ସୁଶାନ୍ତ ସିଂ ରାଜପୁତ ଙ୍କ ଏ ପର୍ଯ୍ୟନ୍ତ CBI ତଦନ୍ତ ହେଉ ନାହିଁ । ଏବଂ ସୁଶାନ୍ତ ସିଂ ରାଜପୁତ ଙ୍କ ଭଉଣୀ ଯିଏ ମୁମ୍ବାଇରେ ରହୁଥିଲେ ସେ ଲଗାତାର ଏହି କେସ ରେ ଯୋଡ଼ା ଯାଉଛି । ବର୍ତ୍ତମାନ ଏବେ କିଛି ପ୍ରମାଣ ମିଳି ଯାଇଛି ଶେଷରେ ଏହି କେସ ରେ କିଛି ହାତ ତାଙ୍କର ମଧ୍ୟ ରହିଛି । ବର୍ତ୍ତମାନ ଏକ ଭିଡ଼ିଓ ଭାଇ ରାଲ ହେଉଛି ସୁଶାନ୍ତ ସିଂ ଙ୍କ ଭଉଣୀ ସେଇ ଫ୍ଲାଟ୍ ରେ ଦେଖାଯାଉଥିଲେ ସେଇ ଦିନ ଯେଉଁଦିନ ସୁଶାନ୍ତ ସିଂ ରାଜପୁତ ଙ୍କ ମୃତୁ ହୋଇଥିଲା ।
କାହାର ଭାଇ ଘରେ ମରିକି ପଡ଼ିଥିବ ଓ ସେ ବାହାରେ ଛିଡ଼ା ହୋଇ ସନ୍ଦୀପ ସହ କଥା ବାର୍ତ୍ତା କରୁଛି ସେ ପୁଣି ସମ୍ପୂର୍ଣ ସ୍ଵାଭାବିକ ଭାବରେ । ଏ ଭଉଣୀ ଜଣଙ୍କ ସନ୍ଦୀପ ସହ କଥା ହେବା ସହିତ ନିଜର ଚୁଟି ସଜାଡିବାରେ ଲାଗିଛି ଏବଂ ନା ତାଙ୍କ ଚେହେରାରେ କିଛି ଫରକ ଦେଖା ଯାଉଛି ନା ତାଙ୍କ ବଡ଼ି ଲାଙ୍ଗୁଏଜ୍ ରୁ କିଛି ବି ଫରକ ଦେଖା ଯାଉଛି । ଏହା ଭିତରେ ସନ୍ଦୀପ କୁ କେହି ଜଣେ ଡାକିଛି ତ ସନ୍ଦୀପ ଯାଇ ସେଠାରେ ଦେଖୁଛି ଏବଂ ସେହି ସମୟରେ ସନ୍ଦୀପ କୁ ଜଣା ପଡ଼ିଯାଇଥିଲା କେହି ଜଣେ ତାଙ୍କ ଭିଡ଼ିଓ ସୁଟିଂ କରୁଥିଲେ ତ ସେ ସୁଶାନ୍ତ ଙ୍କୁ ଭଉଣୀଙ୍କୁ ଏକଥା ମଧ୍ୟ କହିଛନ୍ତି।
ଯଦି ଅନ୍ୟ କୌଣସି ଏକ ଭଉଣୀକୁ ଏ ଭିଡ଼ିଓ ଦେଖିବ ସେ ନିଶ୍ଚିନ୍ତ କହିବ କି ଏଭଉଣୀ ନିଶ୍ଚିନ୍ତ ଏଥିରେ ସାମିଲ ଅଛି । କାରଣ ଭଉଣୀଙ୍କୁ ଏହି ସମୟରେ ସୁଶାନ୍ତ ସିଂ ଙ୍କ ପାଖରେ ହେବା ଦରକାର ଥିଲା ଏବଂ ତାଙ୍କ ବଡ଼ି ଲାଂଗୁଏଜ୍ ରୁ ତ ବିଲକୁଲ୍ ବି ଜନା ପଡୁନି ସେ ଦୁଃଖୀ ବୋଲି । ଦୁନିଆରେ ଏମିତି କୋଉ ଭଉଣୀ ଥିବା ଭାଇ ସହ ଏମିତି କିଛି ବଡ଼ ଘଟଣା ଘଟିଥିବ ଓ ସେ ବାହାରେ ଆସି ସନ୍ଦୀପ ସିଂ ସହ ଏମିତି କଥା ହେଉଥିବ। ସନ୍ଦୀପ ସିଂ ସେଇ ଲୋକ ଯାହା ଉପରେ ପ୍ରଥମରୁ ସବୁ ସନ୍ଦେହ ତାଙ୍କ ଉପରେ ଥିଲା ଏବଂ ତାଙ୍କ ଭଉଣୀଙ୍କ ଉପରେ ଯେଉଁ ସନ୍ଦେହ ଥିଲା ତାହା ବର୍ତମାନ ଲୋକ ସତ ବୋଲି ବିଶ୍ୱାସ କରିବାକୁ ଲାଗିଛନ୍ତି ।
ଏହା ମଧ୍ୟ କୁହାଯାଉଛି ସୁଶାନ୍ତ ସିଂ ଭଉଣୀଙ୍କୁ ଯଦି କିଛି ଫରକ ପଡି ଥାଆନ୍ତା ସେ ନିଶ୍ଚିନ୍ତ ପାଟନା ଯାଇଥାନ୍ତେ । ଭାଇର ଅନ୍ତିମ ଶୁଦ୍ଧି କ୍ରିୟାରେ ସାମିଲ ହୋଇଥାନ୍ତେ । ଏବଂ ଦୁଇ ଦିନ ହେଲାଣି ପୋଲିସ ଲଗାତାର ଡାକୁଛି ବୟାନ ଦର୍ଜ୍ କରିବାକୁ ହେଲେ ସୁଶାନ୍ତ ସିଂ ଙ୍କ ଭଉଣୀ ସୁଶାନ୍ତ ଙ୍କ ଫାର୍ମ ହାଉସ ରେ ଅଛି ଏବଂ ସେ ଯିବାର କୌଣସି ନା ଧରୁ ନାହାନ୍ତି। ଏହାର ଅର୍ଥ ଏହି କେସ ରେ ବର୍ତ୍ତମାନ ବି ବହୁତ ସାରା କେଶ ଲୁଚିକି ରହିଛି ।
ଏଠାରେ ଏକ ବଡ଼ ପ୍ରଶ୍ନ ଯଦି ପରିବାର ର ଲୋକ CBI ତଦନ୍ତ ପାଇଁ ନ କୁହନ୍ତି ତାହାଲେ ହୋଇ ପାରେ CBI ତଦନ୍ତ ନ ହୋଇପାରେ। ଏବଂ ଯଦି ଭଉଣୀକୁ ମୁମ୍ବାଇ ପୋଲିସ୍ ଆଉଥରେ ଡାକି ପଚାରେ ଏବଂ ସୁଶାନ୍ତ ଭଉଣୀ ପୁଣି କହିବ ” ହଁ ମୁଁ ଦେଖିଥିଲି କି ସେ ସୁସାଇଟ କରିଛନ୍ତି ” ତାହାଲେ ଏଥିରେ ପରିଷ୍କାର ଜଣା ପଡୁଛି ଏଥିରେ କି କେସ ବନ୍ଦ ହୋଇଯିବ। କାରଣ ଏଠାରେ ପରିବାର ଲୋକ ଯଦି ସପୋର୍ଟ କରିବେନି ତାହାଲେ କେସ ଆଗକୁ କେମିତି ଯିବ?
