ଜୀବନରେ ଭଗବାନ ହବାକୁ ସମସ୍ତେ ଚାହାନ୍ତି,ବହୁତ କମ ଲୋକ ଅଛନ୍ତି ଯାହାର ଏହି ସ୍ଵପ୍ନ ପୁରା ହୁଏ। ଯିଏ ଭଗବାନ ବନିଯାଆନ୍ତି ସେମାନଙ୍କର ସମସ୍ୟା ଦୂର ହୋଇଯାଏ।କିନ୍ତୁ କିଛି ଏମିତି ଲୋକ ଅଛନ୍ତି ଯିଏ ଲକ୍ଷେ ଚେଷ୍ଟା କଲେମଧ୍ୟ ଧନବାନ କି ଧନୀ ହୁଅନ୍ତିନି।ସେହି ଲୋକ ପାଇଁ ଶାସ୍ତ୍ର ରେ କିଛି ଉପାୟ କୁହାଯାଇଛି ଯାହାର ସାହାଯ୍ୟ ରେ ଲୋକ ଧନୀ ହେଇପାରିବ। ଏଠାରେ ଆମେ ଆପଣଙ୍କୁ ମା ଲକ୍ଷ୍ମୀଙ୍କର ଆଶିର୍ବାଦ ପାଇ କିପରି ଧନବାନ ହୋଇପାରିବେ ସେଇ ଉପାୟ କହିବାକୁ ଯାଉଛୁ।ଆସନ୍ତୁ ଜାଣିବା ଉପାୟ କଣ।

ହିନ୍ଦୁ ଧର୍ମ ରେ ସବୁଦିନ ଭଗବାନ ଓ ଦେବଦେବୀଙ୍କର ପୂଜା କରାଯାଏ। ଯାହାର ଆରାଧନା କରିକି ଲୋକମାନେ କଷ୍ଟରୁ ମୁକ୍ତି ପାଇଥାନ୍ତି।ଏହି ଛଡା ଶୁକ୍ରବାର ଦିନ ମା ଲକ୍ଷ୍ମୀ ଙ୍କ ଭଲ ବୋଲି କୁହାଯାଏ। ଶାସ୍ତ୍ର ଅନୁସାରେ ଯଦି ଏହି ଦିନ କୌଣସି ଲୋକ ମା ଲକ୍ଷ୍ମୀଙ୍କ ର ପୂଜା ଶ୍ରଦ୍ଧା ଏବଂ ବିଧିବିଧାନରେ କରିବେ,ତାଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ବର୍ଷା ନିଶ୍ଚୟ ହେଇଥାଏ ଓ ତାଙ୍କୁ ଧନର ଅଭାବ ହୁଏନାହିଁ। ଚାଲନ୍ତୁ ଜାଣିବା ସେଇ ପ୍ରୟୋଗ ବିଷୟରେ ,ଯାହାର ସାହାଯ୍ୟ ରେ ଆପଣ ଆପଣଙ୍କ ଭାଗ୍ୟର ତାଲା ଖୋଲିପାରିବେ।
ଏହି ଭଳି ଭାବରେ କରନ୍ତୁ ମା ଲକ୍ଷ୍ମୀଙ୍କ ପୂଜା
କହିରଖୁଚୁକି ଏହି ତାନ୍ତ୍ରିକ କାମ କେବଳ ଶୁକ୍ରବାର ହିଁ କରିବାକୁ ପଡ଼ିବ ୟାକୁ କରିବା ପୂର୍ବରୁ ପ୍ରଥମେ ସ୍ନାନ କରି ଶରୀରକୁ ପୁରା ଶୁଦ୍ଧ କରିଦିଅନ୍ତୁ।ଏହାପରେ ରାତି୮ଟା ସମୟରୁ ରାତି ୧୨ ଟା ମଧ୍ୟରେ ଧଳା କପଡା ପରିଧାନକରି ମା ‘ ଲକ୍ଷ୍ମୀଙ୍କ ର ପୂଜା କରନ୍ତୁ। ଏହା ପରେ ପୁଜା କରିବା ଜାଗା ରେ ଧଳା କପଡାର ଏକ ଆସନ ପକେଇ ଦିଅନ୍ତୁ ଏବଂ ତା ଉପରେ ମା ଲକ୍ଷ୍ମୀଙ୍କ ର ଏକ ମୂର୍ତ୍ତି ସ୍ଥାପିତ କରିଦିଅନ୍ତୁ।ଏହାପରେ ପୁରା ବିଧିବିଧାନ ସହିତ ମା ଲକ୍ଷ୍ମୀଙ୍କ ପୂଜା କରନ୍ତୁ। ମନେରଖନ୍ତୁ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ସାମ୍ନାରେ ଗୁଆ ଘିଅର ଦୀପ ଗୋଟିଏ ନିଶ୍ଚିନ୍ତ ଜଳାନ୍ତୁ।ଏହାପରେ ଧନପ୍ରାପ୍ତି ର ସଂକଳ୍ପ କରି ଶ୍ରୀ ସୁକ୍ତ ପାଠ ନିଶ୍ଚୟ କରନ୍ତୁ।
ଏହି ମନ୍ତ୍ର ର ଜପ କର
ଶ୍ରୀ ସୁକ୍ତ ପାଠ କରିବାପରେ ଚନ୍ଦନର ମାଳ କିମ୍ବା ପଦ୍ମ ଫୁଲର ମାଳ ରେ ଲଗାତାର ତିନି ଶୁକ୍ରବାର ଯାଏ ୧୧୦୦ଥର ଓଁ ଶ୍ରୀ ହିଁ ହିଁ କମଲେ କମାଲାଲୟେ ନମ୍ଃ : ମନ୍ତ୍ର ର ଜପ କରିବେ ତେବେ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ନିଶ୍ଚୟ ବର୍ଷିବ ଏବଂ ଆପଣ ଧନବାନ ହେବାର ଇଚ୍ଛା ପୂର୍ଣ୍ଣ ହୋଇଯିବ।
ମାତା ଲକ୍ଷ୍ମୀଙ୍କ ଆଶ୍ରିବାଦ ଲାଭ କରିବାକୁ ହୃଦୟରୁ ଲାଇକ ଓ ଶେୟାର କରିଦିଅନ୍ତୁ ଏବଂ କମେନ୍ଟ ରେ ଲେଖି ଦିଅନ୍ତୁ ” ଜୟ ମାତା ଲକ୍ଷ୍ମୀ “