ସୁଶାନ୍ତ ଙ୍କ ଭଉଣୀ ଓ ଭେଣେଇ ଙ୍କ ପାଖରେ ପହଞ୍ଚିଲା ତଲାସ ର ଯାଞ୍ଚ, ସିବିଆଇ କହିଲା-ଆମେ କୌଣସି ବି ମାମଲାକୁ ଛାଡି ପାରିବୁ ନାହିଁ

ସୁଶାନ୍ତ  ସିଂ ରାଜପୁତ ଙ୍କ ମୃତ୍ୟୁ କୁ ସାଢେ଼ ତିନି ମାସ ହୋଇଗଲାଣି କିନ୍ତୁ ଏହି କେସ ର ତଲାସ ଏବେଯାଏଁ କୌଣସି ବିଚାରରେ ପହଞ୍ଚି ପାରିନାହିଁ। ସେହି ମାମଲର ତଲାସ କରୁଥିବା ସବୁଠାରୁ ବଡ଼ ଏଞେସି ସିବିଆଇ ର କହିବା କଥା କି ଏହି କେସ ର ତଲାସ ରେ କୌଣସି ଲିଙ୍କ କୁ ଛଡ଼ା ଯାଉନାହିଁ। ସିବିଆଇ ଏବେ ସୁଶାନ୍ତ ଙ୍କ ଭଉଣୀ ମିତୁ, ପ୍ରିୟଙ୍କା ସିଂ ଆଉ ଭେଣେଇ ଓପି ସିଂ ଙ୍କୁ ମଧ୍ଯ ପଚରା ଉଚରା କରିପାରେ। ମୀତୁ ଓ ପ୍ରିୟଙ୍କା ଙ୍କୁ ପ୍ରଥମରୁ ପଚରା ଉଚରା କରାଯାଇଛି। କୁହାଯାଇଛି କି ରିୟା ଚକ୍ରବର୍ତ୍ତୀ ମଧ୍ଯ ମୁମ୍ୱାଇ ରେ ଗୋଟେ ଏଫଆଇଆର ସୁଶାନ୍ତ ଙ୍କ ପରିବାର ଲୋକଙ୍କ ବିପକ୍ଷ ରେ କରିଥିଲେ ଏହି ଏଫଆଇଆର ଏବେ ସିବିଆଇ ପାଖରେ ପହଁଚି ସାରିଛି।

କୁହାଯାଉଛି କି ରିୟା ଚକ୍ରବର୍ତ୍ତୀ ନିଜର ଏଫଆଇଆର ରେ ସୁଶାନ୍ତ ଙ୍କ ପରିବାର ଲୋକଙ୍କ ବିପକ୍ଷ ରେ ତଲାସ କରିବାରୁ ମୁମ୍ୱାଇ ପୋଲିସ ଙ୍କ ଉପରେ ଆରୋପ ଲଗାଇଛି। ରିପୋର୍ଟ ଅନୁସାରେ, ରିୟା ଯେଉଁ ଏଫଆଇଆର ସୁଶାନ୍ତ ଙ୍କ ପରିବାର ବିପକ୍ଷ ରେ ଦେଇଥିଲେ, ଏହା ଏବେ ମୁମ୍ୱାଇ ପୋଲିସ ଙ୍କ ଦ୍ଵାରା ସିବିଆଇ କୁ ଦିଆଯାଇଛି। ସିବିଆଇ ଏବେ ରିୟା ର ସେ ଏଫଆଇଆର ର ସନ୍ଧାନ କରୁଛି। ରିୟା ଏଥିରେ ଦାବି କରୁଛନ୍ତି କି ସୁଶାନ୍ତ ଙ୍କ ଭଉଣୀ ପଇସା ପାଇଁ ଅଭିନେତା ଙ୍କ ଉପରେ ପ୍ରେସର ପକାଉ ଥିଲେ।

ସୁଶାନ୍ତ ବାପା କେକେ ସିଂ ଙ୍କ ଓକିଲ ବିକାସ ସିଂ ଙ୍କ ଅନୁସାରେ, ସୁଶାନ୍ତ ଙ୍କ ଭଉଣୀ ର ଏବେଯାଏଁ କିଛି ସମନ ମିଳିନାହିଁ। କିନ୍ତୁ ଯଦି ସିବିଆଇ ତାଙ୍କୁ ପଚରା ଉଚରା କରିବା ପାଇଁ ଡାକୁଛନ୍ତି ଆଉ ସେମାନେ ପୁରା ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛନ୍ତି।

ବିକାସ ସିଂ ଗୋଟେ ଟପିକ ରେ ସିବିଆଇ ତଲାସ ଉପରେ ପ୍ରଶ୍ନ ଉଠାଇ ଥିଲେ। ସେ ଲେଖିଥିଲେ କି ମାମଲାର ତଲାସ ଆରମ୍ଭରୁ ଯେଉଭଳି କରାଯାଉଥିଲା, ସେହି ଅନୁସାରେ ମାମଲାର ତଲାସ ରେ କୋହଳ ହେବାର ଦେଖା ଯାଉଛି। ଯେତେ ଶୀଘ୍ର ଏହି ମାମଲାକୁ ଶେଷ କରିବା ଜରୁରୀ, କାରଣ ଯେମିତି ସମୟ ବଢ଼ି ଚାଲିଛି ସେମିତି କେସ ରେ ପ୍ରମାଣ ସବୁ ହଟି ଚାଲିଛି। ସେହି ସିବିଆଇ ଙ୍କ କହିବା କଥା କି, ମାମଲାର ତଲାସ ରେ କିଛି ଡେରି ହେଉନାହିଁ, କିନ୍ତୁ ସବୁ ଲିଙ୍କ ର ସନ୍ଧାନ କରାଯାଉଛି ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *