ସବୁ ମଣିଷ ସମୟ ସହିତ ବଦଳିବାକୁ ଚେଷ୍ଟା କରିଥାନ୍ତି। ହେଲେ ମନୁଷ୍ୟ ଜୀବନରେ ଯେବେ ସୁଖ ଆସିଥାଏ ତ କେବେ ଦୁଃଖ ଆସିଥାଏ। ମଣିଷ ଜୀବନରେ ହେଉଥିବା ଉତ୍ଥାନ ପତନ ପାଇଁ ରାଶି ମାନଙ୍କର ସ୍ଥିତି ପରିବର୍ତ୍ତନକୁ ମୁଖ୍ୟ କାରଣ ବୋଲି କୁହାଯାଇଥାଏ। ଗ୍ରହ ମାନଙ୍କର ସ୍ଥିତି ସର୍ବଦା ପରିବର୍ତ୍ତିତ ହୋଇଥାଏ। ତେବେ ଏହି ପରିବର୍ତ୍ତନ କାରଣରୁ ୧୨ ଗୋଟି ରାଶି ପ୍ରଭାବିତ ହୋଇଥାନ୍ତି। ଯେମିତି ସ୍ଥିତିରେ ଯେଉଁ ରାଶି ଗ୍ରହ ରହିଥାଏ ସେହି ହିସାବରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ।
ଜ୍ୟୋତିଷ ଶାସ୍ତ୍ର ମୁତାବକ କିଛି ରାଶି ମାନଙ୍କର ଆଗାମୀ ଭବିଷ୍ୟତ ଭଲ ହେବାକୁ ଯାଉଛି କାରଣ ଏହି ରାଶି ମାନଙ୍କ ଉପରେ ମହବଳୀ ହନୁମାନଙ୍କର କୃପା ଦୃଷ୍ଟି ପଡିବାର ଅଛି। ତେବେ ଜାଣନ୍ତୁ କେଉଁ ରାଶି ଗୁଡିକ ଉପରେ ପ୍ରଭୁ ହନୁମାନଙ୍କ କୃପାରୁ ଧନ ବୃଷ୍ଟି ହେବାକୁ ଯାଉଛି।
କର୍କଟ ରାଶି- ମହବଳୀ ହନୁମାନଙ୍କ କୃପା ଦୃଷ୍ଟି ରହିଥିବା ପ୍ରଥମ ରାଶିଟି ହେଉଛି କର୍କଟ ରାଶି। କର୍କଟ ରାଶିର ବ୍ୟକ୍ତି ମାନଙ୍କ ଉପରେ ବର୍ତ୍ତମାନ ହନୁମାନଙ୍କର କୃପା ଦୃଷ୍ଟି ପଡି ସାରିଛି। ଏହି ବ୍ୟକ୍ତି ମାନେ ବର୍ତ୍ତମାନ ସବୁ କାର୍ଯ୍ୟରେ ସଫଳତା ପାଇବେ, ବ୍ୟବସାୟରେ ଉନ୍ନତି କରିବେ। ଏହି ରାଶିର ବିଦ୍ୟାର୍ଥୀ ମାନେ କୃତକାର୍ଯ୍ୟ ହେବେ। ପ୍ରେମ ସମ୍ପର୍କରେ ମଧ୍ୟ ଆସିବ। ଖୁସିର ବାତାବରଣ ଗୃହରେ ଲାଗି ରହିବ। ପରିବାରର ସୁଖ ସମୃଦ୍ଧି ସର୍ବଦା ବୃଦ୍ଧି ପାଇବ।
