୧୦ ପୁଟିଆ କୁମ୍ବିରକୁ ମାରି ଖାଇଗଲେ ଗାଁ ଲୋକ, ଗାଁ ରେ ବାଣ୍ଟିଲେ କାଟିକି…

ଏପରି ଏକ ଆଶ୍ଚର୍ଯୟଜନକ ଘଟଣା ଆମ ଓଡ଼ିଶାରେ ମାଲକାନଗିରି ଜିଲ୍ଲାର କାଲକାପଲ୍ଲୀ ଗାଁରେ ଦେଖିବାକୁ ମିଳିଛି କି ଏକ ୧୦ ଫୁଟିଆ କୁମ୍ବିର କୁ ଧରି ତାକୁ ମାରି ଖାଇ ଦେଇଛନ୍ତି। କରୋନା ବେଳେ କିଛି ମଣିଷ ମାନେ ପଶୁ ପାଲଟି ଯାଇଛନ୍ତି। ହିତ ହାତ୍ୟ ଜ୍ଞାନ ଭୁଲି ପଶୁ ଭଳି କାର୍ଯ କରିବସିଛନ୍ତି।

ଏହାର ଏକ ଭିଡ଼ିଓ ଯେତେବେଳ ସୋସିଆଲ ମିଡିଆରେ ଭାଇରାଲ୍ ହେବାକୁ ଲାଗିଲା ସେତେବେଳେ ପ୍ରଶାସନ ଏବଂ ଜଙ୍ଗଲ ବିଭାଗରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏହାପରେ ଜଙ୍ଗଲ ବିଭାଗ ତରଫରୁ ସେହି ଲୋକମାନଙ୍କୁ ଖୋଜିବାରେ ଲାଗି ପଡିଛନ୍ତି।

ସେହି ଲୋକମାନେ ପ୍ରଥମେ କୁମ୍ବିରଟିକୁ ମାରି ଦେଇଥିଲେ ତା ପରେ ତାକୁ ଏକ ଗଛରେ ଲଟେକେଇ ଏକ ଧାରୁଆ ଅସ୍ତ୍ର ରେ ଖଣ୍ଡ ଖଣ୍ଡ କରିଦେଲେ। ଏବଂ ସେଇ ଖଣ୍ଡକୁ ଛୋଟ ଛୋଟ ପିସ୍ କରି ଗ୍ରାମ ବାସୀଙ୍କ ଭିତରେ ବାଣ୍ଟି ଦେଲେ।

ସୂଚନା ମୁତାବକ କଲଦାପଲ୍ଲୀ ଗାଁର ପୋଡିଆ ବ୍ଲକ ନିକଟରେ ସାବରୀ ନଦୀ ଅଛି। ସେଠାରୁ କିଛି ଗ୍ରାମ ବାସି ଏକ କୁମ୍ବୀରକୁ ଧରିଥିଲେ ତା ପରେ ଏକ ରାଶି ସାହାଯ୍ୟରେ ବାନ୍ଧି ତାଙ୍କୁ ଗାଁକୁ ନେଇ ଆସିଥିଲେ।

ସୂତ୍ରରୁ ଜଣାପଡିଛି କି ବହୁତ ଦିନ ଧରି କୁମ୍ଭୀର ଟି ସେହି ଗ୍ରାମର ଗାଈ ଛେଳି ସବୁ ଖାଇ ଯାଉଥିଲା ଏବଂ ଏହା ସହିତ ବହୁତ ମଣିଷ ମାନଙ୍କୁ ମଧ୍ୟ ଆଘାତ ପହଞ୍ଚେଇଥିଲା।

ମାଲକାନଗିରି ଜିଲ୍ଲା ବନ ଅଧିକାରୀ ପ୍ରଦୀପ ଦେବିଦାସ ସୂଚନା ମୁତାବକ ଯେତେ ବେଳେ ସେହି ଗ୍ରାମ ବାସି କୁମ୍ଭୀର ମାରି ଖାଉଥିବ ର ଖବର ପାଇଲୁ ତତକ୍ଷଣାତ୍ ସେହି ଗ୍ରାମକୁ ଯାଇଥିଲୁ ହେଲେ ସେଠାରେ କୁମ୍ଭୀର ର କୋଉ କୌଣସି ଶରୀର ପାଇନଥିଲୁ। ଏବଂ ଆମେ ସେହି ୩ ଟି ଗୋଷ୍ଠୀକୁ ଖୋଜୁଛୁ ଯିଏ କୁମ୍ଭୀରକୁ ଧରିକି ଆଣିଥିଲେ।

ବନ୍ୟ ଅଧିକାରୀ ଫଟୋ ଆଧାରରେ ଅଭିଯୁକ୍ତ ମାନଙ୍କୁ ଖୋଜିବାରେ ଲାଗିଛନ୍ତି। ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତ ଗିରଫ ହୋଇନାହାନ୍ତି । ଆପଣଙ୍କୁ ଏଠାରେ କହି ରଖୁଛି କିଏପରି ଘଟଣା ସେଇ ଅଞ୍ଚଳ ପାଇଁ ନୂଆ ନୁହେଁ ଆଗରୁ ମଧ୍ୟ ଏପରି ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *