ସୁଶାନ୍ତ ସିଂ କଣ ପାଇଁ ୧ ମାସରେ ୫୬ ସିମ ବଦଳାଇ ଥିଲେ?ସୁଶାନ୍ତଙ୍କ ମ୍ୟାନେଜର ଦିଶା ହେଉଛନ୍ତି ସୁଶାନ୍ତ ସିଂ ଙ୍କ ହତ୍ୟା ପଛର କାରଣ!!

ସୁଶାନ୍ତ ସିଂ ରାଜପୁତ ଙ୍କୁ କଣ ପାଇଁ ମାରିଦେଲେ ଏହି କଥା ଆସ୍ତେ ଆସ୍ତେ ବାହାରକୁ ଆସିବାରେ ଲାଗିଛି। କୁହାଯାଉଛି କି ସୁଶାନ୍ତ ସିଂ ରାଜପୁତ ଙ୍କୁ ବହୁତ ବଡ଼ ରାଜ ଜାଣିଥିଲେ ଯାହାକୁ ସେ ମିଡିଆରେ ପ୍ରକାଶ କରିବାକୁ ଚାହୁଁଥିଲେ । ସେଥି ପାଇଁ ତାଙ୍କୁ ମୃତୁ ର ରାସ୍ତାରେ ପଠେଇ ଦେଲେ। ବନ୍ଧୁଗଣ ଆସନ୍ତୁ ଜାଣିବା କଣ ଥିଲା ସେହି ରହସ୍ୟ ଯେଉଁଥି ପାଇଁ ସୁଶାନ୍ତ ସିଂ ଙ୍କ ମର୍ଡର କରାଯାଇଛି।

ସୁଶାନ୍ତ ସିଂ ରାଜପୁତ ଙ୍କ ଯେଉଁ ପୂର୍ବ ମ୍ୟାନେଜର ଥିଲେ ଦିସା ତାଙ୍କର ବି ମୃତୁ ହୋଇଛି। କୁହାଯାଉଛି କି ସେ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ଆପଣ ମାନେ ଜାଣିଥିବେ କି ସେ ଏକ ଫ୍ଲାଟ୍ ରୁ ଡେଇଁ ମୃତୁ ବରଣ କରିଥିଲେ। ଆପଣକୁ ଏଠାରେ କହି ରଖୁଛୁ କି ଦିଶଙ୍କ ବୟ ଫ୍ରେଣ୍ଡ୍ ଥିଲେ ସୁରଜ୍ ପଞ୍ଚୋଲି, ଏଠାରେ ଏକ ବଡ଼ କଥା ଏହା କି ସୁରଜ୍ ପଞ୍ଚୋଳୀ ଯେମିତି ଜିୟାଙ୍କ ସହିତ କରିଥିଲେ ଠିକ୍ ସେହି କେସ ଏଠାରେ ଦେଖିବାକୁ ମିଳୁଛି।

ଦିସା ଯିଏ ସୁଶାନ୍ତ ସିଂ ରାଜପୁତ ଙ୍କ ପୂର୍ବତନ ମ୍ୟାନେଜର ଥିଲେ ଏବଂ ସେ ଗର୍ଭବତୀ ଥିଲେ। ତାଙ୍କ ପେଟରେ ସୁରଜ୍ ପଞ୍ଚୋଳି ର ହିଁ ପିଲା ଥିଲା ବୋଲି ଦାବି କରାଯାଉଛି। କୁହାଯାଉଛି କି ଦିସା ଓ ସୁରଜ୍ ପଞ୍ଚୋଲୀ ଙ୍କ ରିଲେସନ ଚାଲିଥିଲା ଯେମିତି ଜଣା ପଡ଼ିଥିଲା ଦୀସା ଗର୍ଭବତୀ, ସେ ସେହି ପିଲା କୁ ନଷ୍ଟ କରିବାକୁ କହିଥିବେ କେମିତି ପ୍ରକାର କିନ୍ତୁ ଦିସା ଏହାର ବିରୋଧ କରୁଥିଲେ।

ଏହା ପରେ ଦିସା ଏହି କଥା ସୁଶାନ୍ତ ଙ୍କୁ କହିଲେ, କାରଣ ଦିସା ତାଙ୍କର ବହୁତ ଭଲ ସାଙ୍ଗ ଥିଲେ ସେ ସବୁ କଥା ସୁଶାନ୍ତ ଙ୍କ ସହିତ ସେୟାର ମଧ୍ୟ କରନ୍ତି। ଏମିତି ହୋଇଥିଲା କି ଦିସା ସୁଶାନ୍ତ ସିଂ ରାଜପୁତ ଙ୍କୁ ଏହି ସବୁ କଥା ଫୋନ ରେ ସେୟାର କରୁଥିଲେ ସେହି ସମୟରେ ତାଙ୍କ ଘରକୁ ସୁରଜ୍ ଆସିଗଲେ ଏବଂ ହାତରୁ ଫୋନ ଛଡାଇ ନେଇ ଗଲେ।

ଏହାପରେ ପ୍ରାୟ ୧ ଘଣ୍ଟା ପରେ ସୁଶାନ୍ତ ସିଂ ରାଜପୁତ ଙ୍କ ସବୁଠାରୁ ଭଲ ସାଙ୍ଗ ସନ୍ଦୀପ ଙ୍କୁ ଠାରୁ ଜଣା ପଡିଲା କି ଦିସା ଆତ୍ମହତ୍ୟା କରିଦେଇଛନ୍ତି। ଏଠାରେ ରହସ୍ୟ ଖୋଲି ଯାଇଥିଲା ସୁଶାନ୍ତ ସିଂ ରାଜପୁତ ଙ୍କୁ ସବୁ ରହସ୍ୟ ଜଣା ପଡି ଯାଇଥିଲା କି ଦିସା ପେଟରେ ସୁରଜ୍ ପଞ୍ଚୋଲୀ ର ଛୁଆ ଥିବା। କିନ୍ତୁ ସୁରଜ୍ ପଞ୍ଚଳୀ କୁ ଏହା ଜଣା ନଥିଲା କି ଏ ସବୁ ବିଷୟରେ ସୁଶାନ୍ତ ସିଂ ରାଜପୁତ ଙ୍କୁ ସବୁ ଜଣା ଅଛି କି ନାହିଁ।

ସୁଶାନ୍ତ ସିଂ ସବୁ ଜାଣି ଚୁପ ଚାପ ବସିବା ଲୋକ ନଥିଲେ, ଏହା ପରେ ସୁଶାନ୍ତ ରିୟା ଚକ୍ରବତୀ ଯିଏ ତାଙ୍କ ଗାର୍ଲ୍ ଫ୍ରେଣ୍ଡ୍ ଥିଲେ ତାଙ୍କୁ ଜଣାଈଲେ ଏବଂ ସନ୍ଦୀପ ଯିଏ ତାଙ୍କ ଭଲ ସାଙ୍ଗ ତାଙ୍କୁ ମଧ୍ୟ ଏ ସବୁ ଜଣାଇଲେ। କାରଣ ସବୁ କଥା ସୁଶାନ୍ତ ସେୟାର କରନ୍ତି। ଏଠାରେ ସୁଶାନ୍ତ ସିଂ ଙ୍କ ଗୋଟିଏ ଭୁଲ୍ ହୋଇଗଲା କି ରିୟା ଥିଲେ ମହେଶ ଭଟ୍ଟ ଙ୍କ ଚାମ୍ ଚି ବା ଯାହା ଆପଣ କହି ପାରନ୍ତି ସେ ମହେଶ ଭଟ୍ଟ ସହ ସବୁ କଥା ସେୟାର କରନ୍ତି ଓ ସନ୍ଦୀପ ଥିଲା ସୁରଜ୍ ର ବିଶ୍ଵସ୍ତ।