ସିଂହ ରାଶି- ହନୁମାନଙ୍କ କୃପା ଦୃଷ୍ଟି ଥିବା ଦ୍ଵିତୀୟ ରାଶିଟି ହେଉଛି ସିଂହ ରାଶି। ସିଂହ ରାଶିର ବ୍ୟକ୍ତି ମାନଙ୍କ ସମୟ ବହୁତ ଭଲ ରହିବ। ବ୍ୟବସାୟରେ ଭଲ ଫଳ ମିଳିବ। ଆପଣଙ୍କର ଆମଦାନୀ ବଢିବା ସହିତ ପାରିବାରିକ ଜୀବନରେ ଖୁସି ଲାଗି ରହିବ। ହନୁମାନଙ୍କର କୃପାରୁ ଆପଣଙ୍କର କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ। ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଉନ୍ନତ ରହିବ। ଆପଣଙ୍କ ସମସ୍ତ ଯୋଜନା ସଫଳ ହେବାକୁ ଲାଗିବ।
ବୃଷ ରାଶି- ତୃତୀୟ ରାଶି ଯାହା ହନୁମାନଙ୍କ କୃପାରେ ରହିଛି ତାହା ହେଉଛି ବୃଷ ରାଶି। ଏହି ରାଶିର ବ୍ୟକ୍ତି ମାନଙ୍କର ଦିନ ବହୁତ ଶୁଭ ରହିବ। କାର୍ଯ୍ୟ ସଫଳତା ହେବା ସହିତ ଧନ ସମ୍ପତ୍ତି ପ୍ରାପ୍ତିର ଯୋଗ ରହିଛି। ସବୁ ପରିସ୍ଥିତିରେ ବୁଦ୍ଧି ବିଚାରି କାର୍ଯ୍ୟ କରିବେ। ଚାକିରୀ କ୍ଷେତ୍ରରେ ଉପରସ୍ଥ ଅଧିକାରୀଙ୍କ ଠାରୁ ପ୍ରଶଂସା ପାଇବେ।
ଧନୁ ରାଶି- ଧନୁ ରାଶି ଉପରେ ମଧ୍ୟ ହନୁମାନଙ୍କ କୃପା ରହିଛି। ଏହି ରାଶିର ଲୋକମାନଙ୍କ ପାଇଁ ଚାକିରୀ କ୍ଷେତ୍ରରେ ବହୁତ ବଡ଼ ସଫଳତା ମିଳିବ। ଉନ୍ନତିର ଯୋଗ ସୃଷ୍ଟି ହେଉଛି। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। ଆପଣ ନେଇଥିବା ନିଷ୍ପତ୍ତି ସଫଳ ରହିବ। ବ୍ୟବସାୟରେ ଅତ୍ୟଧିକ ଲାଭବାନ ହେବେ।
କୁମ୍ଭ ରାଶି- କୁମ୍ଭ ରାଶିର ବ୍ୟକ୍ତି ମାନେ ମଧ୍ୟ ହନୁମାନଙ୍କ କୃପା ଦୃଷ୍ଟି ଫଳରେ ଲାଭବାନ ରହିବେ। ଏହି ରାଶିର ଲୋକମାନେ ଦିନକୁ ଦିନ ବହୁତ ଆଗକୁ ଉନ୍ନତି କରିବେ। ନିଜ ଯୋଜନାରେ ସଫଳତା ହାସଲ କରିବେ। ହନୁମାନଙ୍କ କୃପାରୁ କାମ କାର୍ଯ୍ୟରେ ଫାଇଦା ମିଳିବ। ପ୍ରେମ ସମ୍ପର୍କରେ ଚାଲି ଆସୁଥିବା ସମସ୍ୟା ଦୂର ହୋଇଯିବ। ପରିବାରିକ ଜୀଵନ ସୁଖମୟ ରହିବ।
ବନ୍ଧୁଗଣ ମହାବୀରଙ୍କ ଆଶ୍ରିବାଦ ପାଇବା ଲାଗି ହୃଦୟରୁ ଗୋଟିଏ ଲାଇକ କରି ଦିଅନ୍ତୁ ଏବଂ ମନରେ ଭକ୍ତି ଥିଲେ ନିଶ୍ଚିନ୍ତ ଲେଖନ୍ତୁ “ଜୟ ହନୁମାନ”