ସୋସିଆଲ ମିଡ଼ିଆ ଆମ ଜୀବନର ଏକ ମହତ୍ୱପୂର୍ଣ୍ଣ ଅଙ୍ଗ ହୋଇଯାଇଛି। ବିଚାର କରିବା ଠୁ ନେଇ କେଉଁ ବିଷୟରେ ତଲାସ କରିବାର କାମ, ଆମେ ସୋସିଆଲ ମିଡିଆରେ କରିଥାଉ। ଏକା ସହିତ ସୋସିଆଲ ମିଡ଼ିଆ ଲୋକମାନଙ୍କୁ ପାଖାପାଖି କରିବାର ମାଧ୍ୟମ ହୋଇଯାଇଛି।
କିନ୍ତୁ କେତେ ଥର ସୋସିଆଲ ମିଡ଼ିଆ କାହା ପାଇଁ ବହୁତ ସଙ୍କଟପୂର୍ଣ୍ଣ ହୋଇପାରେ, ଏହି କଥା ଆମକୁ କେରଳ ର କୋଲ୍ଲମ ଜେଲ ରେ ହୋଇଥିବା ଏକ ଘଟଣାରୁ ଜଣା ପଡୁଛି। ସାଧାରଣତଃ, ସୋସିଆଲ ମିଡିଆରେ ହେଉଥିବା ଆଲୋଚନା ରୁ ବିରକ୍ତ ହୋଇ କୋଲ୍ଲମ ଜେଲ ରେ ଜଣେ ଡ଼ାକ୍ତର ଉକ୍ତ କାରଣରୁ ଆତ୍ମହତ୍ୟା କରିଦେଇଛନ୍ତି।
ସାଧାରଣତଃ,୩୫ ବର୍ଷ ର ଅର୍ଥିପେଡିକ ଶଲ୍ୟ ଚିକିତ୍ସକ ଡ଼. ଅନୁପ କୃଷ୍ଣା କିଛି ଦିନ ପୂର୍ବରୁ ଗୋଟିଏ ସାତ ବର୍ଷ ପିଲାର ଅପରେସନ କରିଥଲେ, ଚିକିତ୍ସା କାରଣରୁ ପିଲାର ମୃତ୍ୟୁ ହୋଇଗଲା। ଏହାପରେ ସୋସିଆଲ ମିଡିଆରେ ଡାକ୍ତର ଙ୍କ ବିରୁଦ୍ଧ ରେ ଆପତ୍ତିଜନକ ଭଳି କମେଣ୍ଟେ କରାଯାଉଥିଲା ଓ ତ ତାଙ୍କୁ ଆକ୍ଷେପ କରାଯାଉଥିଲା। ଯେଉଁଥିରେ ସେ ବିରକ୍ତ ହୋଇ ଡାକ୍ତର ଜଣକ ଆତ୍ମହତ୍ୟା କରିଲେ।
ନିଜର ଜୀବନ ନେବା ପୂର୍ବରୁ ଡାକ୍ତର ବାଥରୁମ କାନ୍ଥରେ”ସାୟରି”ଲେଖା ହୋଇଥଲା। ଡାକ୍ତର ଙ୍କୁ ନେଇ କୁହାଗଲା କି ତାଙ୍କର ନିଜ ହସ୍ପିଟାଲ ଥିଲା। ପୋଲିସ କହିଲେ କି ଡାକ୍ତର କୃଷ୍ଣା ଙ୍କର ମୃତ୍ୟୁ ର ସମ୍ବଦରେ ଅପ୍ରାକୃତିକ ମୃତ୍ୟୁ ର ମାମଲା ଜାରୀ କରାଯାଇଅଛି।
ଜଣେ ବରିଷ୍ଠ ପୋଲିସ ଅଧିକାରୀ ଙ୍କ କହିବା କଥା କି ଡାକ୍ତର ଙ୍କ ମୃତ୍ୟୁ କୁ ସର୍ଜରୀ ଘଟଣା ସହ ଯୋଡ଼ି ଦେଖାଇଲେ ଆବେଗ ଶୀଳତା ହୋଇଯିବ। ପୋଲିସ ଏହି ମାମଲାରେ ତଲାସ କରୁଛି ଓ ଏହା ମଧ୍ୟ ଦେଖା ଯିବ କି ତାଙ୍କୁ ପ୍ରତାଡିତ କରାଯାଇଥିଲା। ନହେଲେ କୌଣସି ପ୍ରକାରର ଧମକ ତ ମିଳିନଥିଲା।
କୁହାଯାଇଛି କି,୨୩ ସେପ୍ଟେମ୍ବର ରେ ସାତ ବର୍ଷର ଜଣେ ପିଲାକୁ ମୁକ୍ତେ ର ସର୍ଜରୀ ପାଇଁ ଡାକ୍ତର କୃଷ୍ଣା ଙ୍କ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ଡାକ୍ତର କୃଷ୍ଣା ଟିମ ଙ୍କ ସହିତ ପିଲାର ସର୍ଜରୀ କରୁଥିଲେ, ଏହି କାରଣରୁ ପିଲାର ଛାତି ଧଡକିବା ବନ୍ଦ ହୋଇଗଲା ଓ ତାର ମୃତ୍ୟୁ ହୋଇଗଲା।
ପିଲାର ପରିବାର ଲୋକେ ହସ୍ପିଟାଲ ର ପ୍ରଶାସନ ଙ୍କ ବିରୁଦ୍ଧରେ ପ୍ରଦର୍ଶନ ଆରମ୍ଭ କରିଦେଲେ ଓ ତାଙ୍କ ବିରୁଦ୍ଧରେ ଅସାବଧନତାର କେସ କରିଦେଲେ। ଏହି ମାମଲାରେ ଏବେ ତଲାସ ଚାଲୁଥିଲା କି ସୋସିଆଲ ମିଡିଆରେ ଲୋକମାନେ ଡାକ୍ତର କୃଷ୍ଣା ଙ୍କୁ ଏହାର ଉତ୍ତରଦାୟୀ ବୋଲି କୁହାଗଲା। କୁହାଯାଇଛି କି, ଏଥିରେ ବିରକ୍ତ ହୋଇ ଡାକ୍ତର ଆତ୍ମହତ୍ୟା କରିବାକୁ ନିର୍ଣ୍ଣୟ ନେଲେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।