ସୁଶାନ୍ତ ସିଂ ରାଜପୁତ ଙ୍କ ମୃତୁକୁ ନେଇ ଖୋଲିଲା ବଡ଼ ରାଜ, ଜଣାନ୍ତୁ ସବୁଜ କପଡ଼ାର କଳା କାରନାମା…

ସୁଶାନ୍ତ ସିଂ ରାଜପୁତ ଏକ ନୀଳ ରଙ୍ଗର କପଡ଼ାରେ ଆତ୍ମହତ୍ୟା କରିଥିଲେ, ଯାହା ଆପଣ ମାନେ ଆଗରୁ ଟିଭି ଓ ବିଭିର୍ନ ନିୟୁଜ ମାଧ୍ୟମରେ ଦେଖିଥିବେ | ସେଥିରେ କୁହାଯାଇଥିଲା କି ଯେଉଁ ନୀଳ ରଙ୍ଗର କପଡା ରେ ଆତ୍ମାହତ୍ୟା କରାଯାଇଥିଲା ତାହା ବେଡ଼ ଉପରେ ଥିଲା କିନ୍ତୁ ଯେତେବେଳେ ସୁଶାନ୍ତ ରାଜପୁତଙ୍କ ଭଉଣୀ ଆସିଲେ ତ ସେତେବେଳେ ସେହି ନୀଳ କପଡା ପଙ୍ଖାର ଝୁଲୁଥିବାର ଦେଖିବାକୁ ମିଳିଥିଲା | ଆଜି ଆପଣଙ୍କ ମନରୁ ବହୁତ ବଡ ବଡ ରହସ୍ୟ ଉପରୁ ପରଦା ଉଠେଇବୁ | ଏହା ସହିତ କପର ହସ୍ପିଟାଲ ର ରାଜ ବି ଆପଣଙ୍କୁ କହିବୁ | ପୋଲିସ ର ଯେଉଁ ଭିଡିଓ ଭାଇରଲ ହୋଇଥିଲା ଯେତେବେଳେ ସୁଶାନ୍ତ ରାଜପୁତ ମରିଗଲା ପରେ ପୋଲିସ ଆସିଥିଲେ ସେହି ସମୟରେ ଏକ ଭିଡିଓ ଭାଇରଲ ହୋଇଥିଲା ଏବଂ ସେହି ଭିଡିଓରେ ମରାଠୀ ଭାଷାରେ ଯାହା କୁହା ଯାଇଥିଲା ତାହା ଉପରେ ମଧ୍ୟ ଆଜି ଆମେ ଆପଣଙ୍କୁ କହିବୁ |

କୂପର ହସ୍ପିଟାଲ ଓ ଅନ୍ୟ ଷ୍ଟାର

ବହୁତ ଜଣ ଶୁଣା ଏବଂ ବହୁତ ଦାମୀ ହସ୍ପିଟାଲ ସହ ଏହା ମଧ୍ୟ ବହୁତ ବଡ ହସ୍ପିଟାଲ | ଆପଣ ମାନଙ୍କୁ କହି ରଖୁଛୁ କି ସୁଶାନ୍ତ ସିଂ ରାଜପୁତଙ୍କ ପୋଷ୍ଟମୋଟମ ମଧ୍ୟ ଏଠାରେ ହିଁ ହୋଇଥିଲା | ଏହି ଡାକ୍ତରଖାନରେ ଯେତେ ବି ସବୁ ଷ୍ଟାର ସୁସାଇଡ କରିଥିଲେ ତାଙ୍କର ପୋଷ୍ଟମୋଟମ ଏଠାରେ ହୋଇଛି | ଆପଣ ମାନେ ଜାଣିଥିବେ ୧୭୦୦ ମସିଆରେ ହିରୋ ହିରୋଇନ ବହୁତ ପ୍ରସିଦ୍ଧ ଥିଲେ | ସେହି ସମୟରେ ପ୍ରବୀଣ ବାବି ଥିଲେ ଓ ସେହି ସମୟରେ ସେ ମହେଶ ଭଟ୍ଟଙ୍କୁ ପ୍ରେମ କରୁଥିଲେ | କୌଣସି କାରଣରୁ ତାଙ୍କ ସମ୍ପର୍କ ତୁଟି ଯାଇଥିଲା ତାପରେ ତାଙ୍କୁ ସମସ୍ତେ କହିବାକୁ ଲାଗିଲେ କି ସେ ମାନସିକ ସ୍ତରରେ ଠିକ ନାହାନ୍ତି |

