରେ ହଜାରେ ଲୋକ ଆସୁଛନ୍ତି ଆଉ ବହୁତ ଲୋକ ମରଣ ମୁହଁକୁ ବି ଯାଇସାରିଲାଣି | ଭାରତରେ ଲୋକଙ୍କ ସୁବିଧାକୁ ଦେଖି ସରକାର ଏବେ ସମ୍ପୂର୍ଣ ଭାବେ ଅନଲକ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି | ସବୁଲୋକଙ୍କ ବଳି ସେଲିବ୍ରିଟମାନେ ନିଜ ନିଜ କାମକୁ ଆସିଗଲେଣି |

ଏହି ସମୟରେ ସେଲିବ୍ରିଟିମାନେ ସୋସିଆଲ ମେଡିଆ ରେ ସବୁବେଳେ ଆକ୍ଟିଭ ରହୁଛନ୍ତି | ଜଣେଇବାକୁ ଚାଁହୁଛି ଶାହରୁଖଙ୍କ ଝିଅ ସୁହାନା ଖାନ ଏବେ ମୁମ୍ବାଇରେ ଅଛନ୍ତି ଆଉ ସେ ଏବେ ସୋସିଆଲ ମେଡିଆ ସବୁବେଳେ ଆକ୍ଟିଭ ଅଛନ୍ତି | ସେ ତାଙ୍କ ପୋଷ୍ଟ ରେ ସବୁବେଳେ ଖୁସିରେ ଥିବାର ନଜର ଆସନ୍ତି | କିନ୍ତୁ ଏବେ ସେ ଏକ ପୋଷ୍ଟ କରିଛନ୍ତି ତାଙ୍କ ବନ୍ଧୁମାନଙ୍କୁ ବହୁତ ମନେପକୋଉଛନ୍ତି |

ସୁହାନା ଫିଲ୍ମ ଜଗତରୁ ଦୂରରେ ଥିଲେ ମଧ୍ୟ ସେ ତାଙ୍କ ଷ୍ଟାଇଲ ଆଉ ଚଏହାଗେର ପାଇଁ ସବୁବେଳେ ଚର୍ଚାରେ ରହିଛନ୍ତି | ଷ୍ଟାର ପିଲାମାନଙ୍କ ମଧ୍ୟରୁ ସୁହାନାଙ୍କୁ ବହୁତ ଲୋକଙ୍କ ପସନ୍ଦ କରନ୍ତି |

ସୁହାନା ଏବେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି ଯେ ସେ ପୁଣି ଖୁସି ଅଛନ୍ତି | ସେ instagram ରେ ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ତାଙ୍କ ବନ୍ଧୁମାନଙ୍କ ସହ ଦେଖା ଯାଉଛନ୍ତି | ସେ ଏକ କ୍ୟାପ୍ସନରେ ଲେଖିଛନ୍ତି ମିସିଙ୍ଗ ,ଦୁଖଵାଲା ଇମୋଜୀ ଦେଇଛନ୍ତି |

ଏମିତିରେ ସୁହାନାଙ୍କ ଏକ୍ସପ୍ରେସନ ଦେଖିକି ଲାଗୁଚି ବହୁତ ଜଲ୍ଦି ବଡ ପରଦାକୁ ଆସିବାକୁ ପ୍ରସ୍ତୁତ ହେଉଛନ୍ତି | ସୁହାନା ଏକ ସର୍ଟ ଫିଲ୍ମ ” ଦ ଗ୍ରେ ପାର୍ଟ ଅଫ ବ୍ଲୁ ରେ କାମ କରିଛନ୍ତି | ସେଥିରେ ସେ ବହୁତ ସୁନ୍ଦେର ଅଭିନୟ କରିଛନ୍ତି |

ସୁହାନା ବି ତାଙ୍କ ବାପା ଶାହରୁଖଙ୍କ ବଳି ଆକ୍ଟିଙ୍ଗ ଫିଲଡ ରେ ତାଙ୍କ କ୍ୟାରିଅର କରିବାକୁ ଚାଁହୁଛନ୍ତି | ସେ ସ୍କୁଲ ରେ ବହୁତ ପ୍ଳେଜରେ ଭାଗ ନେଇଛନ୍ତି |

ସୁହାନାଙ୍କୁ ଡ୍ୟାନ୍ସ ଏବଂ ସ୍ପୋଡ୍ସ ବହୁତ ପସନ୍ଦ | ସେ ବହୁତ ସ୍ପୋଡ୍ସ ଇଭେଣ୍ଟ ରେ ସାମିଲ ରହିଛନ୍ତି | ବାପା ଶାହରୁଖ ଚାଁହୁଛନ୍ତି ସେ ଏକ ଭଲ ଡ୍ୟାନ୍ସର ବନାନ୍ତୁ ଆଉ ଦୁନିଆରେ ତାଙ୍କ ନାମ ଉଚରେ ରଖନ୍ତୁ |

ଶାହରୁଖ କିଛି ବର୍ଷ ପୂର୍ବେ ଗୋଟିଏ ଫେମସ ମାଗାଜିନ ଫେମିନା ରେ ଇଣ୍ଟରଭିଉ ରେ କହିଛନ୍ତି ତାଙ୍କ ଝିଅକୁ ଯୋଉ ପୁଅ ଡେଟ ରେ ନେବାକୁ ଚାଁହୁଛନ୍ତି ସେ ତାଙ୍କ ପାଇଁ କେତେ ଗୁଡିଏ ସାର୍ଟ ରଖିଛନ୍ତି | ଶାହରୁଖ ଚାଁହୁଛନ୍ତି ତାଙ୍କ ଝିଅ ଜୀବନରେ ଗୋଟିଏ ଭଲ ପିଲା ଆସୁ |

ଅଗଷ୍ଟ ୨୦୧୮ ରେ ୧୮ ବର୍ଷର ସୁହାନା ଗୋଟିଏ ମାଗାଜିନରେ ଡେବ୍ୟୁ କରିଛନ୍ତି | ସେ ଗ୍ଲାମର ମାଗାଜିନର ଫ୍ରଣ୍ଟ ପେଜ ରେ ଗ୍ଲାମର ଅବତାର ରେ ଦେଖାଯାଇଛନ୍ତି | ନିଜେ ଶାହରୁଖ ମାଗାଜିନra କଭର ପେଜ ଲଞ୍ଚ କରିଛନ୍ତି |

Leave a Reply

Your email address will not be published. Required fields are marked *