ଦୂନିଆ ରେ ବହୁତ ପାଗଳ ପ୍ରକାର ର ଲୋକ ଅଛନ୍ତି। ସୁନ୍ଦରତା ପାଇଁ ଏମାନେ କିଛି ବ କରିପାରନ୍ତି। କେତେଥର ଏହି ପାଗଳାମୀ ରେ ନିଜର କ୍ଷତି କରିଥାନ୍ତି। ପ୍ରସଂଶା ହେବା ଯାଗାରେ ତାଙ୍କର ମଜାକ୍ ହୋଇଥାଏ। ଆପଣ ଏହି ଇନଷ୍ଟାଗ୍ରାମ୍ ର ମର୍ଡେଲ ଦେଖନ୍ତୁ। ଏହି ମହିଳା ଙ୍କୁ ତାଙ୍କ ଗାଲ ବଡ ଦରକାର ଥିଲା। ଏହାପାଇଁ ବିତେ ପରି ବର୍ଷ ବର୍ଷ ଧରି ଗାଲରେ ଫିର୍ଲସ୍ ଲଗଉଥିଲେ। କିନ୍ତୁ ଆଜି ତାଙ୍କର ଚେହେରା ଏମିତି ହୋଇଯାଇଛି ଯେ ଯାହାକୁ ଦେଖିଲା ପରେ ସମସ୍ତେ ହସିବାକୁ ଲାଗୁଛନ୍ତି। ତାଙ୍କର ଚେହେରା ଖରାପ ଦେଖାଯିବାକୁ ଲାଗିଲାଣି। ମହିଳା ଙ୍କର ନାମ ଏହି ସମୟ ରେ ଏକ ରେର୍କଡ ବି ହୋଇସାରିଲାଣି, ସେ ହେଉଛି ଏହି ଦୁନିଆ ର ସବୁଠୁ ବଡ ଗାଲ ଥିବା ମହିଳା। କିନ୍ତୁ ମହିଳା ଙ୍କ ଅନୁସାରେ ତାଙ୍କ ଗାଲ ଏବେ ବହୁତ ଛୋଟ ଅଛି। ସେ ଏହା କୁ ଆହୁରି ବଡ କରିବାକୁ ଚିହଁନ୍ତି।
ଦେଖନ୍ତୁ ଦୁନିଆ ର ସବୁଠୁ ବଡ ଗାଲ ଥିବା ଇନଷ୍ଟାଗ୍ରାମ ଷ୍ଟାର ଙ୍କୁ। ମହିଳା ଙ୍କର ନାମ ହେଉଛି ଅନସ୍ତାସ୍ୟା ପୋକରିକ୍ଷ୍ଚୁକ୍। ସେ ବିତେ ପରି ନିଜ ଗାଲ ରେ ର୍ଫିଲସ୍ ରଖୁଥିଲେ। ତାଙ୍କ ର ଗାଲ ଏତେ ବଡ ହୋଇଯାଇଛି ଯେ ଏମିତି ଲାଗୁଛି କି ସେ ଗାଲରେ ଛୋଟ ବଲ ରଖିଦିଆ ଯାଇଛି। କିନ୍ତୁ ୩୯ ବର୍ଷୀୟ ଏହି ମର୍ଡେଲ୍ ଏବେବି ସେ ତାଙ୍କ ଗାଲରେ ଖୁସି ନାହଁନ୍ତି।
ତାଙ୍କୁ ଏହା ଠାରୁ ବଡ ଗାଲ ଦରକାର। ୟୁକ୍ରିନ ରେ ରହୁଥିବା ଏହି ମର୍ଡେଲ ସର୍ବ ପ୍ରଥମେ ୨୬ ବର୍ଷ ରେ ନିଜ ଗାଲ ରେ ଫିର୍ଲସ୍ ଲଗେଇ ଥିଲେ। ଏହାର ୪ ବର୍ଷ ପରେ ଏହାର ଗଣିବା ବନ୍ଦ କରିଦେଇ ଥିଲେ।
ସେ କହିଛନ୍ତି କି ଯେତେବେଳେ ସେ ସର୍ବ ପ୍ରଥମେ ଗାଲ ରେ ଫିର୍ଲସ ଲଗେଇ ଥିଲେ , ଏହା ପର ର ରେଜଲ୍ଟ ଦେଖି ସେ ବହୁତ ଖୁସି ହୋଇ ଯାଇଥିଲେ । ଏହା ପରେ ସେ ଫିର୍ଲସ ଲଗେଇବା ବନ୍ଦ କରିନଥିଲେ। ଏବେ ସେ ନିଜେ ନିଜେ ଗାଲ ରେ ଇଂଜ୍ୟେକଶନ ନେଉଛନ୍ତି। ସେ କହିଛନ୍ତି ତାଙ୍କ ଚେହେରା କେତେ ଜଣ ଙ୍କୁ ଅଜବ ଲାଗୁଛି କିନ୍ତୁ ଏଥିରେ କିଛି ଫରକ ପଡେନି। ଅନସ୍ତାସ୍ୟା ଲଗାତାର ବୋର୍ଟାକ୍ସ ବି ନେଉଛନ୍ତି।
ଅନସ୍ତାସ୍ୟା ନିଜ ଓଠ ଏବଂ ମୁହଁ ରେ ମଧ୍ୟ ଫିର୍ଲସ ଲଗେଇ ସାରିଲନି। ଏହି ଚେହେରା ପାଇଁ ତାଙ୍କର ଇନଷ୍ଟାଗ୍ରାମ ରେ ୨ ଲକ୍ଷ ୨୦ ହଜାର ଫର୍ଲୋସ୍ ହୋଇଗଲଣି। ତାଙ୍କ ପାଇଁ ସେ କେତେ ଫଟୋ ପୋଷ୍ଟ କରିଛନ୍ତି।
ଏବେ ଅନସ୍ତାସ୍ୟା ନିଜ ଶରୀର ରେ କିଛି ବଦଳେଇ ବାକୁ ଚାହୁଁଛନ୍ତି। ଏଥିରେ ବ୍ରେଷ୍ଟ ସର୍ଜରୀ ବି ସାମିଲ ଅଛି । ନିଜ ଶରୀର ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମଧ୍ୟ ସେ ନିଜ ଶରୀର ରେ ସନ୍ତୁଷ୍ଟ ନାହଁନ୍ତି। ଏବେ ଏଥିରେ ଆହୁରି ପଇସା ଖର୍ଚ୍ଚ କରିବାର ବି ବ୍ୟବସ୍ଥା ଚାଲିଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।