ରେ-କ-ର୍ଡ ଭା-ଙ୍ଗି-ଲେ ୫୪ ବର୍ଷୀୟ ସୋବତ:-
୫୪ ବର୍ଷୀୟ budimir buda sobat ଏକ ନୂଆ ବିଶ୍ୱ ରେ-କ-ର୍ଡ ନିଜ ନାମରେ କରିଦେଇଛନ୍ତି। ସେ ୨୪ ମିନିଟ ୩୩ ସେକେଣ୍ଡ ଧରି ବିନା ବାହାର ଅମ୍ଳଜାନ ମାଧ୍ୟମରେ ପାଣି ଭିତରେ ରହିଥିଲେ, ଯାହା ଶୁଣିବାକୁ ଅସମ୍ଭବ ଲାଗେ। ସେ ୩ ବର୍ଷ ପୂର୍ବରୁ ପାଣି ଭିତରେ ୨୪ ମିନିଟ ରହି ଗ୍ରୀନିଜ ୱାର୍ଲଡ ରେ-କ-ର୍ଡ କରିଥିଲେ। ଯାହାକୁ ସେ ନିଜେ ଭା-ଙ୍ଗି ଏବେ ୨୪ ମିନିଟ ୩୩ ସେକେଣ୍ଡ କରିଦେଇଛନ୍ତି।
୩୦ ମିନିଟ ପୂର୍ବରୁ ନେଇଥିଲେ ଶୁଦ୍ଧ ଅମ୍ଳଜାନ:-
କ୍ରୋଏସିଆର ଜଣେ ୫୪ ବର୍ଷୀୟ ବ୍ୟକ୍ତି budimir buda sobat ଏକ ନୂଆ ବିଶ୍ୱ ରେ-କ-ର୍ଡ ସୃଷ୍ଟି କରିଛନ୍ତି। ସେ ୨୪ ମିନିଟ ୩୩ ସେକେଣ୍ଡ ପର୍ଯ୍ୟନ୍ତ ବିନା ଅମ୍ଳଜାନରେ ପାଣି ଭିତରେ ରହିଥିଲେ। ଯେଉଁଠି ତାଙ୍କ ନାମ ସବୁଠୁ ଲମ୍ବା ସମୟ ପର୍ଯ୍ୟନ୍ତ ବାହାର ଅମ୍ଳଜାନ ବିନା ପାଣି ଭିତରେ ରହି ରେ-କ-ର୍ଡ କରିଥିଲେ। କ୍ରୋଏସିଆର ସିସକ ସହରରେ ତିଆରି କରାଯାଇଥିବା ଏହି ରେ-କ-ର୍ଡ ଦ୍ୱାରା ସେଠାରେ କେତେକ ଡାକ୍ତର, ପତ୍ରକାର, ଓ ଫ୍ୟାନ୍ସ ରହି ଦେଖୁଥିଲେ। ସେ ପ୍ରଥମେ କିଛି ମିନିଟ ଫ୍ରେଶ ଅମ୍ଳଜାନ ସହ ହାଇପର ଭେଣ୍ଟିଲେଟିଙ୍ଗ କଲା ପରେ ବଡ଼ି ଭିତରେ ଅମ୍ଳଜାନର ସ୍ତର ବଡ଼ାଇ ଦେଇଥିଲେ। ଏହାପରେ ସେ ପ୍ରାୟ ଅଧଘଣ୍ଟା ଧରି ପାଣି ଭିତରେ ରହିଥିଲେ ବୋଲି ଶୁଣିବାକୁ ଆସିଛି। କହି ରଖୁଛୁ ଏହା ସୋବତଙ୍କର ଅନେକ ବର୍ଷର ଅଭ୍ୟାସ ଏବଂ ଟ୍ରେନିଂର ଫଳ ଅଟେ। ଯାହାଫଳରେ ତାଙ୍କୁ ଅନେକ ସମ୍ମାନ ମିଳୁଛି। ଲୋକମାନେ ତାଙ୍କୁ ଦେଶର ସବୁଠୁ ବଳଶାଳୀ ବ୍ୟକ୍ତି ନାମରେ ପରିଚିତ କରୁଛନ୍ତି।

ବଡ଼ି ବିଲ୍ଡିଂଗ ଛାଡ଼ି ଶିଖିଲେ ଷ୍ଟାଟିକ ଡାଇଭିଂ:-
କିଛି ବର୍ଷ ପୂର୍ବରୁ ସୋବତ ନିଜର ଆବେଗ ବଡ଼ି ବିଲ୍ଡିଂଗ କୁ କୂଳରେ ରଖି ଷ୍ଟାଟିକ ଡାଇଭିଂକୁ ଆ-ଲି-ଙ୍ଗ-ନ କରିଥିଲେ। ଏବଂ ଅତିଶୀଘ୍ର ଦୁନିଆର ଟପ ୧୦ ଭିତରେ ନିଜକୁ ଗଣନା କରିପାରିଥିଲେ। ସେ ୩ ବର୍ଷ ପୂର୍ବରୁ ୨୪ ମିନିଟ ବିନା ଅମ୍ଳଜାନରେ ପାଣି ଭିତରେ ରହି ଗ୍ରୀନିଜ ୱାର୍ଲଡ ରେ-କ-ର୍ଡ ଟିଆରିକରିଥିଲେ। ଯାହାକୁ ସେ ଏବେ ଭା-ଙ୍ଗି ୨୪ ମିନିଟ ୩୩ ସେକେଣ୍ଡ କରିଛନ୍ତି।
