ସାରା ସୁଶାନ୍ତ ଙ୍କ ସହ ବ୍ରେକଅପ କୁ ନେଇ କଲେ ବଡ଼ ଖୁଲାସ, କହିଲେ କି ସୁଶାନ୍ତ ବିଶ୍ଵସ୍ତ ନଥିଲେ ଆଉ ଅଧିକରୁ ଅଧିକ…

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ମାମଲାରେ ଯେଉଁ ଡ୍ରଗ ଲିଙ୍କ ସାମ୍ନାକୁ ଆସିଛି, ସେଥିରେ ନାରକୋଟିସ କଣ୍ଟ୍ରୋଲ ବ୍ୟୁରୋ ମାନେ ଏନସିବି ଲଗାତର ନିଜର ଦିସା କଠିନ କରିଚାଲିଛି। ଏହି ମାମଲାରେ ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଙ୍କୁ ମଧ୍ଯ ଏନସିବି ପଚରା ଉଚରା କରିଛି। କୁହାଯାଉଛି କି, ଲଗାତର ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ଏନସିବି ର ପଚରା ଉଚରା ଚାଲିଛି। ସାରା ଅଲ୍ଲୀ ଖାନ ଙ୍କ ଛଡ଼ା ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ଓ ଶ୍ରଦ୍ଧା କପୂର ଙ୍କୁ ମଧ୍ଯ ବଡ଼ ଧରଣର ଏନସିବି ପଚରା ଉଚରା କରିଛି। ଏହି ପଚରା ଉଚରା ବିଷୟରେ କୁହାଯାଉଛି କି, ସାରା ଅଲ୍ଲୀ ଖାନ ଏହିପରି ଏନସିବି ସାମ୍ନାରେ ସେ କଥାର ଖୁଲାସ କରିଦେଇଛି, ଯେଉଁ ବିଷୟରେ ଏତେ ସମୟ ଧରି ଚର୍ଚ୍ଚା ଚାଲିଥିଲା।

ସାରା ଅଲ୍ଲୀ ଖାନ, ଯିଏ ଫିଲ୍ମ “କେଦାରନାଥ”ରେ ସୁଶାନ୍ତ ସିଂ ରାଜପୁତ ଙ୍କ ସହିତ କାମ କରିଥିଲେ, ସିଏ ଏନସିବି କୁ ଏହା କହିଛନ୍ତି କି ସେ ସୁଶାନ୍ତ ଙ୍କ ସହ ସମ୍ପର୍କରେ ଥିଲେ। ସିଏ ଏ କଥାକୁ ସ୍ୱୀକାର କରିଛନ୍ତି କି ସେ ଦୁଇଜଣ ଙ୍କର ଚକର ଚାଲିଥିଲା। ସାରା ଏନସିବି କୁ କହିଛନ୍ତି କି ୨୦୧୮ ରେ ଫିଲ୍ମ “କେଦାରନାଥ” ସୁଟିଂ ରେ ସେ ଦୁଇଜଣ ପାଖାପାଖି ଆସିଥିଲେ ଆଉ ତାଙ୍କୁ ପ୍ରେମ ହୋଇଯାଇଥିଲା। କୁହାଯାଉଛି ସାରା ଅଲ୍ଲୀ ଖାନ ଏନସିବି କୁ ଏହା କହିଛନ୍ତି କି ଫିଲ୍ମ ସୁଟିଂ ରୁ ସେ ଦୁଇଜଣ ଭଲ ସାଙ୍ଗ ହୋଇଗଲେ ତାହାପରେ ଦୁଇଜଣ ଜଣେ ଆଉଜଣ କୁ ଡେଟ କୁ ନେଇ ଯାଉଥିଲେ।

ଥାଇଲ୍ୟାଣ୍ଡ ଦ୍ଵୀପରେ ସାଥିରେ ଥିଲେ ସାରା:

ଏତିକି ନୁହେଁ, ଫିଲ୍ମ ଟିମ ସହ ସୁଶାନ୍ତ ସିଂ ରାଜପୁତ ଙ୍କ ସହ ଛୁଟି କଟାଇବା ପାଇଁ ଥାଇଲ୍ୟାଣ୍ଡ ଯିବା କଥା ସାରା ଅଲ୍ଲୀ ଖାନ ଏନସିବି ସାମ୍ନାରେ କହିଲେ। ଏହି ବିଷୟରେ ସୂଚନା ଦେଉଥିବା ସମୟରେ ସାରା ଅଲ୍ଲୀ ଖାନ ଏନସିବି ଏହା କହିଛନ୍ତି କି ସୁଶାନ୍ତ ସିଂ ରାଜପୁତ ଙ୍କ ସହ ଶେଷରେ ଏମିତି କଣ ହୋଇଥିଲା ଯେଉଁଥିପାଇଁ ତାଙ୍କୁ ବ୍ରେକଅପ କରିବାକୁ ପଡିଲା। ସେ ନିଜର ବ୍ରେକଅପ କରିବା କାରଣ ଗୁଡ଼ିକ ଖୋଲି ସାମ୍ନାରେ କହିଦେଲେ। ଏହା କୁହାଯାଉଛି ସାରା ଅଲ୍ଲୀ ଖାନ ଏନସିବି କୁ ସଫା ସଫା ଏହା କହିଛି କି ସୁଶାନ୍ତ ସିଂ ରାଜପୁତ ଙ୍କର ଡ୍ରଗ୍ରସ ଲିଙ୍କ ରେ ରହିବା ତାଙ୍କ ବ୍ରେକଅପ ର କାରଣ ବିଲକୁଲ ନୁହେଁ।

ପ୍ରେସର ର କାରଣରୁ କରିନି ବ୍ରେକଅପ:

