କାନ୍ଦିବାର ଦିନ ଶେଷ ହୋଇ ଯାଇଛି, କାରଣ ଆଜି ଠାରୁ ଏହି ୫ ଗୋଟି ରାଶିର ସମସ୍ତ ଦୁଃଖ କଷ୍ଟ ଦୂର କରିବେ ପ୍ରଭୁ ମହାଦେବ। ଜ୍ୟୋତିଷ ଶାସ୍ତ୍ର ମୁତାବକ ଆମେ ପ୍ରଭୁ ଭୋଳାନାଥଙ୍କୁ ଦୁନିଆର ଅଧିପତି ବୋଲି ମାନିଥାଉ। ମହାଦେବ ହିଁ ସୃଷ୍ଟିର ପାଳନହାର ବୋଲି କୁହାଯାଇଥାଏ। ଭୋଳାନାଥ ଯେତେବେଳେ କୌଣସି ଲୋକ ଉପରେ ପ୍ରସନ୍ନ ହୋଇଯାନ୍ତି ତେବେ ସେ ନିଜର ଅପାର କୃପା ସେମାନଙ୍କ ଉପରେ ବର୍ଷା କରିଥାନ୍ତି। ଭଗବାନ ଭୋଳାନାଥ ସ୍ୱଭାବରେ ମଧ୍ୟ ଭୋଳା ଅଟନ୍ତି। ବର୍ତ୍ତମାନ ମହାଦେବ କିଛି ରାଶି ଉପରେ ପ୍ରସନ୍ନ ହୋଇଛନ୍ତି। ଭଗବାନ ଶଙ୍କର ସେମାନଙ୍କ ଭକ୍ତିରେ ପ୍ରସନ୍ନ ହୋଇଛନ୍ତି। ଯାହାଫଳରେ ଆଜି ଠାରୁ ଏହି ୫ ଗୋଟି ରାଶିଙ୍କ ଉପରେ ଧନ ବର୍ଷା ହେବାକୁ ଯାଉଛି।
ଭଗବାନ ଶଙ୍କରଙ୍କର କୃପାରୁ ଖରାପ ଦିନ ଦୂର ହୋଇ ଭଲ ଦିନ ଆସିବାକୁ ଯାଉଛି। ଆପଣଙ୍କୁ ଧନ ସମ୍ପତ୍ତିର ଅଭାବ ରହିବ ନାହିଁ। ଭଗବାନ ଶଙ୍କରଙ୍କର କୃପାରୁ ଆପଣଙ୍କର ସମସ୍ତ ଅଧୁରା ଅଟକି ରହିଥିବା କାର୍ଯ୍ୟ ଏବଂ ବିଗିଡି ଯାଇଥିବା କାର୍ଯ୍ୟ ପୂର୍ଣ୍ଣ ହୋଇଯିବ। ଆପଣଙ୍କର ଜୀବନରେ ଆଗକୁ ଆସୁଥିବା ସବୁ ସମସ୍ୟା ଦୂର ହୋଇଯିବ। ନିଜର ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଶତ୍ରୁ ଆପଣଙ୍କ ଠାରୁ ବର୍ତ୍ତମାନ ଦୂରେଇ ରହିବେ। ସମାଜରେ ଆପଣଙ୍କୁ ଲୋକମାନେ ମାନସମ୍ମାନ ଦେବେ। ବ୍ୟାପାର ବାଣିଜ୍ୟ ଦୁଇଗୁଣା ଗତିରେ ଆଗକୁ ବଢିବ। ବେରୋଜଗାର ଲୋକଙ୍କୁ ଭଲ ଚାକିରୀ ପ୍ରାପ୍ତ ହୋଇଯିବ।
ଆପଣଙ୍କୁ ଭୋଳାନାଥଙ୍କ କୃପାରୁ କାର୍ଯ୍ୟକ୍ଷେତ୍ରରେ ବଡ଼ ସଫଳତା ମିଳିବାକୁ ଯାଉଛି। ଲୋକମାନେ ଆପଣଙ୍କୁ ସମସ୍ତ କଥା ପଚାରି କାମ କରିବେ। ପରିବାରର ଖର୍ଚ୍ଚ କମ ହେବା ସହିତ ଦିନକୁ ଦିନ ରୋଜଗାର ମଧ୍ୟ ବଢିବାରେ ଲାଗିବ। ମନରେ ଆତ୍ମବିଶ୍ବାସ ଏବଂ ଉତ୍ସାହ ବୃଦ୍ଧି ପାଇବ। ପ୍ରେମ ସମ୍ବନ୍ଧ ମଧୁର ରହିବ। ସମାଜ ପାଇଁ ଶୁଭ କାର୍ଯ୍ୟ କରିବାର ଅବସର ମିଳିବାକୁ ଯାଉଛି। ଏହି ରାଶି ଗୁଡ଼ିକର ବ୍ୟକ୍ତି ମାନଙ୍କର ଦିନକୁ ଦିନ ଉନ୍ନତି ଓ ସଫଳତା ହାସଲ କରିବାର ସମୟ ନିକଟତର ହୋଇ ଆସୁଛି। ବର୍ତ୍ତମାନ ହେବାକୁ ଥିବା ପରିବର୍ତ୍ତନ ଆପଣଙ୍କ ପାଇଁ ବହୁତ ବିଶେଷ ହେବ। ଶିକ୍ଷା, ଚାକିରୀ, ପ୍ରେମ ଏବଂ ବ୍ୟାପର ବାଣିଜ୍ୟ କ୍ଷେତ୍ରରେ ଆପଣଙ୍କୁ ବହୁତ ଶିଘ୍ର ନୂତନ ଖୁସି ଖବର ମିଳିବାର ସମ୍ଭାବନା ରହିଛି।
ପ୍ରଭୁ ଭୋଳାନାଥଙ୍କର କୃପାରୁ ଯେଉଁ ରାଶିର ବ୍ୟକ୍ତି ମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି ଏବଂ ଆଗାମୀ ସମୟ ସୁଖମୟ ହେବାକୁ ଯାଉଛି ସେହି ୫ ଗୋଟି ରାଶି ଗୁଡିକ ହେଉଛନ୍ତି, କୁମ୍ଭ ରାଶି, ମିଥୁନ ରାଶି, କର୍କଟ ରାଶି, ସିଂହ ରାଶି, ବୃଷ ରାଶି ଏବଂ ତୁଳା ରାଶି। ସ୍ୱୟଂ ଭଗବାନ ଶଙ୍କର ଏମାନଙ୍କର ଭାଗ୍ୟ ପରିବର୍ତ୍ତନ କରିବେ। ଏମାନେ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ବିଶେଷ ରୂପରେ ଉନ୍ନତି କରିବେ।
ବନ୍ଧୁଗଣ ଆଜି ଭୋଳାନାଥଙ୍କ ଆଶ୍ରିବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଓଁ ନମଃ ଶିବାୟ” ଲେଖି ଦିଅନ୍ତୁ । ଏବଂ ମନରେ ଭକ୍ତି ଥିଲେ ଗୋଟିଏ ଲାଇକ ଏବଂ ଶେୟାର କରିବାକୁ ଭୁଲିବେ ନାହିଁ |