୧ ବର୍ଷ ପରେ ଭୋକିଲା ପ୍ରେମିକା କରିଲା ମେସେଜ ନିଜର ପୂର୍ବ ପେମିକ କୁ , ଯୁବକ ଏମିତି ଭୋକ ମିଣ୍ଟାଇଲା ଏବେ ଜୀବନ ଭରି ମନେ ରଖିବ ଯୁବତୀ

ଭଲ ପାଇବା ଏକ ସୁନ୍ଦର ଅନୁଭବ ଅଟେ । ଏଥିରେ ଦୁଇଟି ଲୋକ ନିଜ ନିଜର ସୁଖ ଦୁଃଖ ବାଣ୍ଟିଥାନ୍ତି । ତାଙ୍କର ଆବଶ୍ୟକତା କୁ ଧ୍ୟାନ ଦିଅନ୍ତି । କିନ୍ତୁ ବହୁତଥର ଏହି ସମ୍ପର୍କ ବିଗାଡି ଯାଇ ଭାଙ୍ଗି ଯାଇଥାଏ । ପାକିସ୍ଥାନ ର ସୋସିଆଲ ମିଡିଆରେ ଗୋଟେ ପ୍ରେମୀ ର ଭଙ୍ଗା ହୃଦୟ ର କାହାଣୀ ଭାଇରାଳ ହେଉଛି । ଯୁବକ ଓ ଯୁବତୀ ଗୋଟେ ବର୍ଷ ପୂର୍ବରୁ ଅଲଗା ହୋଇ ସାରିଥିଲେ ।

କିନ୍ତୁ ଯେବେ ଗୋଟେ ବର୍ଷ ପରେ ଅଚାନକ ଯେବେ ଯୁବତୀ ଙ୍କୁ ଭୋକ ଲାଗିଲା ସେ ନିଜର ପୂର୍ବ ପ୍ରେମିକ କୁ ମେସେଜ କରିଥିଲା । କଥା କଥା ରେ ଯୁବତୀ ନିଜ ପାଇଁ ଖାଦ୍ୟ ଅର୍ଡର କରିବା ପାଇଁ ମଧ୍ୟ କହିଥିଲା । ଏହା ପରେ ଯାହା ହୋଇଥିଲା ତାହା ମଜାଦାର ଥିଲା । ପୂର୍ବ ପ୍ରେମୀ ବୁଦ୍ଧି ଲଗାଇଲା ଓ ଏକ ବର୍ଷ ପରେ ନିଜର ପୂର୍ବ ପ୍ରେମିକା ସହ ଏମିତି ପ୍ରତିଶୋଧ ନେଲା ଯାହାର ଚର୍ଚ୍ଚା ହେବାକୁ ଲାଗିଲା ।

ଏବେ ସୋସିଆଲ ମିଡିଆରେ ଏକ ପୂର୍ବ ପ୍ରେମୀ ଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ର ସ୍କ୍ରିନଶୋଟ ଭାଇରାଳ ହେଉଛି । ଏଥିରେ ଗୋଟେ ଯୁବତୀ ବ୍ରେକଅପ ର ବର୍ଷେ ପରେ ନିଜର ପୂର୍ବ ପ୍ରେମୀ କୁ ମେସେଜ କରିଥିଲା ।

ଯୁବତୀ ଙ୍କୁ ଭୋକ ଲାଗିଥିଲା ଏହି କାରଣରୁ ସେ ଚାହୁଁ ଥିଲା କି ତାହାର ପୂର୍ବ ପ୍ରେମିକା ତା ପାଇଁ ଖାଦ୍ୟ ଅର୍ଡର କରୁ ବୋଲି । ଯୁବତୀ ବଡ଼ ଚତୁରତା ର ସହ ଯୁବକ କୁ ନିଜ ପାଇଁ ଖାଦ୍ୟ ଅର୍ଡର କରିବା ପାଇଁ ରାଜି କରାଇଲା ।

ଯୁବତୀ ଯୁବକ କୁ ଇମୋଶନାଲ କରିଲା । ତାଙ୍କୁ କହିଲା କି କେମିତି ତାଙ୍କର ଘରଲୋକ ତାକୁ ଏକା ଛାଡି ଚାଲି ଯାଇଛନ୍ତି । ସେ ଜଳଖିଆ ମଧ୍ୟ ଖାଇନାହିଁ ଓ ବହୁତ ଭୋକିଲା ଅଛି । ସାଥିରେ ଯୁବକ କୁ କହିଲା କି ସେ ତାଙ୍କର ଯତ୍ନ ମଧ୍ୟ ରଖି ପାରିଲେ ନାହିଁ ।

ଏମିତି ରେ ଯୁବକ ତାଙ୍କୁ ମନେ ପକାଇ ଦେଲେ କି କେମିତି ସମ୍ପର୍କ ରେ ଥିଲା ବେଳେ ଯୁବତୀ ତାଙ୍କୁ ବେଖାତ୍ରୀ କରିଥିଲେ । ତାଙ୍କୁ ଜନ୍ମଦିନ ର ଶୁଭେଚ୍ଛା ମଧ୍ୟ କରିନଥିଲେ । କିନ୍ତୁ ପୁଣି ଯୁବତୀ କଥା ବଦଳାଇ କହିଥିଲେ କି ଯଦି ଯଦି ସେ ତାଙ୍କ ପାଇଁ ପିଜ୍ଜା ଅର୍ଡର କରି ନ ପାରିବେ ତେବେ ଅତିକମ୍ ରେ ଭଲରେ ତ କଥା ତ ହୋଇପାରିବ ।