ତାଙ୍କୁ ଭୁତ ଦେଖାଯାଉଛି ତାଙ୍କୁ ଅଜଣା ଲୋକ ଦେଖା ଯାଉଛନ୍ତି ଏମିତି ବି କୁହା ଯାଉଥିଲା କି ଗୋଟେ ଦିନ ପ୍ରବୀଣ ବାବି ଛୁରୀ ଧରି ଛିଡା ହେଇଥିଲେ ଓ ତାଙ୍କୁ କିଛି ଲୋକ ମାରିବାକୁ ଚେଷ୍ଠା କରୁଛନ୍ତି ବୋଲି ମଧ୍ୟ କହିଥିଲେ | ଏମିତି ବହୁତ ସାରା କଥା ଲେଖା ଯାଇଥିଲା ଯାହା ଆପଣ ଇଣ୍ଟର ନେଟ ରେ ପଢି ପାରିବେ | ତାଙ୍କୁ ମାନସିକ ରୋଗୀ ଘୋଷଣା କରିଦେବା ପରେ କିଛି ଦିନପରେ ସେ ଆତ୍ମହତ୍ୟା କରି ଦେଇଥିଲେ | ସେଥିରେ ମୃତୁର କାରଣ ଏହା କୁହାଯାଇଥିଲା କି ତାନଙ୍କର କିଛି ଅଙ୍ଗ ଅଚଳ ହୋଇଯାଇଥିଲା | ତାଙ୍କୁ ମଧ୍ୟ ସେଇ କୂପର ହସ୍ପିଟାଲ କୁ ପୋଷ୍ଟମୋଟମ ପାଇଁ ପଠା ଯାଇଥିଲା |

ଦିବ୍ୟ ଭାରତୀ:

୧୯୯୩ ରେ ଦିବ୍ୟ ଭାରତୀଙ୍କର ମୃତୁ ହୋଇଥିଲା | ମୃତୁର ଯେଉଁ କାରଣ କୁହାଯାଏ ଉକିପିଡ଼ିଆରେ ଲେଖା ଅଛି କି ଏହା ଏକ ଆକ୍ସିଡେଟ ବୋଲି | କିନ୍ତୁ କିଛି ଲୋକ ଏମିତି କୁହନ୍ତି କି ସେ ଆତ୍ମା ହତ୍ୟା କରିଥିଲେ | କିଛି ଲୋକ ଏମିତି ମଧ୍ୟ କୁହନ୍ତି କି ଦିବ୍ୟ ଭାରତୀଙ୍କୁ ମାରି ଦିଆଯାଇଥିଲା | ଯେଉଁ ଲୋକ କୁହନ୍ତି ଦିବ୍ୟ ଭାରତୀ ଆତ୍ମହତ୍ୟା କରିଛନ୍ତି ସେ ମଧ୍ୟ ଏହା କୁହନ୍ତି ଯେ ସୁଶାନ୍ତ ସିଂ ରାଜପୁତଙ୍କ ଭଳି କୂପର ହସ୍ପିଟାଲ ରେ ତାନଙ୍କର ମଧ୍ୟ ପୋଷ୍ଟମୋଟମ କରାଯାଇଥିଲା | ସେ ମଧ୍ୟ ଡିପ୍ରେସନ ରେ ରେ ଥିଲେ ଓ ଅଟେ କାମ ବୟସରେ ଏତେ ଡିପ୍ରେସନ ସେ ସହି ପାରିନଥିଲେ ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥିଲେ |

ଜିଆ ଖାନ:

ଆପଣ ମଧ୍ୟ ଜିଆଖାନ କଥା ଜାଣିଥିବେ ତାଙ୍କୁ ମଧ୍ୟ ଆତମହତ୍ୟା ର ଆରୋପ ଲଗେଇ ମାରି ଦିଆଗଲା | ତାଙ୍କୁ ମଧ୍ୟ ପୋଷ୍ଟମୋଟମ ପାଇଁ କୁପର ହସ୍ପିଟାଲ ନିଆଯାଇଥିଲା | ସୁଶାନ୍ତ ସିଂ ରାଜପୁତ ଯାହାଙ୍କର ମୃତୁ 14 ଜୁନ କୁ ହୋଇଥିଲା ତାଙ୍କ ମୃତୁ ମରେ ତାଙ୍କୁ ମଧ୍ୟ ପୋଷ୍ଟମୋଟମ ପାଇଁ ସେହି ହସପିଟାଲକୁ ପଠାଯାଇଥିଲା | ଏଠାରେ ଆପଣଙ୍କୁ କହି ରଖିବୁ କୁ ଯେତେବେଳେ କି ସୁଶାନ୍ତ ସିଂ ରାଜପୁତ ଙ୍କ ଘର ଠାରୁ କୁପର ହସ୍ପିଟାଲ ବହୁତ ଦୂର ଥିଲା | ଏହା ଭିତରେ ଆହୁରି ମଧ୍ୟ ହସ୍ପିଟାଲ ଥିଲା କିନ୍ତୁ ତାଙ୍କୁ କେବଳ ସେହି କୁପର ହସ୍ପିଟାଲ କୁ ହିଁ ନିଆଗଲା |