ସୁଶାନ୍ତ ସିଂ ରାଜପୁତ ଯେତେବେଳେ ଏମାନଙ୍କ ଠାରୁ ମତାମତ ମାଗିଥିଲେ ଏମାନେ କହିଥିଲେ ତମେ ଚୁପ୍ ଚାପ୍ ରହିଯାଏ। କାରଣ ଏମାନେ ହେଲେ ବହୁତ ବଡ଼ ଲୋକ ଏମାନଙ୍କ ସହିତ ଲାଗିଲେ ନିଜ କ୍ୟାରିଅର ଖତମ୍ ହେବାକୁ ସହିତ ବହୁତ ଅସୁବିଧା ସୃଷ୍ଟି କରିବେ। କିନ୍ତୁ ସୁଶାନ୍ତ ସିଂ ଏକଥା ନ ଶୁଣି ଯେତେବେଳେ କହିଲେ କି ଏକଥା ମିଡିଆରେ କହିବେ, କି ଦିସା ପେଟରେ ଛୁଆ ଅଛି ଏବଂ ତାଙ୍କର CBI ତଦନ୍ତ ହୋଇନାହିଁ । ଏଥିରୁ ଜଣା ପଡୁଛି କି ଦୁହେଁ ଦୁହିଁଙ୍କ ବିଶ୍ଵସ୍ତ ଙ୍କୁ ଏହି କଥା ଜଣେଇ ଛନ୍ତି।

ଆପଣ ସୁରୋଜ୍ ପଞ୍ଚୋଲି ର ପଛରେ ଥିବା ମହା ହସ୍ତିଙ୍କ ନାମ ତ ଜାଣିଥିବେ ସଲମାନ ଖାନ ହିଁ ଅଛନ୍ତି । ତାଙ୍କୁ ଇଣ୍ଡଷ୍ଟ୍ରି କୁ ଆଣିବା ଠାରୁ ଜୀୟା ସହ ହୋଇଥିବା କେସ ରୁ ମଧ୍ୟ ବଞ୍ଚେଇଥିଲେ। ଜୀୟଙ୍କ ମା ଯେବେ ନିଜର ବୟାନ ଦେଇଥିଲେ ସେଠାରେ ସେ କହିଥିଲେ କି CBI ତଦନ୍ତ କରୁଥିବା ଅଫିସର ଙ୍କ ଉପାରେ ସଲମାନ ଖାନ ପ୍ରେସର ଦେଇଥିଲେ କି ଆମାର ପ୍ରଡକ୍ସନ ହାଉସ ର ଯୋଉ ପିଲା ତା କେସ ଆଗକୁ ବଢାନ୍ତୁ ନାହିଁ କେସ କୁ ଏଠାରେ ହଁ ଶେଷ କରନ୍ତୁ।

ସୁରଜ୍ ଉପରେ ସଲମାନ ଖାନ ଙ୍କ ହାତ ଥିଲା ବେଳେ ରୀୟଙ୍କ ଉପରେ ମହେଶ ଭଟ୍ଟ ଙ୍କ ହାତ ଥିଲା। ଏତେ ବଡ଼ ଲୋକଙ୍କୁ ଏ ସବୁ ଯେତେବେଳ ଜଣା ପଡିଲା, ସୁଶାନ୍ତ ସିଂ ରାଜପୁତ ଯଦି ଏହି କଥା ମିଡିଆରେ କହି ଦିଅନ୍ତି ତେଦେ ଏହି କାରଣରୁ ତାଙ୍କ ଇମେଜ ଖରାପ ହୋଇଯିବ। ଏବଂ ଯୋଉ ଡାକ୍ତର ପୋଷ୍ଟ ମୋଟମ କରୁଥିବେ ଏବଂ ପୋଲିସ ଯେଉଁ ଆତ୍ମହତ୍ୟା କେସ ବନେଇଥିବେ ଦିସା ର ଏହା ଯାଞ୍ଚ ପର୍ତାଲ୍ ଅଧିକ କଡ଼ା ହୋଇଯିବ। ଏବଂ ସୁଶାନ୍ତ ଯଦି ବି କୁହନ୍ତି ତାହାଲେ ମିଡିଆ ବି ଶୁଣିବ, କାରଣ ସୁଶାନ୍ତ ବି ବହୁତ ବଡ଼ ଅଭିନେତା ଥିଲେ।