ସାରା ଏହା ମଧ୍ୟ କହିଛନ୍ତି କି ସମାଜ ତରଫରୁ ସୁଶାନ୍ତ ସିଂ ରାଜପୁତ ଙ୍କ ସହ ସମ୍ପର୍କକୁ ନେଇ ତାଙ୍କ ଉପରେ କୌଣସି ପ୍ରକାରର କିଛି ବି ପ୍ରେସର ର ମାମଲା ହୋଇନଥିଲା। ସାରା କହିଛନ୍ତି କି ନିଜର ଫିଲ୍ମ କ୍ୟାରିୟର କୁ ଆଗକୁ ବଢ଼ାଇବା ପାଇଁ ଚାହୁଁଥିଲି। ଏଥିପାଇଁ ସେ ସୁଶାନ୍ତ ଙ୍କ ସହ ବ୍ରେକଅପ କରିଲେ। ସେ କହିଲେ କି ସେ ସମୟରେ ତାଙ୍କ ର ଫିଲ୍ମ କ୍ୟାରିୟର ଆରମ୍ଭ ହୋଇଥିଲା। ନିଜ କ୍ୟାରିୟର ର ଆରମ୍ଭ ରୁ ସେ ଏହି ସମ୍ପର୍କ କୁ ଆଗକୁ ବଢ଼ାଇବା ପାଇଁ ଚାହୁଁ ନଥିଲେ। ପୁରା ଧ୍ୟାନ ନିଜର କ୍ୟାରିୟର ଉପରେ ଦେବା ପାଇଁ ଚାହୁଁ ଥିଲେ। ଏହି କାରଣରୁ ସେ ସୁଶାନ୍ତ ଙ୍କ ସହ ବ୍ରେକଅପ କରିବାକୁ ସ୍ଥିର କଲେ।

ବିଶ୍ଵସ୍ତ ନଥିଲେ ସୁଶାନ୍ତ:

ଏମିତିରେ ଏହାସହ ଯୋଡ଼ି ହୋଇଥିବା ଆଉ ଏକ ଚମକାଇ ଲା ଭଳି କଥା ସାମ୍ନାକୁ ଆସୁଛି। ସାରା ପଚରା ଉଚରା କରୁଥିବା ଅଧିକାରୀ ମାନଙ୍କୁ ସୁଶାନ୍ତ ଙ୍କ ସହ ବ୍ରେକଅପ ର ଆଉ ଏକ କାରଣ କହିଥିଲେ, ଯାହାର ଖୁଲାସ ଏବେ ହୋଇଛି। ସାରା ଏନସିବିର ଅଧିକାରୀ ମାନଙ୍କୁ କହିଛି କି ସୁଶାନ୍ତ ସମ୍ପର୍କରେ ବିଶ୍ଵସ୍ତ ନଥିଲେ ଆଉ ଏହା ମଧ୍ଯ ଏକ ବ୍ରେକଅପ ର ବଡ଼ କାରଣ। ତାହାସହ ସାରା ଙ୍କ ଅନୁସାରେ, ସୁଶାନ୍ତ ସମ୍ପର୍କରେ ଅଧିକରୁ ଅଧିକ ଥିଲେ, ଯେଉଁଥିରେ ସାରା ବିରକ୍ତି ହେଉଥିଲେ। ସାରା କହିଲେ କି ସୁଶାନ୍ତ ତାଙ୍କ ଉପରେ ପ୍ରେସର କରୁଥିଲେ କି ସେ ନିଜର ଆଗକୁ ଆସୁଥିବା ଫିଲ୍ମ ରେ ନିର୍ଦ୍ଦେଶକ ଙ୍କୁ ସୁଶାନ୍ତ ଙ୍କ ସହ କାମ କରିବା ପାଇଁ କହିବେ। ସାରା କହିଲେ କି ତାଙ୍କର ଏହା କରିବା ସମ୍ଭବ ନଥିଲା, କାରଣ ସେ ନିଜେ ଇଣ୍ଡଷ୍ଟ୍ରି ରେ ନଥିଲେ।

କୁହାଯାଉଛି, ତଲାସରୁ ସାରା ଏ କଥା ମାନିଲେ କି ସେ ସୁଶାନ୍ତ ଙ୍କ ସହ ସିଗାରେଟ ପିଅନ୍ତି। କିନ୍ତୁ ସାରା କୌଣସି ପ୍ରକାରେ ବି ଡ୍ରଗ୍ସ ନେବା କଥାକୁ ପୁରା ରିଜେକ୍ଟ କରି ଦେଇଛନ୍ତି। କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଗୋଟେ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସାରା ସୁଶାନ୍ତ ଙ୍କ ସହ ନିଶା ସେବନ କରିବାର ଦେଖା ଯାଉଛି। ସୂତ୍ର ଅନୁସାରେ, ପ୍ରମାଣ ଶେଷର ଏହି ଭିଡିଓ ଏନସିବି ପାଖରେ ଅଛି। ଭିଡିଓ ର ଆଧାରରେ କହିବା କଷ୍ଟକର କି ସେ ଦୁଇଜଣ କେଉଁ ଜିନିଷ ସେବନ କରୁଥିଲେ। ସେହି ଏନସିବିର ତଲାସ ରେ ସାରା ଓ ଶ୍ରଦ୍ଧା ମାନିଛନ୍ତି କି ସେ ଦୁଇଜଣ ସୁଶାନ୍ତ ଙ୍କୁ ନିଜର ଭେନିଟିଭ୍ୟାନ ପାଖରୁ ଡ୍ରଗ୍ସ ନେଉଥିବା ର ଦେଖିଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।
ଏହାକୁ ନେଇ ଆପଣଙ୍କର ମତା ମତ

Leave a Reply

Your email address will not be published. Required fields are marked *