ବନ୍ଧୁଗଣ ହେଇପାରେ ଆପଣ ବହୁତ ପ୍ରେତ ଅଥବା କଳା ଯାଦୁ କୁ ବିଶ୍ୱାସ କରୁଥିବେ କି ନାହିଁ । କିନ୍ତୁ କଳା ଯାଦୁ ସବୁବେଳେ ସୁନ ଶାନ୍ ଜାଗାରେ ହୋଇଥାଏ। ଆପଣଙ୍କୁ ଏଥାରେ କହି ରହିବୁ କି ଏମିତି ବହୁତ ଯାହା ଅଛି ଯେଉଁଠି ଭୂତ ପ୍ରେତ ଇଲାକା ପାଇଁ ସରକାର ସେ ଜାଗାକୁ ଵ୍ୟାନ ମଧ୍ୟ କରୁଛନ୍ତି।
ହୁଏତନା ଆପଣ ମାନେ ରାଜସ୍ଥାନ ସ୍ଥିତ ଉଦୟପୁର ଜିଲ୍ଲାରେ ଭାନୁଗଡ ନା ସୁଣିଥିବେ ଯାହାକୁ ଭୂତ ମାନଙ୍କ ବାସ ସ୍ଥଳି ମଧ୍ୟ କୁହାଯାଏ। କଲାଜାଦୁ କରିବାକୁ ଲୋକ ମାନେ ଏହି ଜାଗାକୁ ଏକଲା ଯାଇଥାନ୍ତି। ଆପଣଙ୍କୁ ଆଜି କହିବୁ କି ଜଣେ ବ୍ୟକ୍ତି ଦାବି କରିଛି କି ସୁଶାନ୍ତ ଙ୍କ ଆତ୍ମା ସହ ସେ କଥା ହେଉଛନ୍ତି। ଆସନ୍ତୁ ଜାଣିବା ସୁଶାଙ୍କ ଆତ୍ମା ବିଷୟରେ କଣ କହିଲେ।
ଆପଣଙ୍କୁ ଏଠାରେ କହି ରଖୁଛୁ କି କଳା ଯାଦୁ ସାହାରାରେ ଭୂତ ପ୍ରେତଙ୍କ ସହ କଥା ହୋଇ ପାରନ୍ତି। ପରାନର୍ମଳ ମିଟର ଦ୍ଵାରା ଭୂତ ସହିତ କଥା ବାର୍ତ୍ତା ହୋଇଥାଏ । ଏହା ଏକ ବୈଜ୍ଞାନିକ ପଦ୍ଧତି ଅଟେ ଯାହାଦ୍ଵାରା ମୃତ ଲୋକଙ୍କ ସହ କଥା ବାର୍ତ୍ତା ହୋଇଥାଏ।
ଏଠାରେ ଆପଣଙ୍କୁ କହି ରଖୁଛୁ କି ଭୂତ ପ୍ରେତ ହେଉଛନ୍ତି ଗୋଟେ ଶକ୍ତି ଯାହା ଶରୀର ମରିଗଲେ ବି ଆତ୍ମା ମରେ ନାହିଁ । ଆତ୍ମା ଅମର ବୋଲି ଭଗବତ୍ ଗୀତା ରେ ମଧ୍ୟ ଉଲ୍ଲେଖ ଅଛି। ଯେପରି ଇଲେକ୍ଟ୍ରିା କରେଣ୍ଟ ଗୋଟେ ଶକ୍ତି ବାସ ତାକୁ ଦେଖିବାକୁ ଗୋଟେ ମାଧ୍ୟମ ଦରକାର ପଡେ ଯେପରି କରେଣ୍ଟ ବଲ୍ ଦ୍ଵାରା କନେକ୍ଟ ହେଲେ ବଲ ଜଳିଥାଏ ସେହିପରି ଭୂତ ସହ କଥା ହେବାକୁ ତାଙ୍କ ଭାଷାକୁ ଶୁଣିବାକୁ ଘୋଷ୍ଟ୍ ପାରମିଟର ର ବ୍ୟବହାର କରାଯାଇଥାଏ ଯାହାର ଫ୍ରିକୁଅନ୍ସ ସାହାଯ୍ୟରେ କଥା ଶୁଣି ହୁଏ।
ସେ ବ୍ୟକ୍ତିର କହିବା ମୁତାବକ ଆତ୍ମା କହିଥିଲା କି ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରି ନାହାନ୍ତି ତାଙ୍କର ମଡ଼ର ହୋଇଛି। ଏବଂ ସେ ତାଙ୍କ ପ୍ରେମିକା ଅଙ୍କିତ ଙ୍କୁ ଝୁରୁଥିଲେ ପଚାରିଥିଲେ ଏବଂ ଆତ୍ମା ହିଁ ବୋଲି କହିବା ସହ ସୁଶାନ୍ତ ସିଂ ରାଜପୁତ ତାଙ୍କ ବାପାଙ୍କୁ ଅଧିକ ଖୋଜୁଥିଲେ ବୋଲି କହିଥିଲା।
ବନ୍ଧୁଗଣ ଯଦି ଭଗବାନ ଅଛନ୍ତି ଯାହାଙ୍କୁ ଆମେ କେବେ ଦେଖି ପାରିନାହାନ୍ତି ତଥାପି ସମସ୍ତେ ବିଶ୍ୱାସ କରନ୍ତି ଏମିତିକି କୋର୍ଟ ରେ ଗୀତ ଛୁଇଁ ଶପଥ ପାଠ ମଧ୍ୟ କରାଯାଏ। ତାହାଲେ କୋଉଠି ନା କୋଉଠି ଭୂତ ପ୍ରେତ ଏସବୁ ସତ ରେ ଥାଇ ପାରନ୍ତି ବୋଲି ବହୁତ ଲୋକ ବିଶ୍ୱାସ କରନ୍ତି ।
ବନ୍ଧୁଗଣ କଣ ଆପଣ ଭୂତ ପ୍ରେତକୁ ବିଶ୍ଵାସ କରନ୍ତି? କମେଣ୍ଟ୍ ରେ ଆପଣଙ୍କ ମତା ମତ ନିଶ୍ଚୟ ଜଣେଇବେ।