ଏହାପରେ ସମସ୍ତେ ମିଶିକି ସନ୍ଦୀପ ଏବଂ ରିୟଙ୍କ ସହ ମିଶିକି ପ୍ଲାନ୍ କରି ଥିଲେ। ଏମାନଙ୍କ ପଛରେ ମଧ୍ୟ ବହୁତ ବଡ଼ ବଡ଼ ଲୋକଙ୍କ ହାତ ଥିଲା ଯେମିତି କି ବଡ଼ ବଡ଼ ରାଜନେତା, ଏବଂ ଅଣ୍ଡର ୱାଲ୍ଡ ରୁ ମଧ୍ୟ ଏମାନଙ୍କୁ ସାହାଯ୍ୟ ମିଳିଥାଏ । ଯେଉଁଥିପାଇଁ ଏମାନଙ୍କୁ କୌଣସି କଥାକୁ ଡର ନଥିଲା। ଏଥି ପାଇଁ ସନ୍ଦୀପ ସିଂ ଗୋଟେ ଦିନ ପୂର୍ବରୁ ରହିଥିଲେ ସୁଶାନ୍ତ ସିଂ କହିଛନ୍ତି ଘରେ । କାରଣ ଆଗରୁ ପୁରା ପୁରୀ ଭାବରେ ପ୍ଲାନ ପ୍ରସ୍ତୁତ କର ହୋଇକି ରହିଥିଲା କଣ କଣ କରାଯିବ।

ଏଥିରେ ସବୁ ନିସାନା ସୁରଜ୍ ପଞ୍ଚୋଲି ଉପରକୁ ଯାଉଛି ଏବଂ ଏ କେଶ୍ ପୁରା ଜିୟା ଖାନ୍ ସହିତ ସମାନ ହେଇ ଯାଉଛି। ଯିୟା ଖାନ୍ ବି ଏମିତି ଆତ୍ମହତ୍ୟା କରିଥିଲେ ଏବଂ ଆତ୍ମ ହତ୍ୟା ନୋଟ୍ ରେ ସେ ଲେଖିଥିଲେ କି ସୁରଜ୍ ପଞ୍ଚୋଲି ର ନାମ। କିନ୍ତୁ ଏଠାରେ ଦିସା ଙ୍କୁ ଝର୍କାରୁ ଫିଙ୍ଗି ଦିଆଯାଇଥିଲା କିନ୍ତୁ ଆତ୍ମହତ୍ୟା ନାମ ଦେଇ କେସ କୁ ଏଠାରେ ଦବାଇ ଦେଲେ ।

ଏକଥା କେତେ ସତ୍ୟ ତାହା ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ । କିନ୍ତୁ ବର୍ତ୍ତମାନ ତଥ୍ୟରୁ ଯାହା ଜଣା ପଡ଼ୁଛି ଏ କେସ ନିହାତି ଭାବରେ ସୁରଜ୍ ସହିତ କିଛି ନା କିଛି ସଂପର୍କ ରଖୁଛି। କାରଣ ସୁଶାନ୍ତ ସିଂ ରାଜପୁତ ଙ୍କୁ ବହତ ବଡ଼ ରହସ୍ୟ ଜଣା ପଡ଼ିଥିଲା ଯେଉଁଥିପାଇଁ ତାଙ୍କୁ ବହୁତ ଧମକ କଲ୍ ଆସୁଥିବ ଯେଉଁଥିପାଇଁ ସୁଶାନ୍ତ ଙ୍କୁ ଗୋଟିଏ ମାସରେ ୫୬ ସିମ୍ ବଦଳେଇବାକୁ ପଡ଼ିଥିଲା କାରଣ ଜଡି ସୁଶାନ୍ତ ମିଡିଆ ସାମ୍ନାକୁ ଚାଲି ଯାନ୍ତି ତାଙ୍କୁ ଆଉ କେହି ରକ୍ଷା କରିପାରିବେନି।

ବନ୍ଧୁଗଣ ଆପଣଙ୍କୁ କଣ ଲାଗୁଛି ଆପଣଙ୍କ ମତାମତ ଆମକୁ ନିଶ୍ଚିନ୍ତ ଦେବେ । କଣ ସୁଶାନ୍ତ ସିଂ ରାଜପୁତ ବଡ଼ ରହସ୍ୟ ଜାଣିଥିଲେ ବୋଲି ତାଙ୍କୁ ମାରି ତାଙ୍କ ମୁହଁ ବନ୍ଦ କରିଦିଆ ଗଲା??

Leave a Reply

Your email address will not be published. Required fields are marked *