ସ୍ବାମୀ ମାନେ ସବୁବେଳେ ସ୍ତ୍ରୀଙ୍କୁ ଏହି କଥା ଲୁଚେଇ ରଖିଥାନ୍ତି, ମରିଗଲେ ବି ସ୍ବାମୀ ମାନେ ସ୍ତ୍ରୀଙ୍କୁ ଏହି କଥା ବିଲକୁଲ୍ କୁହନ୍ତି ନାହିଁ…

ପତିପତ୍ନୀ ଙ୍କ ମଧ୍ୟରେ କେତେ ପ୍ରକାର ସମ୍ପର୍କ ରହିଥାଏ । ଏହି ଦୁହିଁଙ୍କ ସମ୍ପର୍କ ରେ ଭରସା ଓ ବିଶ୍ୱାସ ବହୁତ ଜରୁରୀ ହୋଇଥାଏ । ହେଲେ ଯଦି ଏହା କୁହାଯାଏ କି ବିବାହିତ ଦମ୍ପତି ଜଣେ ଅନ୍ୟ ଜଣ କୁ କିଛି ଲୁଚାଇ ସ ନ ଥାଏ ଏ କଥା ରେ ସତ୍ୟତା ଅଛି ବୋଲି ଲାଗୁନାହିଁ । କାହିଁକି ନା ପତିପତ୍ନୀ ଙ୍କ ମଧ୍ୟରେ ଏମିତି ବହୁତ କଥା ଥାଏ ଯାହା ଅନ୍ୟ କାହାକୁ କହିବା କୁ ସଙ୍କୋଚ ଲାଗିଥାଏ । ସେମାନେ ଏହି କଥା କୁ କେବଳ ତାଙ୍କ ପାଖରେ ରଖିବାକୁ ପସନ୍ଦ କରନ୍ତି । ଏହି ମାମଲାରେ ପତ୍ନିମାନେ ପତି ଙ୍କ ଠାରୁ ଆଗରେ ଥାନ୍ତି । ଆସନ୍ତୁ ଆମେ ଆପଣଙ୍କୁ ଏମିତି ୫ ଟି କଥା ବିଷୟରେ କହିବୁ , ଯାହାକୁ ପତି ନିଜର ପତ୍ନୀ କୁ କହିବାକୁ ମଧ୍ୟ ହଡବଡେଇ ଥାଏ ।

ମହିଳା ମିତ୍ର

ପତି ନିଜର ପତ୍ନୀ ଙ୍କୁ ନିଜର ମହିଳା ବନ୍ଧୁ କିମ୍ବା ଏହା କହିବା କି ନିଜର ଏଫେୟାର ବିଷୟରେ ସବୁଠାରୁ ଅଧିକ ଲୁଚାଇଥାଏ । ପତି ନିଜର ମହିଳା ବନ୍ଧୁ ଙ୍କ କଥା କୁ ପତ୍ନୀ ଙ୍କ ସହିତ ଆଲୋଚନା କରିବା ରୁ ସବୁଠାରୁ ଅଧିକ ବଞ୍ଚିକି ରୁହନ୍ତି କାହିଁକି ନା ତାଙ୍କୁ ଜଣା ଅଛି କି ଏହା ଦ୍ବାରା ତାଙ୍କର ଓ ତାଙ୍କ ପତ୍ନୀ ଙ୍କ ମଧ୍ୟରେ ମତାନ୍ତର ହୋଇପାରେ ।

ସାଙ୍ଗସାଥୀ ସହ ପାର୍ଟି

କିଛି ପତି ନିଜର ପତ୍ନୀ ଙ୍କୁ ନ କହି ସାଙ୍ଗ ମାନଙ୍କ ସହିତ ମଜାମସ୍ତି ଓ ପାର୍ଟି କରନ୍ତି । ଏହି କଥା କୁ ସେ ନିଜର ପତ୍ନୀ କୁ ଲୁଚାଇ ରଖିବାକୁ ଚାହିଁଥାଏ ‌। ପ୍ରାୟ ଏମିତି ବି ହୁଏ କି ପତି ନିଜର ସାଙ୍ଗ ମାନଙ୍କ ସହ ମଦ୍ୟପାନ କରୁଥାଏ ଓ ପତ୍ନୀ ର ଫୋନ ଆସିଥିବା ପରେ ବିଭିନ୍ନ ପ୍ରକାର ବାହାନା କରିବାକୁ ଲାଗେ । ଘର ପହଞ୍ଚିବା ପରେ ମଧ୍ୟ ପତ୍ନୀ ଙ୍କୁ ସତ କହି ନ ଥାଏ ।

ଅଭ୍ୟାସ

ଅଧିକାଂଶ ଲୋକ ଙ୍କ ଅଭ୍ୟାସ ମିଶି ନ ଥାଏ । ଯେବେ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ଏହି ସମସ୍ୟା ହେଲେ ଲଢାଇ ଝଗଡ଼ା ହେବା ର ସମ୍ଭାବନା ଅଧିକ ହୋଇଥାଏ । ପତି ପ୍ରାୟ ପତ୍ନୀ ଙ୍କୁ ନିଜର ଅଭ୍ୟାସ କହିବାକୁ ପଛାଇଥାଏ ଯେବେ କି ପତ୍ନୀ ନିଜର ଅଭ୍ୟାସ ଖୋଲିକି କହି ଦେଇଥାଏ ।

ଜଳିବା

ପତି କିଛି ଜିନିଷ କୁ ନେଇ ପତ୍ନୀ ଙ୍କ ପ୍ରତି ଜଳିଥାଏ । କିନ୍ତୁ ସେ କେବେ ଖୋଲିକି କହିପାରେ ନାହିଁ । ବହୁତ ସମୟରେ ପତ୍ନୀ ଙ୍କ ଦୋସ୍ତି ରେ ପତି ଜେଲସ ଫିଲ କରାଇପାରେ । ଯାହା ଫଳରେ ସେ ନିଜ ପାଖରେ ଏହାକୁ ସୀମିତ ରଖିଥାଏ ।

ବ୍ୟାଙ୍କ ରେ ଜମା ରାଶି

ଅଧିକାଂଶ ଘରେ ପଇସାପତ୍ର ମାମଲାରେ ପତ୍ନୀ ଙ୍କ ର କଣ୍ଟ୍ରୋଲ ରହିଥାଏ । କିନ୍ତୁ କିଛି କାମ ରେ ନେଣଦେଣ ରେ ପତି ସେକ୍ରେସୀ ବଜାଇ ରଖିବା କୁ ପସନ୍ଦ କରିଥାନ୍ତି । ଖାସକରି ବ୍ୟାଙ୍କ ରେ ଗଚ୍ଛିତ ଥିବା ଟଙ୍କା ବିଷୟରେ ନିଜର ପତ୍ନୀ କୁ ବେଶୀ କିଛି କହି ନ ଥାଆନ୍ତି ।

Leave a Reply

Your email address will not be published. Required fields are marked *