ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ସୀ.ବି.ଆଇ ର ବକ୍ତବ୍ୟ ଆସିଛି, ସନ୍ଦେହ କରୁଥିବା ଲୋକଙ୍କ ମୁଁହ ବନ୍ଦ

ସୁଶାନ୍ତ ସିଂ ରାଜପୁତଙ୍କ କେସରେ ସି. ବି .ଆଇ ଆଗରୁ ଖୋଲତାଡ଼ କରୁଥିଲା । ସୁଶାନ୍ତ ମୃତ୍ୟୁ ୧୪ଜୁନ୨୦୨୦ ରେ ହୋଇଥିଲା , ସେବେଠାରୁ ତାଙ୍କର ନିଜ ଲୋକ ଏହି କେସ କୁ ଅପେକ୍ଷା କରିଛନ୍ତି । ସୁଶାନ୍ତଙ୍କ ପରିବାର ତରଫରୁ ବକ୍ତବ୍ୟ ଆସିଥିଲା ସି.ବି.ଆଇର ତଦନ୍ତ ଠିକ ଭାବରେ କରୁନାହାନ୍ତି । ଏବେ ଏହି କେସ ଡ୍ରଗ୍ସ ଆଡକୁ ବେଶୀ ଧ୍ୟାନ ଗଲାଣି । ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଥିଲେ ତାଙ୍କୁ ସି.ବି.ଆଇର ତଦନ୍ତ ଅପେକ୍ଷାରେ ଅଛନ୍ତି । ସେ ଜାଣିବାକୁ ଚାହୁଁଛନ୍ତି ସୁଶାନ୍ତ ସିଂଙ୍କର ହତ୍ୟା ହେଇଛି ନା ଆତ୍ମହତ୍ୟା ।

ସୁଶାନ୍ତ ଙ୍କର ମୂର୍ତ୍ଯୂକୁ ନେଇ ଆସିଛି ସି.ବି.ଆଇର ବୟାନ:

ଏହି ସମୟରେ ସି.ବି.ଆଇର ଗୋଟିଏ ବଡ ବୟାନ ସାମ୍ନାକୁ ଆସିଛି । ସୋମବାର ଜାରିହେଇ ଥିବା ବୟାନ ରେ ସି.ବି.ଆଇ କହିଛି -ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସଠିକ ମାଧ୍ୟମରେ  ଯାଞ୍ଚ କରାଯାଉଛି । ଏଥିରେ ସବୁ ପକ୍ଷକୁ ଗୁରୁତ୍ଯ ଦିଆଯାଉଛି ଆଜିଯାଏ କୋଉ ପକ୍ଷକୁ ଛଡ଼ାଯାଇନାହିଁ ତଦନ୍ତ ଚାଲୁ ରହିଛି ।

ପରିବାର କୁ ପଚରା ଉଚରା କରାଯିବ:

କୁହାଯାଉଛି ସି.ବି.ଆଇ ପୁଣିଥରେ ତାଙ୍କ ପରିବାରକୁ ପଚରା ଉଚରା କରିପାରେ । ଜଣାପଡ଼ିଛି ଏହାପୂର୍ବରୁ ପ୍ରିୟଙ୍କା ଏବଂ ନିତୁ କୁ ଗୋଟେ ଥର ପଚରାଉଚରା କରିସାରିଛି । ସୁଶାନ୍ତ ସିଂ କର ଭୀଣେଇ ଆଇ. ପି. ଏସ ଓପି ସିଂଙ୍କ ନାମ ମଧ୍ୟ ଅଛି ଏହି ତାଲିକା ରେ ଅଛି । ଏହାକୁ ଛାଡି ସି.ବି.ଆଇ ରାମ ମନୋହର ଲୋହିଆ ଅରପାଲ ର ଡାକ୍ତର ତରୁଣ ଙ୍କୁ ଭି ପଚରାଉଚରା କରିବ । ଏହା ଜାଣିବା ପାଇଁ କହୁଛୁ କି ସି.ବି.ଆଇ ଏସବୁ ପଚରାଉଚରା କରୁଛି ଧାରା ୩୦୬ ଆତ୍ମହତ୍ୟା ପାଇଁ କରୁଛି ।

ଏବେ ଜାଏ ମିଲିନି ହତ୍ୟାର ପ୍ରମାଣ:

ସୁଶାନ୍ତ କେସ ରେ ସି.ବି.ଆଇ ଏପର୍ଯ୍ୟନ୍ତ ହତ୍ୟାର କୌଣସି ପ୍ରମାଣ ପାଇନାହିଁ । ଏଥିପାଇଁ ଏହି ତଦନ୍ତ ସୁଇସାଇଡ ପରି କରୁଛି । ଏବେ ଜାଣିବାକୁ ଚେଷ୍ଟା କରୁଛି କିଏ ଏ କେସ ରେ ଅଛି ଜିଏ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛି ।

କହିରଖୂଚୂକି ସୁଶାନ୍ତ ପରିବାର ପାଟନା ରେ ଦେଇଥିବା ଅଭିଯୋଗ ରେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ଆତ୍ମହତ୍ୟା ପାଇଁ ଦାୟୀ ବୋଲି ଦୋଷାରୋପ କରିଛନ୍ତି । ହେଲେ ରିୟା ଡ୍ରଗ୍ସ ମାମଲାରେ ପୋଲୀସର ନଜରରେ ଅଛି । ସିଦ୍ଧାର୍ଥ ପିଠାଣି କହିଛନ୍ତି ସୁଶାନ୍ତ ଙ୍କ ପରିବାର ରିୟା କୁ ପସେଈଛନ୍ତି ବୋଲି ଦୋଷଦେଉଛନ୍ତି । ଏହି ସମୟରେ ରିୟା ଅଭିଯୋଗ କରୁଛନ୍ତି ସୁଶାନ୍ତ ଙ୍କ ଭଊଣୀ ଔଷଧ ଦେଇଥିଲେ , ସୁଶାନ୍ତଙ୍କ ବ୍ୟାଙ୍କ ଖାତାରେ ତାଙ୍କ ଭଊଣୀ ପ୍ରିୟଙ୍କା ନୋମିନି ଅଛନ୍ତି ବୋଲି ସନ୍ଦେହ କରୁଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *