ସୁନ୍ଦର ଦେଖା ଯିବା ପାଇଁ ଏୟାର ହଷ୍ଟେଜ କରାଇଲେ ଓଠ ର ସର୍ଜରୀ , ଲୋକ ମାନେ କହିଲେ ମ୍ୟାଡାମ ଭଲ ଚେହେରା କୁ ଖରାପ କରିଦେଲେ…

ଦୁନିଆ ର ଝିଅ ମାନେ ସୁନ୍ଦର ଦେଖା ହେବାକୁ ଚାହିଁଥାନ୍ତି । ଏହି ଇଚ୍ଛା କୁ ପାଇଁ ଝିଅ ମାନେ ବହୁତ ଥର ଏଥି ପାଇଁ ସୀମା ଅତିକ୍ରମ କରି ଯାଇଥାନ୍ତି । କିଛି ତ ଏଥି ପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରି ଦେଇଥାନ୍ତି ସେମିତି କିଛି ଶସ୍ତା ଚକର ରେ ନିଜର ବହୁତ କ୍ଷତି କରି ଦେଇଥାନ୍ତି । କିଛି ମହିଳା ଯେଉଁ ମାନେ ପୂର୍ବରୁ ସୁନ୍ଦର ଦିଶୁଥିଲେ କିନ୍ତୁ ସୁନ୍ଦର ହେବା ଚକର ରେ ନିଜର ଚେହେରା କୁ ଅଧିକ ବରବାଦ କରି ଦେଇଥାନ୍ତି । ଏହାର ଏକ ଉଦାହରଣ ଇଂଲଣ୍ଡ ର ଲଙ୍କାଶାୟର ର ରହୁଥିବା ୨୧ ବର୍ଷୀୟ ଓଲେବିୟା ମ୍ୟାକକ୍ୟାନ ।

ପେଶାରେ ସେ ଏୟାର ହଷ୍ଟେଜ ଓଲିବିୟା ନିଜର ଚେହେରା କୁ ସୁନ୍ଦରତା ବଢ଼ାଇବା ପାଇଁ ଓଠ ର ସର୍ଜରୀ କରିବା ପାଇଁ ସ୍ଥିର କରିଥିଲେ । ଏହା ପରେ ଓଲିବିୟା ଙ୍କ ଓଠ ତିନି ଗୁଣ ବଡ଼ ହୋଇଯାଇଥିଲା । ଏବେ ଓଲିବିୟା ଙ୍କ ଚେହେରା ଦେଖି ସମସ୍ତଙ୍କ ର ମୁହଁ ରୁ ହସ ଆସିଯାଉଥିଲା । ଲୋକ ମାନେ ଓଲିବିୟା ଙ୍କ ଚେହେରା କୁ ଦେଖି ଘୁଷୁରୀ ର ମନେ ପଡୁଛି ବୋଲି କହୁଛନ୍ତି । ଦେଖନ୍ତୁ କେମିତି ସର୍ଜରୀ ରେ ବରବାଦ କରି ଦେଇଥିଲା ଓଲିବିୟା ଙ୍କ ଚେହେରା

ଏୟାର ହଷ୍ଟେଜ ଓଲିବିୟା ୧୦ ହଜାର ଟଙ୍କା ରେ ନିଜର ଓଠ କୁ ସର୍ଜରୀ କରିଥିଲେ । ଏହା ପରେ ତାଙ୍କର ଓଠ ତିନି ଗୁଣ ଅଧିକ ବଡ଼ ହୋଇଯାଇଥିଲା । ଏହା ପରେ ଲୋକ ଓଲିବିୟା ଙ୍କ ର ମଜା ଉଡାଇଥିଲେ ।

୨୧ ବର୍ଷୀୟ ଓଲିବିୟା କହିଛନ୍ତି କି ସେ ସୁନ୍ଦର ଦେଖା ଯିବା ପାଇଁ ସର୍ଜରୀ କରିଥିଲେ । ତାଙ୍କୁ ଟିକେ ମୋଟା ଓଠ ଦରକାର ଥିଲା । କିନ୍ତୁ ତାଙ୍କୁ ଜଣା ନ ଥିଲା କି ଏହି ସର୍ଜରୀ ତାଙ୍କର ଚେହେରା କୁ ଖରାପ କରିଦେବ ବୋଲି ।

ଓଲିବିୟା କହିଛନ୍ତି କି ବିୟୁଟିସିୟାନ କହିଛନ୍ତି କି ସର୍ଜରୀ ପରେ ତାଙ୍କର ଓଠ ର ଫୁଲା କମିଯିବ । କିନ୍ତୁ ଚାରି ଦିନ ପର୍ଯ୍ୟନ୍ତ ତାଙ୍କର ଓଠ ବହୁତ ମୋଟା ଦେଖା ଯାଉଥିଲା । ସେ ନିଜର ପ୍ରେମୀ ଙ୍କ ର ମଧ୍ୟ ଭିଡିଓ କଲ୍ ନେଉ ନାହାଁନ୍ତି ।

ସର୍ଜରୀ ପରେ ଓଲିବିୟା ଙ୍କ ଓଠ ଭିତରେ ଏମିତି କଣା ହୋଇଯାଇଥିଲା କି ତାଙ୍କୁ ବହୁତ ବ୍ୟଥା ହେଉଥିଲା । ଓଲିବିୟା କହିଥିଲେ କି ତାଙ୍କର ଓଠ କେବେ ପୁଣି ଠିକ ହେବ ।

୨୦୧୮ ରେ ଓଲିବିୟା ସର୍ବପ୍ରଥମେ ନିଜର ଓଠ ରେ ଫେଲର୍ସ ଲଗାଇଥିଲେ । ଏହା ପରେ ତାଙ୍କୁ ସର୍ଜରୀ କରିବା କୁ ପଡ଼ିଲା । ଏହି ଥର ସର୍ଜରୀ ପରେ ତାଙ୍କର ଓଠ ର ଅବସ୍ଥା ଖରାପ ହୋଇଯାଇଥିଲା ।

ଓଳବିୟା କହିଛନ୍ତି କି ରାସ୍ତା ରେ ଯିବା ସମୟରେ ଯାହାର ନଜର ତାଙ୍କ ଉପରେ ପଡୁଥିଲା ସମସ୍ତେ ତାଙ୍କୁ ଘୂରି ଘୂରି ଦେଖୁଥିଲେ । ସମସ୍ତେ ତାଙ୍କୁ ଅଜବ ନଜର ରେ ଦେଖୁଥିଲେ । କିନ୍ତୁ ଓଲିବିୟା ଏବେ ସମସ୍ତଙ୍କୁ ଅଣଦେଖା କରୁଛନ୍ତି ।

ମାର୍ଚ୍ଚ ରେ ସର୍ଜରୀ କରିବା ପରେ ଓଲିବିୟା ଙ୍କ ଓଠ ଖରାପ ହୋଇଯାଇଥିଲା । କିନ୍ତୁ ଏବେ ଯାଇ ତାଙ୍କର ଓଠ ର ସୁଜନ ଠିକ ହୋଇଯାଇଥିଲା । ଓଲିବିୟା କହିଛନ୍ତି କି ଏହି ଦୁଇ ମାସ ତାଙ୍କ ପାଇଁ ବହୁତ କଷ୍ଟ ଥିଲା ।

ସାଥିରେ ଲୋକ ମାନେ ଓଲିବିୟା ଙ୍କ ଚେହେରା କୁ ଦେଖି ବହୁତ ମଜା ଉଡାଉଥିଲେ । ଲୋକ ମାନେ ଓଲିବିୟା ଙ୍କ ଓଠ ର ତୁଳନା ଘୁଷୁରୀ ସହ କରୁଥିଲେ ।

କିଛି ଲୋକ କହୁଥିଲେ କି ସର୍ଜରୀ ହେବା ପୂର୍ବରୁ ସୁନ୍ଦର ଦିଶୁଥିଲେ ।

Leave a Reply

Your email address will not be published. Required fields are marked *