ପ୍ରତେକ ଦିନର ସକାଳ ର ଆରମ୍ଭ ଏକ ନୂଆ ଆସାକୁ ନେଇ ହୋଇଥାଏ ଏବଂ ଉତ୍ସାହ ମଧ୍ୟ ଭରି ରହିଥାଏ। ହିନ୍ଦୁ ଶାସ୍ତ୍ରରେ ଏଭଳି କୁହାଯାଏ କି ସକାଳ ର ଆରମ୍ଭ ଯଦି ଠିକ୍ ଭାବରେ ହୋଇଥାଏ ତେବେ ପୁରା ଦିନଟି ସୁଖ ଶାନ୍ତିରେ ବିତି ଥାଏ। କିନ୍ତୁ ସକାଳ ର ଆରମ୍ଭ ଯଦି କିଛି ଅଶୁଭ ଜିନିଷର ଆରମ୍ଭରୁ ହୋଇଥାଏ ତେବେ ପୁରା ଦିନ ଦୁଃଖରେ କଟି ଥାଏ। ଯାହା ଦ୍ଵାରା ଆପଣ କେବେ ଉନ୍ନତି କରି ପାରନ୍ତି ନାହିଁ।
ଚରିତ୍ର ହିନା ମହିଳାଙ୍କ ମୁହଁ
ସକାଳୁ ଉଠି ଚରିତ୍ର ହିନା ମହିଳାଙ୍କ ମୁହଁ କେବେ ବି ଉଚିତ ହୋଇନଥାଏ। କୁହାଯାଏ କି ଏ ଭଳି ମହିଳାଙ୍କ ମୁଁହ ଦେଖିଲେ ଆପଣଙ୍କ ଦିନଟି ପୁରା ବର୍ବାଦ୍ ହୋଇଯାଇଥାଏ। ତେଣୁ ଆପଣ ଏମାନଙ୍କ ଠାରୁ ବଞ୍ଚିକି ରହନ୍ତୁ । ଯଦି ପାରୁଛନ୍ତି ମା ବାପା ଏବଂ ଭଗବାନଙ୍କର ଦର୍ଶନ କରନ୍ତି। ଯାହା ଦ୍ଵାରା ଆପଣଙ୍କ ଦିନ ସୁଖ ଏବଂ ଶାନ୍ତିରେ କଟିବ। ଏବଂ ଆପଣଙ୍କୁ ସବୁ କାର୍ଯ୍ୟରେ ମଧ୍ୟ ସଫଳତା ମିଳିବ।
ସକାଳୁ ଉଠି ଆଇନା ଦେଖନ୍ତୁ ନାହିଁ
ବିଜ୍ଞାନ ଓ ବାସ୍ତୁ ଶାସ୍ତ୍ର କହିବା ଅନୁସାରେ ସକାଳୁ ଉଠି ଆଇନା ଦେଖିବା ଅଥବା ଭଙ୍ଗା କାଚ ଦେଖିବା ଉଚିତ ନୁହେଁ । ଯଦି ସକାଳୁ ଉଠି ଦେଖନ୍ତି ତେବେ ଆପଣ କାଙ୍ଗାଳ ହୋଇ ଯାଇ ପାରନ୍ତି । କାରଣ ଦିନରେ ଆରମ୍ଭରେ ଆଇନାରେ ନକାର୍ତ୍ମକ ଉର୍ଯା ଅଧିକ ମାତ୍ରାରେ ରହିଥାଏ। ଯାହାଦ୍ଵାରା ଆପଣଙ୍କ କାମରେ ବାଧା ସୃଷ୍ଟି ହୋଇଥାଏ । କୌଣସି କାମ ମଧ୍ୟ ସଫଳ ହୋଇନଥାଏ ।
ଓଲଟା ଚପଳ
ସକାଳୁ ଉଠି ଓଲଟା ଚପଳ ବା ବୁଢିଆଣୀ ଅଥବା କୌଣସି ଧାରୁଆ ଜିନିଷ ଦେଖିବା ଉଚିତ୍ କଥା ନୁହେଁ । କାରଣ ଏହି ଗୁଡ଼ିକୁ ଦେଖିବା ଦ୍ଵାରା ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥାଏ । ଏବଂ ପୁରା ଦିନ ଅସାନ୍ତିରେ କଟିଥାଏ।
ଅଇଁଠା ବାସନ
ସକାଳୁ ଉଠି ଅଇଁଠା ବାସନ, ଖାଲି ବାଲ୍ଟି ଏବଂ ଅନ୍ୟ କିଛି ଖାଲି ଥିବା ଜିନିଷ ଦେଖିବା ଉଚିତ କଥା ନୁହେଁ । ଯଦି ଆପଣ ଏହି ସବୁକୁ ଦେଖିବେ ତେବେ ଆପଣ ଏହି ସବୁ କାମରେ ଅସଫଳ ରହିବେ। ଏମିତିରେ ଅଇଁଠା ବାସନ ସକାଳ ପର୍ଯ୍ୟନ୍ତ ପକେଇ ରଖିବା ଅଶୁଭ ମନା ଯାଇଥାଏ ଏବଂ ମାତା ଲକ୍ଷ୍ମୀଙ୍କର କୋପ ଦୃଷ୍ଟି ମଧ୍ୟ ପଡିଥାଏ ।
କଳି ଝଗଡ଼ା
ସକାଳୁ ଉଠି କଳି ଝଗଡ଼ା ହେଉଥିବା ଦୂର୍ଶ୍ୟକୁ ଦେଖିବା ଉଚିତ ହୋଇନଥାଏ। କାରଣ କଳି ଝଗଡା ଦେଖିବା ଦ୍ଵାରା ଘରେ ଦରିଦ୍ରତାର ବଢ଼ିଥାଏ। ତେଣୁ ଆପଣ ପ୍ରତେକ ଦିନ ସକାଳୁ ଉଠି ଭଗବାନ କିମ୍ବା ମାତା ପିତା ଙ୍କ ଦର୍ଶନ କରନ୍ତୁ। ଦେଖିବେ ଆପଣଙ୍କୁ ନିଶ୍ଚିନ୍ତ ସଫଳତା ମିଳିବ ।
ବନ୍ଧୁଗଣ ଯଦି ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ କମେଣ୍ଟରେ “ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖନ୍ତୁ ଏବଂ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ।