୧୫ ବର୍ଷର ରେଖା ଙ୍କୁ ଅଭିନେତା ଜବରଦସ୍ତ କରିଥଲେ ୫ ମିନିଟ ଯାଏ କିସ, ରୋକିବା ବଦଳରେ ଲୋକମାନେ ମାରିଥିଲେ ତାଳି

ବଲିଉଡ ର ଏଭରଗ୍ରିନ ଅଭିନେତ୍ରୀ ରେଖା ଆଜି ମାନେ ୧୦ ଅକ୍ଟୋବର ରେ ନିଜର ୬୬ ବର୍ଷ ର ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କର ଜନ୍ମ ୧୦ ଅକ୍ଟୋବର,୧୯୫୪ ରେ ଚେତ୍ରାଇ ରେ ହେଇଥିଲା। ବର୍ତ୍ତମାନ ସମୟରେ ସେ କୌଣସି ସମାନତା ର ଦରିନ୍ଦ୍ର ନଥିଲେ। ଫ୍ୟାନ କଣ ଅଭିନେତା ମଧ୍ୟ ତାଙ୍କର ଗୋଟେ ଝଲକ ଦେଖିବାକୁ ଅପେକ୍ଷା କରନ୍ତି। ରେଖା ବହୁତ କମ ବୟସରେ କ୍ୟାରିୟର ଆରମ୍ଭ କରିଥିଲେ।

ରେଖା ଯେତେବେଳେ ୧୫ ବର୍ଷର ପିଲା ଥିଲେ ସେତେବେଳେ ସେ ଫିଲ୍ମ”ଅନଜାନା ସଫର”ର ସୁଟିଂ କରୁଥିଲେ। ମିଡ଼ିଆ ରିପୋର୍ଟସ୍ ଙ୍କ କହିବା କଥା ଏହି ବାବଦରେ ତାଙ୍କର ସହ ଅଭିନେତା ବିଶ୍ୱଜିତ ତାଙ୍କୁ ଜବରଦସ୍ତି ୫ ମିନିଟ ଯାଏ କିସ କରିଥିଲେ, ଯେଉଁ କାରଣରୁ ସେ ସୁଟିଂ ରେ ହିଁ କାନ୍ଦିଥିଲେ। ଅଭିନେତ୍ରୀ ଙ୍କ ବ୍ୟକ୍ତିଗତ ଜୀବନ ସହ ଯୋଡ଼ି ହୋଇଥିବା କଥାର ଖୁଲାସ ୟାସିର ଉତ୍ସାନ ର ପୁସ୍ତକ”ରେଖା ଏନ ଅନଟୋଲ୍ଡ ଷ୍ଟୋରୀ”ରେ କରିଥିଲେ।

ଫିଲ୍ମ”ଅନଜାନା ସଫର”ରେ ରେଖା ଙ୍କର ବୟସ ମାତ୍ର ୧୫ ବର୍ଷ ଥିଲା।କିନ୍ତୁ କୁହାଯାଉଛି କି ଏହି ଫିଲ୍ମ ରେ ଗୋଟେ ରୋମାଣ୍ଟିକ ଗୀତ ପାଇଁ ରେଖା ଓ ବିଶ୍ୱଜିତ ଙ୍କୁ ଗୋଟେ କିସିଂ ସିନ କରିବାର ଥିଲା, ଯେଉଁ ବିଷୟରେ ଅଭିନେତ୍ରୀ ଙ୍କୁ ମେକର୍ଶ କିଛି ବି ସୂଚନା ଦେଇ ନଥିଲେ।

ରିପୋର୍ଟସ୍ ଅନୁସାରେ, ଏହି ସିନ ରେଖାଙ୍କୁ ବିରକ୍ତ କରିବା ପାଇଁ ରଖା ଯାଇଥିଲା। ଯେତେବେଳେ ସବୁକିଛି ପ୍ରସ୍ତୁତି କରା ଯାଇସାରିିଲା ଓ ଡ଼ାଇରେକ୍ଟର ଆକ୍ସନ କହିବାରୁ ବିଶ୍ୱଜିତ ରେଖାଙ୍କୁ କିସ କରିବା ଆରମ୍ଭ କରିଦେଲେ, ଯାହା ୫ ମିନିଟ ଯାଏ ଚାଲିଥିଲା।

ଏହି କାରଣରୁ ରେଖା ଙ୍କ ଆଖିରେ ଲୁହ ଆସିଗଲା ଓ ସେଠି ଉପସ୍ଥିତ ଥିବା ଲୋକମାନେ ତାଳି ମାରୁଥିଲେ। ସେ ଏହାର ବିରୋଧରେ ସ୍ଵର ଉଠାଇବା ପାଇଁ ଚାହିଁ ଥିଲେ କିନ୍ତୁ ପରିଣାମ ଡରରେ ସେ ଏମିତି କଲେ ନାହିଁ।

ରେଖାଙ୍କ ର ଏହି କିସ ସିନକୁ ନେଇ ପରେ ଏତେ ବିବାଦ ହୋଇଗଲା କି ସିଧା କୋଟ ଯାଏ ପହଞ୍ଚି ଯାଇଥିଲା। ସେସର ବୋର୍ଡ ମଧ୍ୟ ଏହା ଉପରେ ସ୍ଵର ଉଠାଇ ଥିଲେ। ଏମିତିକି, ବିବାଦ ଏତେ ବଢିଗଲା କି ଆମେରିକାର ଲାଇଫ ଖବରକାଗଜ ଉପରେ କଭର ଷ୍ଟୋରୀ ଛାପି ଥିଲେ, ଯାହାର ଟାଇଟେଲ ଥିଲା-“ଦ କିସିଂ କ୍ରାଇସିସ୍ ଆଫ ଇଣ୍ଡିଆ”।

ମିଡ଼ିଆ ରିପୋର୍ଟସ୍ ରେ କୁହାଯାଇଛି କି ରେଖା ମୁମତାଜ ଓ ଜୀତେନ୍ଦ୍ର ଙ୍କ ଦିୱାନି ଥିଲେ। ଥରେ ଏମିତି ହୋଇଥିଲା କି ଜୀତେନ୍ଦ୍ର ଙ୍କ ସୁଟିଂ ଦେଖିବା ପାଇଁ ଅଭିନେତ୍ରୀ ଙ୍କୁ ପୋଲିସ ର ଲାଠି ମାଡ଼ ଖାଇବାକୁ ପଡ଼ିଥିଲା।

ଏହା ସହିତ ପୁସ୍ତକ”ରେଖା ଏନ ଅନଟୋଲ୍ଡ ଷ୍ଟୋରୀ”ରେ ତାଙ୍କର ଓ ବିନୋଦ ମେହରାଙ୍କ ସମ୍ପର୍କର ଖୁବ ପ୍ରସଙ୍ଗ ଥିଲା। ସେହି ସମୟରେ ଦୁଇଜଣଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ମଧ୍ୟ ଚାଲିଥିଲା। ରେଖା କେବେ ବି ଏହି ସବୁ କଥାର ପ୍ରସଙ୍ଗ କରିନଥିଲେ।

Leave a Reply

Your email address will not be published. Required fields are marked *