ସୋନୁ ନିଗମ ଉପରେ ବର୍ଷିଲେ ଦିବ୍ୟା, ୫ ଟଙ୍କା ରେ ରାମଲୀଳା ରେ ଗାଉଥିଲେ ଗୀତ, ଅବୁ ସଲେମ ସହ ଅଛି ସଂଯୋଗ ?

ଅଭିନେତା ସୋନୁ ନିଗମ ଯେବେ ଠାରୁ ବଲିଉଡ ରେ ମ୍ୟୁଜିକ ମାଫିଆଙ୍କ କଥା କହିଛନ୍ତି ସେବେଠାରୁ ଏକ ଅଲଗା ବିବାଦ ଠିଆ ହୋଇଛି । ଗାୟକ ଯେଉଁ ଆଶା ରେ ଟି ସିରିଜ ର ଡାଇରେକ୍ଟର ଭୂଷଣ କୁମାର ଉପରେ ଆରୋପ ଲଗାଇଛନ୍ତି ଏହାକୁ ଦେଖି ଏହି ବିବାଦ ଆହୁରି ବିଗାଡି ଯାଇଛି । ଏବେ ସୋନୁ ଙ୍କୁ ଜବାବ ଦେବା ପାଇଁ ଆଗକୁ ଆସିଛନ୍ତି ଭୂଷଣ କୁମାର ଙ୍କ ପତ୍ନୀ ଦିବ୍ୟା କୁମାର ଖୋସଲା ।

सोनू निगम पर बरसीं दिव्या, 5 रुपये में रामलीला में गाते थे, अबू सलेम से कनेक्शन?

ଦିବ୍ୟା ସୋସିଆଲ ମିଡ଼ିଆ ରେ ଏକ ବଡ଼ ଭିଡିଓ ମାଧ୍ୟମ ରେ ସୋନୁ ନିଗମଙ୍କ ଆରୋପ କୁ ଭୁଲ ବୋଲି କହିଥିଲେ । ତା ସହ ତାଙ୍କୁ ପ୍ରଶ୍ନ ବାଣ ରେ ପୋତି ପକାଇଛନ୍ତି । ଦିବ୍ୟା ଭିଡିଓ ମାଧ୍ୟମ ରେ ଗାୟକ ଙ୍କ କ୍ୟାରିୟର ସହ ଜଡିତ କିଛି କଥା କହିଛନ୍ତି । ଦିବ୍ୟା ଭିଡିଓ ରେ ଏହା ମଧ୍ୟ କହିଛନ୍ତି କି ସୋନୁ ନିଗମ କେବେ କୌଣସି ବାହାର କଳାକାର। ଙ୍କୁ ସାହାଯ୍ୟ କରିନାହାଁନ୍ତି ।

ଦିବ୍ୟା କୁମାର ସୋନୁ ନିଗମ ଙ୍କୁ ତାଙ୍କର ସଂଘର୍ଷ ର ଦିନ ମଧ୍ୟ ମନେ ପକାଇ ଦେଇଛନ୍ତି । ସେ କହିଛନ୍ତି କି ସୋନୁ ନିଗମ ନିଜେ କେବଳ ୫ ଟଙ୍କା ରେ ରାମଲୀଳା ରେ ଗୀତ ଗାଉଥିଲେ । ଗୁଲସନ କୁମାର ଜୀ ତାଙ୍କର ପ୍ରତିଭା କୁ ଜାଣି ତାଙ୍କୁ ସୁଯୋଗ ଦେଲେ । ଗୁଲସନ ଜୀ କହିଥିଲେ କି ପୁଅ ମୁଁ ତୁମକୁ ଗୋଟେ ବଡ଼ ଷ୍ଟାର ରେ ପରିଣତ କରିଦେବି । ଗୁଲସନ ଜୀ ଆପଣଙ୍କୁ ଏତେ ସୁଯୋଗ ଦେଇଛନ୍ତି କିନ୍ତୁ ବଦଳରେ ଆପଣ କ’ଣ ଦେଇଛନ୍ତି ?

ଏବେ ଏତିକି ରେ ଦିବ୍ୟା କୁମାର ଖୋସଲା ଅଟକି ନଥିଲେ । ସେ ଭିଡ଼ିଓ ରେ ନେପୋଟିଜ୍ମ କୁ ନେଇ ବିସ୍ତାର ରୂପରେ କହିଛନ୍ତି । ଦିବ୍ୟା ଦାବି ସହକାରେ କହିଛନ୍ତି କି ଟି ସିରିଜ ହଜାର ହଜାର ବାହାର ର କଳାକାର ଙ୍କୁ ଷ୍ଟାର କରିଛି । ସେ ଇଣ୍ଡଷ୍ଟ୍ରି ରେ ସ୍ଥାପିତ ହେବାକୁ ସୁଯୋଗ ଦେଇଛନ୍ତି ‌‌। ଦିବ୍ୟା ଏହି କଥା ଦାବି କରିଛନ୍ତି କି ଟି ସିରିଜ ର ୯୭ ପ୍ରତିଶତ ବାହାର ର ଅଟନ୍ତି ।

सोनू निगम पर बरसीं दिव्या, 5 रुपये में रामलीला में गाते थे, अबू सलेम से कनेक्शन?