ଏହା ପରେ ଯୁବକ ସାଙ୍ଗେ ସାଙ୍ଗେ ପୂର୍ବ ପ୍ରେମିକା ପାଇଁ ପିଜ୍ଜା ଅର୍ଡର କରିଥିଲେ । ଅର୍ଡର ହେବା ଦେଖିବା ପରେ ଯୁବତୀ ର କଥା ରେ ପରିବର୍ତ୍ତନ ଆସିଥିଲା । ସେ ବ୍ରେକଅପ ପାଇଁ ଯୁବକ କୁ କ୍ଷମା ମଧ୍ୟ ମାଗିଲେ ।

ତା ପରେ ଯୁବକ ତାଙ୍କୁ ପିଜ୍ଜା ଉପଭୋଗ କରିବା ପାଇଁ କହିଲେ । ସାଥିରେ ଲେଖିଥିଲେ କି ଯେବେ ସେ ସବୁବେଳେ ମନେ ରଖିବେ କି ଗୋଟେ ବର୍ଷ ପରେ ନିଜ ପୂର୍ବ ପ୍ରେମୀ କୁ ମେସେଜ କରିଲା ଓ ସେ ତାଙ୍କ ପାଇଁ ପିଜ୍ଜା ଅର୍ଡର କରିଥିଲେ ।

ଯୁବକ ଏହା ମଧ୍ୟ ଲେଖିଥିଲେ କି ସେ ପେମେଣ୍ଟ କରିଦେଇଛନ୍ତି । ଏଥିପାଇଁ ଯୁବତୀକୁ ପଇସା ଦେବା ଆବଶ୍ୟକ ନାହିଁ । ଯେବେ ଡେଲିଭର ବୟ ଯୁବତୀ ଙ୍କ ପାଖରେ ପହଞ୍ଚିଲା ଯୁବତୀ ଦେଖିଲା କି ବହୁତ ପ୍ରକାର ପିଜ୍ଜା ଅର୍ଡର ଆସିଛି । ସେ ଯୁବକ ଙ୍କୁ ପଚାରିଲା କି ଏତେ ସବୁ ପିଜ୍ଜା କାହିଁକି ଅର୍ଡର କରିଲେ ତେବେ ଯୁବକ ଜଣଙ୍କ କହିଲା କି ସେ ଚାହୁଁଛନ୍ତି କି ସେ ପେଟ ଭର୍ତ୍ତି କରି ପିଜ୍ଜା ଖାଆନ୍ତୁ । ସାଥିରେ ନିଜର ମା ବାପା ଙ୍କୁ କହିଲା କି ସେ ଏକ ଯୁବକ କୁ ଧୋକା ଦେଇଥିଲେ ସେ ଏହି ପିଜ୍ଜା ସବୁ ପଠାଇଛି ।

କିନ୍ତୁ ର ପୁରା ମଜା ସେଇଠି ଥିଲା । ଯୁବତୀ ଯେତେବେଳେ ପିଜ୍ଜା ଡେଲିଭର ବୟ ଠାରୁ ନେଇଥିଲା ସେ ଯୁବତୀ ଙ୍କୁ ୧୩ ହଜାର ୪୯୭ ଟଙ୍କା ର ବିଲ୍ ଦେଇଥିଲା । ଯାହା ପରେ ଯୁବତୀ ଯୁବକ ଙ୍କୁ ମେସେଜ କରିଲା କି ତାଙ୍କୁ କ୍ୟାସ ମାଗୁଛନ୍ତି । କିନ୍ତୁ ସେତେବେଳକୁ ଯୁବକ ଯୁବତୀ ଙ୍କୁ ବ୍ଲକ କରି ଦେଇଥିଲା । ପ୍ରତିଶୋଧ ର ଏହି କାହାଣୀ ସୋସିଆଲ ମିଡିଆରେ ରେ ଭାଇରାଳ ହେଉଛି । ଲୋକ ମାନେ ଯୁବକ କୁ ବହୁତ ସମର୍ଥ କରୁଛନ୍ତି । ସାଥିରେ କହିଲେ କି ଏମିତି ଲୋଭୀ ଯୁବତୀ ସହ ଏମିତି କରିବା ଉଚିତ ।

ଯଦି ଆମ ଆର୍ଟିକିଲ ପସନ୍ଦ ଆସିଥାଏ ଗୋଟେ ଲାଇକ କରିବେ ଏବଂ ଏହାକୁ ନେଇ ନିଜର ମତାମତ ଆମକୁ କମେନ୍ଟ ମାଧ୍ୟ୍ୟମରେ ନିଶ୍ଚିନ୍ତ ଦେବେ |

Leave a Reply

Your email address will not be published. Required fields are marked *