୧୦ ଘଣ୍ଟା ଗ୍ଲୋବ୍ସ ପିନ୍ଧିବା ପରେ ଡାକ୍ତରଙ୍କ ହାତ ହୋଇଛି ଏମିତି, ଲୋକ ମାନେ କହିଲେ ଆଗ ଧାଡ଼ିର କରୋନା ଯୋଧାକୁ ସଲାମ

ସାରା ବିଶ୍ବରେ କରୋନା ର କବଳରେ ୨୦୦ ଦେଶ ପ୍ରଭାବିତ ହୋଇଛନ୍ତି। କରୋନା ଭାଇରସ ପାଇଁ ବିଶ୍ଵର ଅର୍ଥଦଣ୍ଡ ପୁରା ପୁରି ଭାବରେ ଦୁର୍ବଳ ହୋଇ ପଡ଼ିଛି । ଭାଇରସ କମିବାର ନାମ ମଧ୍ୟ ନେଉନାହିଁ। ସରକାର ଅର୍ଥ ବ୍ୟବସ୍ଥା ଭୁସୁଡିବା ଭୟରେ ଲକ୍ ଡାଉନ୍ କୋହଳ କରିଲେ। ବିଶ୍ବର ଏହି କରୋନା ମହାମାରୀର ସମସ୍ତ ଲୋକଙ୍କୁ ବଞ୍ଚେବା ପାଇଁ ସବୁଠାରୁ ଆଗରେ ଡାକ୍ତର ମାନେ ଆସିଲେ ଯିଏକି ନିଜ ଜୀବନକୁ ବାଜି ଲଗେଇ କରୋନା ଭାଇରସ ରେ ପୀଡ଼ିତ ହୋଇଥିବା ଲୋକଙ୍କ ସେବାରେ ଲାଗି ପଡିଛନ୍ତି। ତାଙ୍କ ସହିତ ଅନ୍ୟ ମେଡିକାଲ ଷ୍ଟାଫ୍ ମାନେ ମଧ୍ୟ ଆଗ ଧାଡ଼ିର ଯୋଦ୍ଧା ଅଟନ୍ତି। ଯିଏ କି ନିଜ ଜୀବନକୁ ବାଜି ଲଗେଇ ଦେଇଛନ୍ତି ।

କିଛି ଦିନ ହେଲା ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଳ ହେବାରେ ଲାଗିଛି । ଯାହା ଏକ ମେଡ଼ିକାଲ କର୍ମଚାରୀଙ୍କ ଫଟୋ, ଏହି ଫଟୋ ରେ ଜଣା ଯାଉଛି କି କେଉଁ ଭଳି ଭାବରେ ସେମାନେ କରୋନା ଭାଇରସ ବିରୋଧରେ କାର୍ଯ୍ୟ କରୁଛନ୍ତି।

ଆଇଏଏସ୍ ଅଧିକାରୀ ଅବନୀଶ ଶରଣ ଏକ ପୋଷ୍ଟ ସେୟାର କରି ବର୍ଣ୍ଣନା କରିଛନ୍ତି କି କିପରି ଜଣେ ଡ଼ାକ୍ତର ୧୦ ଘଣ୍ଟା କାଳ ପିପିଏ କିଟ୍ ପିନ୍ଧି ରହିବା ପରେ ତାଙ୍କର ଅବସ୍ଥା ଏଭଳି ହୋଇଛି । ଏହି ପରି ଆଗଧାଡିର ଡ଼ାକ୍ତରଙ୍କୁ ସଲାମ।

Twitter पर छबि देखें

ବନ୍ଧୁଗଣ ଡାକ୍ତରଙ୍କ ପାଇଁ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଶେୟାର କରିବାକୁ ଭୁଲନ୍ତୁ ନାହିଁ |

Leave a Reply

Your email address will not be published. Required fields are marked *