ସୁଶାନ୍ତ ସିଂ ରାଜପୁତ ଙ୍କ ଚାକର ବହୁତ ଦିନ ହେଲା ତାଙ୍କର କୌଣସି ଖୋଜ ଖବର ମିଳୁନାହିଁ। ଏବଂ ସେ କୋଉଠି ଓ ଜଣ କରୁଛନ୍ତି କାହାକୁ କିଛି ଜଣା ନାହିଁ। କୁହାଯାଉଛି ସୁଶାନ୍ତ ସିଂ ରାଜପୁତ ଙ୍କ ଚାକର ଧରା ପଡ଼ିବା ଭୟରେ ବାରମ୍ବାର ନିଜ ବୟାନ ବାରମ୍ବାର ବଦଳାଉଥିଲେ। ଏଥି ପାଇଁ ସୁଶାନ୍ତ ସିଂ ରାଜପୁତ ଙ୍କ ହତ୍ୟାକାରୀ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କ ଚାକରକୁ ମାରି ଦେଇଛନ୍ତି।
କଥା ଏହାକି ଯେଉଁ ଚାକରକୁ ସୁଶାନ୍ତ ସିଂ ରାଜପୁତ ହୃଦୟର ବହୁତ ନିଜର ଭାବୁଥିଲେ, ସେହି ଲୋକ ସୁଶାନ୍ତ ସିଂ ରାଜପୁତ ଙ୍କ ଜୀବନ ନେଇ ଯାଇଛି। ଆଜ୍ଞା ହଁ ବନ୍ଧୁଗଣ, ସୁଶାନ୍ତ ସିଂ ରାଜପୁତ ଙ୍କ ଚାକର ର ବୟାନ ଯେବେ ପୋଲିସ ନେଲା ସେତେବେଳେ ସେ କହିଥିଲେ କି ସକାଳୁ ସୁଶାନ୍ତ ସିଂ ରାଜପୁତ ତାଙ୍କୁ ଯୁସ୍ ମାଗିଥିଲେ ଓ ଲଞ୍ଚ କଣ ହେବ ମଧ୍ୟ ପଚାରିଥିଲେ ତା ପରେ ସେ ତାଙ୍କ ରୁମ କୁ ଚାଲି ଯାଇଥିଲେ। ତାପରେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଦେଇଥିଲେ ।

କିନ୍ତୁ ଚାକର ଠାରୁ ଯେବେ ପୁନଃ ବୟାନ ନିଆଯାଇଥିଲା ସେତେବେଳେ ସେ ତାଙ୍କ ବୟାନ ରେ ସେ କଥାକୁ ବଦଳେଇ ଦେଇଥିଲେ। ସେବେ ସେ କହିଲେ କି ସୁଶାନ୍ତ ସିଂ ରାଜପୁତ ନାହିଁ ଜୁସ୍ ମାଗିଥିଲେ ନାହିଁ ଲଞ୍ଚ ରେ କଣ ହେବ ପଚାରିଥିଲେ ସେ ସିଧା ତାଙ୍କ ରୁମ ଭିତରକୁ ପଲେଇଥିଲେ। ଏବଂ ତାପରେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଦେଲେ।
ବନ୍ଧୁଗଣ ସୁଶାନ୍ତ ସିଂ ରାଜପୁତ ଙ୍କ ଚାକର ବାରମ୍ବାର ନିଜର ବୟାନ ବଦଲାଉଥିଲେ । ଏବଂ ସୁଶାନ୍ତ ସିଂ ରାଜପୁତ ଙ୍କ ଚାକର ସୁଶାନ୍ତ ସିଂ ରାଜପୁତ ଙ୍କ ହତ୍ୟାକାରୀଙ୍କ ଠାରୁ ଏକ ମୋଟାଙ୍କର ଟଙ୍କା ନେଇଥିଲେ । କିନ୍ତୁ ବନ୍ଧୁଗଣ ଯେତେବେଳେ ସୁଶାନ୍ତ ସିଂ ରାଜପୁତ ଙ୍କ ହତ୍ୟାକାରୀଙ୍କ ଯେତେବେଳେ ଲାଗିବାକୁ ଲାଗିଲା କି କେତେବେଳେ ସୁଶାନ୍ତ ସିଂ ରାଜପୁତ ଙ୍କ ଚାକର ନିଜ ମୁହଁ ନ ଖୋଲି ଦିଅନ୍ତୁ। ଏଥିପାଇଁ ଏବେ ସୁଶାନ୍ତ ସିଂ ରାଜପୁତ ଙ୍କ ହତିୟାରା ସୁଶାନ୍ତ ସିଂ ରାଜପୁତ ଙ୍କ ଚାକର ଙ୍କୁ ନିଜ ରାସ୍ତାରୁ ହଟାଇବାକୁ ମାରିଦେଇଛନ୍ତି।

ଏଥିପାଇଁ ସୁଶାନ୍ତ ସିଂ ରାଜପୁତ ଙ୍କ ଚାକର ଙ୍କ ବର୍ତ୍ତମାନ କୌଣସି ଖୋଜ ଖବର ମିଳୁନାହିଁ। ସେ ଆସି ଏବେ କୋଉଠି କଣ କରୁଛନ୍ତି କାହାକୁ କିଛି ଖବର ନାହିଁ। ପୋଲିସ ବି ଏହାର ଯାଞ୍ଚ କରିବାରେ ଲାଗିଛନ୍ତି। ସୁଶାନ୍ତ ସିଂ ରାଜପୁତ ଙ୍କ ଏବେ ପର୍ଯ୍ୟନ୍ତ କୌଣସି ପ୍ରକାର ସୂଚନା ମିଳି ପାରିନାହିଁ। ବନ୍ଧୁଗଣ ଯଦି ସୁଶାନ୍ତ ସିଂ ରାଜପୁତ ଙ୍କ ଚାକର ର କୌଣସି ଖବର ମିଳେ ତେବେ ଆପଣଙ୍କୁ ଯଥା ଶିଘ୍ର ଏହି ସୂଚନା ଦିଆଯିବ।
ବନ୍ଧୁଗଣ ସୁଶାନ୍ତ ସିଂ ରାଜପୁତ ଙ୍କ ପାଇଁ ହୃଦୟରୁ ଗୋଟେ ଲାଇକ ଓ ସେୟାର କରନ୍ତୁ ଏବଂ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବା ପାଇଁ CBI ଯାଞ୍ଚ ଲାଗି ” justice for Sushant”ବୋଲି ଲେଖି ଦିଅନ୍ତୁ