କଠିନ ଅଭ୍ୟାସରେ ଜିତିପାରିଥିଲେ ସୋବତ:-
କହିରଖୁଛୁ ଷ୍ଟାଟିକ ଏପନିୟାରେ ଏହାନଲୁର୍ବରୁ ବିଶ୍ୱ ରେ-କ-ର୍ଡ ଥିଲା ୧୧ ମିନିଟ ୫୪ ସେକେଣ୍ଡ। ଯାହାକୁ ୨୦୧୪ ମସିହାରେ ବ୍ରାଙ୍କୋ ପେଟ୍ରୋଭିକର ଦୁବାଇ ଠାରେ ତିଆରି କରାଯାଇଥିଲା। ଯାହାକି ଟହ ଏହି ରେ-କ-ର୍ଡ ଠାରୁ କିଛି ଅଲଗା ଥିଲା। ଏହିଥର ସୋବତଙ୍କୁ ଅଧଘଣ୍ଟେ ପୂର୍ବରୁ ଶୁଦ୍ଧ ଅମ୍ଳଜାନ ନେବାର ଅନୁମତି ଦିଆଯାଇଥିଲା। ଭଲକି ଅନ୍ତର ୩୦ ସେକେଣ୍ଡର ଥିଲା। କିନ୍ତୁ ପାଖାପାଖି ୩୦ ମିନିଟ ବିନା ଅମ୍ଳଜାନରେ ପାଣି ଭିତରେ ରହିବା ଅସମ୍ଭବ ଅଟେ। ଏଥିପାଇଁ କଠୋର ଅଭ୍ୟାସ ଓ ଅରିଶ୍ରମ ଆବଶ୍ୟକ ହୋଇଥାଏ। ଯାହାଦ୍ୱାରାକି ଏଭଳି ଶରୀର ଗଠନ ହୋଇପାରିବ ଯେଉଁଠାରେ ଆପଣ ଧୀରେ ଧୀରେ ଅମ୍ଳଜାନ ଗ୍ରହଣ କରିପାରିବେ।
ସାସା କରୁଥିଲା ସୋବତଙ୍କୁ ଉସ୍ଛାହ:-
ଏମିତିରେ ପ୍ରଥମେ ଶୁଦ୍ଧ ଅମ୍ଳଜାନ ନିଆଯାଇଥାଉ, ହେଲେ ଏହା ଷ୍ଟାଟିକ ଏପନିୟା କାହାପାଇଁ ବି ବଡ କଷ୍ଟ ଦାୟକ ହୋଇଥାଏ। ବିଶେଷ କରି ମଣିଷର ମସ୍ତିକ ପାଇଁ, ଯାହା ପାଣି ଭିତରେ ଅମ୍ଳଜାନର ସାମାନ୍ୟ ସ୍ତର ମିଳେ ନାହିଁ। କହି ରଖୁଛୁ ପାଖାପାଖି ୧୮ ମିନିଟ ପରେ ସୋବତଙ୍କୁ ଅମ୍ଳଜାନର କମ ହେବା କାରଣରୁ ଅନେକ ପ୍ରକାରର ଅସୁବିଧା ଆସୁଥିଲା, ଯାହା ମାଂ-ସପେ-ଶୀ ଉପରେ ସ୍ପାସ ଆରମ୍ଭ ହୋଇଯାଇଥିଲା। ଏହାର କାରଣ ତାଙ୍କର ବୟସ ୫୪ ବର୍ଷ ଥିଲା। ସୋବତଙ୍କୁ ସର୍ବଦା ନିଜର ଲିମିଟ ଠାରୁ ଆଗକୁ ଯାଇ କାମ କରିବା ପାଇଁ ତାଙ୍କର ୨୦ ବର୍ଷୀୟ ଝିଅ ସାସା ଉତ୍ସାହ କରୁଥିଲା। ସାସାକୁ ଛୋଟବେଳେ ଅଟିଜିମ୍ ଏବଂ ଏପିଲିପଟିକ୍ ଆ-କ୍ରା-ନ୍ତରେ ପଡ଼ି ରହୁଥିଲା। ଯାହା ନିଜ ପିତା ସୋବତଙ୍କୁ ଆଗକୁ ନେବା ପାଇଁ ପ୍ରେରିତ କରେ। ସୋବତ ଏହି ରେ-କ-ର୍ଡ଼ ଜିତିବା ପଇସାରେ ୨୦୨୦ ଡିସେମ୍ବରରେ କ୍ରୋଏସିଆରେ ଆସିଥିବା ଭୂମିକମ୍ପରେ ଅତ୍ୟଧିକ ଆ-ତ-ଙ୍କ ହୋଇଥିବା ଲୋକମାନଙ୍କୁ ସେବା କରିଥିଲେ।