ଉତ୍ତରପ୍ରଦେଶ ର ଉନାବ ରେ ଆଚମ୍ବିତ କରିଦେଲା ଭଳି ଖବର ସାମ୍ନା କୁ ଆସିଛି। ଗୋଟେ ନବ ବିବାହିତା ପତି ତା ପତ୍ନୀ ସହ ସୁହାଗ ରାତି ବନେଇବା ପାଇଁ ଉତ୍ସାହିତ ଥିଲା। ନିଜ ପତ୍ନୀ କୁ ଦେଖିବା ପାଇଁ ପତି ନିଜକୁ ରୋକି ପାରୁନଥିଲା।କିନ୍ତୁ ଯେତେବଳେ ସୁହଗ ରାତି ମନେଇବା ପାଇଁ ଆରମ୍ଭ କରିଥିଲା ସେତେବେଳେ ସେ ଆଚମ୍ବିତ ହୋଇଗଲା ଏବଂ ହଠାତ ତଳେ ପଡି ଯାଇଥିଲା।ସେ ଯାହା ସହ ନିଜର ଗୃହସ୍ଥି ଜୀବନ ଆରମ୍ଭ କରିବାକୁ ଯାଉଥିଲେ ସେ ଝିଅ ନୁହଁ ଥିଲା ଗୋଟେ କିନ୍ନର।
ବିଚରା ବର କେତେ କଣ ଭାବିକି ଶଯ୍ୟା ପାଖକୁ ଆସିଥିଲା।କିନ୍ତୁ ବିଧାତା ତା ସହ ଏମିତି ମଜାକ କରିଥିଲେ ଯେ ତା ହୋସ ଉଡି ଯାଇଥିଲା।ଏବେ ଯେବେ ସତ କଥା ସାମ୍ନା କୁ ଆସି ସାରିଥିଲା।ରୋମାନ୍ସ ତ ଦୂରର କଥା ବୋବାଲ୍ ଆରମ୍ଭ ହୋଇ ଯାଇଥିଲା। ଯେତେବେଳେ ବର କନ୍ୟା କୁ ଦେଖି ଚିକ୍ତାର କଲା ତ କନ୍ୟା ମଧ୍ୟ ଚିକ୍ତାର କରିବା ଆରମ୍ଭ କଲା।ନିଜର ପୁଅ କୁ ଏମିତି ଅବସ୍ଥାରେ ଦେଖି ତା ପରିବାର ର ଲୋକେ ବହୁତ ଦୁଃଖରେ ଥିଲେ।
ଯେତେବେଳେ ବର ନିଜର ଶଶୁର ଘରକୁ ଫୋନ୍ କଲା ସେତେବେଳେ ତ ଆଗରୁ ତାଙ୍କୁ ସବୁ ସତ୍ୟ ଜଣାଥିଲା। ବର ନିଜର ଶଶୁର ଘରକୁ ଡକେଇଲା ତ ସେମାନେ ଆସି ବହୁତ ହଙ୍ଗାମା କରିଥିଲେ।ସେମାନେ ପରିବାର ଉପରେ ଦାବି କଲେ କି ବାହାଘର ତ ହୋଇସାରିଛି।ଝିଅ ଯଦି କିନ୍ନର ତ ଅସୁବିଧା କଣ।
ବିଚରା ବର ଏପଟେ କନ୍ୟା ର ଚିନ୍ତା ତ ସେପଟେ ଶଶୁର ଘରର ଦାବି ସହିପାରିଲା ନାହିଁ। ଶେଷକୁ ତାକୁ ପୋଲିସ ର ସହାୟତା ନବାକୁ ପଡିଲା। ଏବେ ପୋଲିସ ଦୁଇ ପକ୍ଷ କୁ ବୁଝାଇବାକୁ ଲାଗି ପଡିଛି। କିନ୍ତୁ ବର ପକ୍ଷ କିନ୍ନର ବୋହୂକୁ ଆପଣେଇବାକୁ ରାଜି ନାହାଁନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତ ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।