କହିରଖୁଛୁ କି ସୋନୁ ନିଗମ ଭିଡିଓ କରି କହିଛନ୍ତି କି ମ୍ୟୁଜିକ ଇଣ୍ଡଷ୍ଟ୍ରି ରେ ବାହାର ଲୋକଙ୍କୁ ଅଧିକ ସୁଯୋଗ ମିଳିନଥାଏ ଓ ତାଙ୍କୁ ବହୁତ କଠିନ ର ସମ୍ମୁଖୀନ ହେବାକୁ ପଡୁଛି । ଏବେ ସୋନୁ ଙ୍କ ର ଏହି ବୟାନ ଉପରେ ଦିବ୍ୟା ତୀବ୍ର ପ୍ରତିକ୍ରିୟା ଦିଇଛନ୍ତି । ସେ କହିଛନ୍ତି କି ସୋସିଆଲ ମିଡ଼ିଆ ରେ ବୟାନ ଦେବା ସହଜ ହୋଇଥାଏ କିନ୍ତୁ ଅସଲ ରେ କାମ କରିବା ମୁସ୍କିଲ ହୋଇଥାଏ । ଆପଣ କୁହନ୍ତୁ ସୋନୁ ଜୀ ଆପଣ କେତେ ବାହାର ର ଲୋକ ଙ୍କୁ ସୁଯୋଗ ଦେଇଛନ୍ତି । ଆପଣ କେତେ ଜଣ ଟ୍ୟାଲେଣ୍ଟେଣ୍ଡ ଲୋକ ଙ୍କୁ ଆଗକୁ ଆଣିଛନ୍ତି ।

ସୋନୁ ନିଗମ ଭୂଷଣ କୁମାର ଙ୍କ ର ଲିଙ୍କ୍ ଗ୍ୟାଙ୍ଗଷ୍ଟର ଅବୁ ସଲେମ ସହ ଯୋଡ଼ିଛନ୍ତି । ସୋନୁ କହିଛନ୍ତି କି ଭୂଷଣ କୁମାର ତାଙ୍କ ଠାରୁ ସାହାଯ୍ୟ ମାଗି ଥିଲେ ଓ ଅବୁ ସଲେମ ଙ୍କ ଠାରୁ ବଞ୍ଚାଇବାକୁ କହିଥିଲେ । ଏହି ଆରୋପ ଉପରେ ଦିବ୍ୟା କହିଛନ୍ତି କି ଭୂଷଣ ଜୀ ଯଦି ସୋନି ନିଗମ ଙ୍କୁ ସାହାଯ୍ୟ ମାଗିଥିଲେ ଏହାର ମାନେ ଏହା କି କ’ଣ ସୋନୁ ନିଗମ ଙ୍କ ର କ’ଣ ଅବୁ ସଲେମ ସାଙ୍ଗରେ କନେକସନ ରହିଛି । କନେକସନ ଥିଲା ବୋଲି ଭୂଷଣ ଜୀ ତାଙ୍କ ପାଖକୁ ସାହାଯ୍ୟ ମାଗିବାକୁ ଯାଉଥିଲେ ।

ସେମିତି ସୋନୁ ନିଗମ ଏମିତି କହିଛନ୍ତି କି ଭୂଷଣ କୁମାର ଉପରେ ଏକ ଯୁବତୀ ତାଙ୍କ ଉପରେ ମିଟୁ ର ଆରୋପ ଲଗାଇଛନ୍ତି । କିନ୍ତୁ ପରେ ଅଭିଯୋଗ ଫେରାଇ ନେଇଛନ୍ତି । ଏହି ବିବାଦ ଉପରେ ଦିବ୍ୟା କହିଛନ୍ତି କି ମି ଟୁ ଏକ ବହୁତ ଭଲ ମୁଭମେଣ୍ଟ ଥିଲା ଯାହା ସାହାଯ୍ୟରେ ଖରାପ ଲୋକ ଙ୍କ ସାହାଯ୍ୟରେ ସଫା କରାଯାଉଛି । କିନ୍ତୁ କିଛି ଲୋକ ଏହି ବ୍ଲାକମେଲ୍ ର ବାଟ ହୋଇଯାଇଛି । ଦିବ୍ୟା ଏହା ମଧ୍ୟ କହିଛନ୍ତି କି ଯଦି ସେ ସୋନୁ ନିଗମ ଉପରେ ମିଟୁ ଉପରେ ଆରୋପ ଲଗାନ୍ତି ତେବେ ସେ କ’ଣ ବଳତ୍କାରୀ ହୋଇଯିବେ ?

ଦିବ୍ୟା କୁମାର ଖୋସଲା ସୋନୁ ନିଗମ ଙ୍କ ନିଚ ଜୀବନ ଉପରେ ମଧ୍ୟ କହିଛନ୍ତି । ସେ ସୋନୁ ନିଗମ ଙ୍କ ପତ୍ନୀ ଙ୍କ ସାହାଯ୍ୟ ରେ ତାଙ୍କ ଉପରେ ଆରୋପ ଲଗାଇଛନ୍ତି । ସେ କହିଛନ୍ତି କି ଆପଣ କେଉଁ ପ୍ରକାର ଲୋକ ଆପଣଙ୍କ ପତ୍ନୀ କହିଛନ୍ତି । ସେ ଯେବେ ସମସ୍ତଙ୍କ ସାମ୍ନା ରେ କେତେ ପ୍ରକାର ଆରୋପ ଲଗାଇଛନ୍ତି । ଏବେ ଏହା କ’ଣ ଘଟଣା ଥିଲା ଦିବ୍ୟା କିନ୍ତୁ କହିନାହାଁନ୍ତି ।

Leave a Reply

Your email address will not be published. Required fields are marked *