ଯେଉଁଠି ପରିବାର ଓ ନିଜ ଭଉଣୀ ମଧ୍ୟ ସାଥ ଦେଉନାହାନ୍ତି ସାଧାରଣ ଜନତା କେତେ ଲଢ଼ିବେ। ୧ ମାସ ବିତଯିବା ପରେ ବି CBI ତଦନ୍ତ ଏ ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ । ଏଠାରେ ଏକ ବଡ଼ ଖବର ପାଟନା ର ପପୁ ଯାଦବ ଯିଏ ସେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥଲେ ଯେଉଁଥିରେ ଅମିତ୍ ଶାହା ଙ୍କ ଉତ୍ତର ଆସିଛି । ତାଙ୍କ କହିବା ମୂତାବିକ୍ ଆମକୁ ସେ ଚିଠି ମିଳି ଯାଉଛି ଆମେ ସେ ଚିଠି କୁ ଆଗକୁ ପଠେଇବୁ ଯଦି ସେଥିରେ CBI ତଦନ୍ତ ହେବ ତ ଆମେ କରେଇବୁ । ଏଠାରେ ବଡ଼ ପ୍ରଶ୍ନ CBI ତଦନ୍ତ ସେତେବେଳେ ହେବ ଯେତେବେଳେ ପରିବାର ଲୋକଙ୍କ ସପୋର୍ଟ ମିଳିବ କିନ୍ତୁ CBI ତଦନ୍ତ ହେଉ କି ନ ହେଉ କିଛି ବି ଯାଇ ଆସେ ନାହିଁ ଭଳି ଲାଗୁଛି। ଯଦି ଏଥିରେ ନିଜ ଭଉଣୀର ହାତ ଥିବା କେହି ପରିବାର କହିବନି ।
ସାଧାରଣ ଜନତା କେତେ ଦିନ ଲଢିବ ଯେତେବେଳେ ପରିବାର ଲୋକ ଏବଂ ନିଜ ଭଉଣୀ CBI ତଦନ୍ତ ପାଇଁ କୌଣସି ଦାବି ନାହିଁ। ଏ ଭିଡ଼ିଓ ଭାଇରାଲ୍ ହେବା ପରେ ଲୋକ ମାନେ ଏହା ମାନିବାକୁ ବାଧ୍ୟ ହେଉଛନ୍ତି କି ତାଙ୍କ ଭଉଣୀ ହିଁ ଏହି କେସ ରେ ସମ୍ପୃତ ଅଛନ୍ତି ଏହା ତ ପୁରା ପ୍ରମାଣ ର ସହିତ କୁହା ଯାଇ ପାରିବ ନାହିଁ କିନ୍ତୁ ଭଉଣୀଙ୍କ ଶୁଦ୍ଧିକ୍ରିୟା କୁ ନ ଯିବା ଏବଂ CBI ତଦନ୍ତ ପାଇଁ କୌଣସି ଦାବି ନ କରିବା ।
ଏହି ଭିଡ଼ିଓ ଭାଇରାଲ ହେବା ପରେ ଜଣା ପଡୁଛି କି ସୁଶାନ୍ତ ସିଂ ଙ୍କ ଭଉଣୀ “ନିତୁ” ଆଗରୁ ସନ୍ଦୀପ ଏବଂ ଅନ୍ୟ ସାଙ୍ଗ ମାନଙ୍କୁ ଜାଣିଥିଲେ ନିହାତି ତାଙ୍କର ଏହି କେସ ରେ ହାତ ଅଛି । ଯେଉଁ ପୁଅକୁ ପାଇବାକୁ ୩ ବର୍ଷ ମାନସିକ କଳା ପରେ ଗୋଟେ ପୁଅ ପରିବାର ଲୋକ ପାଇଥିଲେ ଏବଂ ବହୁତ ଭଲ ପାଉଥିଲେ ଏବଂ ବଲିଉଡ୍ ଜଗତରେ ବଡ଼ ବଡ଼ କଳାକାରଙ୍କୁ ପଛରେ ପକେଇ ଆଗକୁ ବଢ଼ି ଚାଲିଥିଲେ ଏଭଳି ପୁଅ ଯିବା ପରେ CBI ତଦନ୍ତ ପାଇଁ ପରିବାର ପକ୍ଷରୁ ଦାବି ହେବନି। ହୋଇପାରେ ପରିବାର ର କେହି ଏଥିରେ ସାମିଲ ଅଛନ୍ତି ଜାଣି ପରିବାର ଲୋକ ନୀରବ ଅଛନ୍ତି। ଆପଣ ମାନେ ନିତୁର ପ୍ରଥମ ଭିଡ଼ିଓ ଦେଖି ଥାଇ ପାରନ୍ତି ଯେଉଁଥିରେ ସୁଶାନ୍ତ ସିଂ ରାଜପୁତ ମରି ପଡ଼ିଥିବା ବେଳେ ତାଙ୍କ ଆଖିରେ ଲୁହ ନଥିଲା ବରଂ ଲୋକଙ୍କ ସହ କଥା ହୋଇ କଣ କହୁଥିଲେ।
ଆପଣଙ୍କୁ କଣ ଲାଗୁଛି ଆମକୁ କମେଣ୍ଟ ରେ ନିଶ୍ଚିନ୍ତ ଜଣେଇବାକୁ ଅନୁରୋଧ । ସୁଶାନ୍ତ ସିଂ ରାଜପୁତ ଙ୍କ ପାଇଁ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ।