ବଲିଉଡ ଡ୍ରଗ୍ସ ମାମଲାରେ ଏନସିବି ବଡ଼ ଖୁଲାସ କରିଛି। ଦୈନିକ ଭାସ୍କର ଙ୍କ ଅନୁସାରେ ଏନସିବି ର ପଚରା ଉଚରା ରେ ଡ୍ରଗ୍ରସ୍ ବିକାଳୀ ବଲିଉଡ ର ଚାରି ଜଣ ହିରୋ ଙ୍କ ନାମ ମଧ୍ୟ ନେଇଛି। ଏମାନେ ହେଲେ ଶାହରୁଖ ଖାନ, ରଣବୀର କପୂର ଅର୍ଜୁନ ରାମପାଲ ଓ ଡିନୋ ମୋରିୟା। ବଡ଼ ଖବର ଏହା କି ଅର୍ଜୁନ ରାମପାଲ ଶାହରୁଖ ଙ୍କୁ ଡ୍ରଗସ୍ ସପ୍ଲାଏ କରନ୍ତି। ଏବେଯାଏଁ ଖାଲି ହିରୋଇନ ମାନଙ୍କ ନାମ ଆସୁଥିଲା। ପ୍ରଥମ ଥର ବଡ଼ ବଡ଼ ହିରୋ ମଧ୍ୟ ଦେଖା ଯାଉଛନ୍ତି। ଯାହା ପରେ କେଉଁଠି ନା କେଉଁଠି ପୁରା ବଲିଉଡ ରେ ହଙ୍ଗାମା କରୁଛି।
ଏନସିବି ର ଜଣେ ଅଧିକାରୀ ନିଜର ନାମ ନ ଛପାଇବା ପାଇଁ ସର୍ତ୍ତ ରଖି ବଲିଉଡ ର ବଡ଼ ବଡ଼ ନା ସବୁ ଖୁଲାସ କରିଛି। ଦୁଇଦିନ ହେବ ମିଡିଆ ରେ ନାମ ତ ଆସୁନଥିଲା, ତା ବଦଳରେ ଖାଲି ‘A’, ‘D’, ‘R’ ଓ ‘S’ର କୋଡ଼ ନା କୁହାଯାଉଥିଲା। ଏବେ ଏହା ଜଣାପଡିଛି କି A ରେ ଅର୍ଜୁନ ରାମପାଲ,D ରେ ଡିନୋ ମୋରୀୟା,R ରେ ରଣବୀର କପୂର ଓ S ରେ ଶାହରୁଖ ଖାନ ଙ୍କ ନାମ। ଏନସିବି ଅଧିକାରୀ କହିଛି କି ଡ୍ରଗସ୍ ବିକାଳୀ ର ସୋର୍ସ କହିଛିି କି ଅର୍ଜୁନ ରାମପାଲ ଶାହରୁଖ ଙ୍କୁ ଡ୍ରଗସ ସପ୍ଲାଏ କରୁଛନ୍ତି। କିନ୍ତୁ ଡିନୋ ମାେରୀୟା କାହାକୁ ସପ୍ଲାଏ କରନ୍ତି ? ଏହା ଉପରେ ଅଧିକାରୀ କହିଛନ୍ତି କି ଏହା ଜାଣିବା ବାକି ଅଛି। ପଚରା ଉଚରା ଜାରି ଅଛି।
ଶାହରୁଖ ଙ୍କ ଘରକୁ ଡ୍ରଗସ ନେଇ ଯାଉଥିଲେ ଅର୍ଜୁନ ରାମପାଲ:
ଏନସିବି ଅଧିକାରୀ ଙ୍କ କହିବା ଅନୁସାରେ ଡ୍ରଗସ ବିକାଳୀ ର ଗୋଟେ ସୋର୍ସ ଚମକାଇଲା ଭଳି ଖୁଲାସ ହୋଇଛି। ସେ କହିଛି କି ଅର୍ଜୁନ ରାମପାଲ ଶାହରୁଖ ଙ୍କ ଘରକୁ ଡ୍ରଗସ ନେଇ ଯାଉଥିଲେ। ଏପ୍ନର୍ମେଶନ୍ ତ କ୍ରେଡିବଲ କିନ୍ତୁ ଏବେ ସେ ଚର୍ଯାର ହେବାର ସର୍ତ୍ତ ଲଗାଇବେ। ଯେମିତି ହିଁ ଏହି ଅନ ପୋଲ୍ଡ ହେବ, ଟେବ୍ନୀକଲ ପ୍ରମାଣ ଆଧାରରେ ଆମେ ଏହି ସନ୍ଦେହ କରୁଥିବା ଅଭିନେତା ଙ୍କ ବିରୁଦ୍ଧରେ ଷ୍ଟେପ ନେବୁ। ଅଧିକାରୀ ଙ୍କ କହିବା ଅନୁସାରେ ଦୁଇଜଣ ଇଣ୍ଟେଲିଜେଣ୍ଟ ଙ୍କ ଇନପୁଟ ଅଛି, ସୋର୍ସ କିଛି ସେକେଣ୍ଡ ର ବ୍ୟକ୍ତି ନୁହେଁ କି, ଏମିତି ଆସିଗଲା ଓ ଏନସିବି ଙ୍ କୁ କହୁଛି। ଏହା ଏକ ଅନ୍ତଃରାଷ୍ଟ୍ରୀୟ ଏଞେସୀ ର ଇନପୁଟ।
ଦୁବାଇ ରେ ଅଛନ୍ତି ଶାହରୁଖ ଖାନ:
ଶାହରୁଖ ଏବେ ଦୁବାଇରେ ଅଛନ୍ତି ଓ ଆଇପିଏଲ ଏନାୟ କରୁଛନ୍ତି। ସେହି ଅର୍ଜୁନ ରାମପାଲ ମୁମ୍ୱାଇ ରେ ନିଜର ଏକ ଫିଲ୍ମ ସୁଟିଂ କରୁଛନ୍ତି। ଯଦି ରଣବୀର ଙ୍କ କଥା କୁହାଯିବ ତ ପୂର୍ବ ଦିନ ମାନଙ୍କରେ ମୁମ୍ବାଇ ରେ ହିଁ ତାଙ୍କ ପରିବାର ଙ୍କ ସହ ନିଜର ଜନ୍ମ ଦିନ ପାଳନ କରୁଥିବା ର ଦେଖା ଯାଉଥିଲା। ଡିନୋ ମୋରିୟା ମଧ୍ୟ ମୁମ୍ୱାଇ ରେ ଅଛନ୍ତି ।