ଏହି 4 ଜଣ ଯେଉଁ ଷ୍ଟାର ଥିଲେ ତାଙ୍କ ପୋଷ୍ଟମୋଟମ ରିପୋର୍ଟ ସେହି କୁପର ହସ୍ପିଟାଲ ରେ ହିଁ ହୋଇଛି | କିଛି ଲୋକ ଏହା ମଧ୍ୟ ଦାବି କରୁଛନ୍ତି କି ମହେଶ ଭଟ୍ଟ ଙ୍କ ସ୍କୁଲ ସାଙ୍ଗ ସେଠାରେ ଡାକ୍ତର ଅଛନ୍ତି | ଏଠାରେ ଗୋଟେ କଥା ଧ୍ୟାନ ଦିଅନ୍ତୁ ଏଠାରେ ସମସ୍ତ ଷ୍ଟାର ଡିପ୍ରେସନ ଥିଲେ ଏବଂ ସମସ୍ତଙ୍କୁ କୁପର ହସ୍ପିଟାଲ ହିଁ ନିଆଗଲା ଆଉ କେଉଁଠି ହସ୍ପିଟାଲ ନଥିଲା ? ଆଗ ସାମରେ ସୋଇଆଲ ମିଡିଆ ଏତେ ପରିମାଣରେ ସକ୍ରିୟ ନଥିଲା ତେଣୁ ସବୁ କେସ କୁ ଜଲ୍ଦି ଦବାଇ ଦିଆଯାଇଥିଲା | କିନ୍ତୁ ଏ ସମୟରେ ସୁଶାନ୍ତ ସିଂ ରାଜପୁତ ଙ୍କର କେସ ଅଲଗା ଅଟେ | ଏହି ସମୟରେ ଡିଜିଟାଲ ମିଡିଆ ପୁରା ସକ୍ରିୟ ସାଧାରଣ ଲୋକ ସୁଶାନ୍ତ ସିଂ ଙ୍କ ପାଇଁ ସ୍ଵର ଉଠାଉଛନ୍ତି |

ଜାଣନ୍ତୁ ନୀଳ କପଡାର ରହସ୍ୟ:

ଯେଉଁ ପୋଲିସ ବାଲା ସହିତ ସୁଶାନ୍ତ ସିଂ ରାଜପୁତ ଙ୍କ ମୃତୁ ସମୟ ଭିଡିଓ ଭାଇରାଲ ହୋଇଥିଲା ସେଥିରେ ଏକ ପୋଲିସ ଏହା କହିଥିଲା କି ଯାଙ୍କୁ କିଏସେ ମାରିଛନ୍ତି | କିନ୍ତୁ ପରେ ପୋଲିସ ଏହା କହୁଛି କି ସୁଶାନ୍ତ ସିଂ ସୁସାଇଟ କରିଛନ୍ତି | ସୋସିଆଲ ମିଡିଆରେ ସେହି ନୀଳ ରଙ୍ଗର କପଡାର ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପ୍ରଥମେ କପଡା ବେଡ ଉପରେ ପଡିଥିଲା ଏବଂ ଯେତେବେଳେ ସୁଶାନ୍ତ ସିଂ ଙ୍କ ଭଉଣୀ ଆସିଥିଲେ ସେହି କପଡା ଫ୍ୟାନରେ ଟଙ୍ଗା ଯାଇଥିଲା |

ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିନ୍ତ ଆମକୁ କାମେଣ୍ଟ କରି ଜଣେଇବେ ଏବଂ ଲାଇକ ଶେୟାର କରିବାକୁ ଅନୁରୋଧ |

Leave a Reply

Your email address will not be published. Required fields are marked *