କ୍ୟାପଟେନ ଅମରିନ୍ଦରଙ୍କ ଉଦାର ହୃଦୟକୁ ଦେଖି ସୋସିଆଲ ମିଡ଼ିଆ ୟୁଜର୍ସ ବହୁତ ଖୁସି ହୋଇଛନ୍ତି। ଏଥିପାଇଁ ସମସ୍ତେ ସୋସିଆଲ ମିଡିଆରେ ପଞ୍ଜାବ ସୀଏମଙ୍କର ପ୍ରଶଂସା କରିବାକୁ ଥକୁ ନାହାନ୍ତି। ଜଣେ ୟୁଜର ଲେଖିଛନ୍ତି କି ବାସ୍ତବରେ ସାର ଆପଣ ଜଣେ ଛୁଆକୁ ସାହାଯ୍ୟ କରି ଲୋକଙ୍କ ହୃଦୟକୁ ଜିତି ନେଇଛନ୍ତି।
ଇଣ୍ଟରନେଟ ଦୁନିଆରେ ପ୍ରତିଦିନ କୈାଣସି ନା କୈାଣସି ଭିଡିଓ ଭାଇରାଲ ହେବାରେ ଲାଗିଥାଏ।ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ବହୁତ ଜୋରରେ ମୁଖ୍ୟ ଖବର ପାଲଟି ଯାଇଛି। ଏହି ଭିଡିଓରେ ଦଶ ବର୍ଷର ଗୋଟିଏ ଛୁଆ ରାସ୍ତା ଉପରେ ମୋଜା ବିକ୍ରି କରୁଥିବାର ଦେଖାଯାଇଛି। ଭିଡିଓ ଭାଇରାଲ ହେବା ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହି ଛୁଆଟି ସହିତ କଥା ହୋଇଥିଲେ ଏବଂ ତା’ର ପରିବାରକୁ ୨ଲକ୍ଷ ଟଙ୍କାର ଆର୍ଥିକ ସାହାଯ୍ୟ ମଧ୍ୟ କରିଛନ୍ତି। ବର୍ତମାନ ଏହି ଭିଡିଓ ଲୋକମାନଙ୍କର ଆଶ୍ଚର୍ଯ୍ୟର କାରଣ ହୋଇଯାଇଛି।
୧୦ବର୍ଷ ବଂଶର ଏହି ଭିଡିଓ ପଞ୍ଜାବର ସୀଏମଙ୍କ ଧ୍ୟାନକୁ ଆକର୍ଷିତ କରିଛି। କ୍ୟାପଟେନ ଅମରିନ୍ଦର ନିଜ ଟୁଇଟର ହ୍ୟାଣ୍ଡଲରେ ଏହି ଭିଡିଓ ପୋଷ୍ଟ କରିବା ସମୟରେ କହିଛନ୍ତି ସ୍କୁଲ ଛାଡ଼ି ସିଗ୍ନାଲରେ ମୋଜା ବିକ୍ରି କରୁଥିବା ୧୦ବର୍ଷର ଛୁଆ ସହିତ ଆଜି କଥା ହୋଇଛି।ଯାହାପରେ ସେ ଅଞ୍ଚଳର ଅଧିକାରୀମାନଙ୍କୁ କହିଥିଲେ କି ଏହା ସୁନିଶ୍ଚିତ କରାଯାଉ କି ଏହି ଛୁଆ ପୁଣିଥରେ ସ୍କୁଲକୁ ଯାଇପାରିବ।
କ୍ୟାପଟେନ ଅମରିନ୍ଦରଙ୍କ ଉଦାର ହୃଦୟକୁ ଦେଖି ସୋସିଆଲ ମିଡ଼ିଆ ୟୁଜର୍ସ ବହୁତ ଖୁସି ହୋଇଛନ୍ତି। ଏଥିପାଇଁ ସମସ୍ତେ ସୋସିଆଲ ମିଡିଆରେ ପଞ୍ଜାବ ସୀଏମଙ୍କର ପ୍ରଶଂସା କରିବାକୁ ଥକୁ ନାହାନ୍ତି। ଜଣେ ୟୁଜର ଲେଖିଛନ୍ତି କି ବାସ୍ତବରେ ସାର ଆପଣ ଜଣେ ଛୁଆକୁ ସାହାଯ୍ୟ କରି ଲୋକଙ୍କ ହୃଦୟକୁ ଜିତି ନେଇଛନ୍ତି। ସେଠାରେ ଜଣେ ଅନ୍ୟ ୟୁଜର ଲେଖିଛନ୍ତି କି ବାସ୍ତବରେ ଏମିତି ଛୁଆଙ୍କ ଜୀବନକୁ ନଷ୍ଟ ହେବାରୁ ବଞ୍ଚାଇବା ଉଚିତ, ଆପଣ ଯେଉଁ କାମ କରିଛନ୍ତି ତାହା ବାସ୍ତବରେ ପ୍ରଶଂସା ଯୋଗ୍ୟ ଅଟେ।
ଗୋଟିଏ ସୂଚନା ମୁତାବକ ଦ୍ଵିତୀୟ କ୍ଲାସରେ ପଢୁଥିବା ବଂଶ ପାଠପଢ଼ା ଛାଡ଼ି ନିଜ ପରିବାରକୁ ସମର୍ଥନ କରିବା ପାଇଁ ରାସ୍ତା ଉପରେ ମୋଜା ବିକ୍ରି କରିବା ପାଇଁ ସ୍ଥିର କରିଥିଲେ। କ୍ୟାପଟେନ ଅମରିନ୍ଦର ସିଂହ ଲେଖିଛନ୍ତି: “୧୦ବର୍ଷ ବୟସର ଯୁବକ ବଂଶ ସିଂହ ସହିତ ଫୋନରେ କଥା ହୋଇଥିଲି, ଦ୍ଵିତୀୟ ଶ୍ରେଣୀର ଜଣେ ଛାତ୍ରଙ୍କ ଭିଡିଓ ମୁଁ ଦେଖିଥିଲି ଯେଉଁଥିରେ ସେ ଲୁଧିଆନାର ସିଗ୍ନାଲ ଠାରେ ମୋଜା ବିକ୍ରି କରୁଥିବାର ଦେଖାଯାଇଥିଲା। ମୁଁ ଡୀସୀଙ୍କୁ କହିଥିଲି କି ସେ ନିଜ ସ୍କୁଲରେ ତାର ପ୍ରବେଶ ସୁନିଶ୍ଚିତ କରିବା ପାଇଁ କହିବେ, ଏହା ସହିତ ହିଁ ତାଙ୍କ ପରିବାରଙ୍କୁ ୨ଲକ୍ଷର ଆର୍ଥିକ ସହାୟତା ମଧ୍ୟ ଦେଇଥିଲେ।”
Spoke on phone to young Vansh Singh, aged 10, a Class II dropout who’s video I saw selling socks at traffic crossing in Ludhiana. Have asked the DC to ensure he rejoins his school. Also announced an immediate financial assistance of Rs 2 lakhs to his family. pic.twitter.com/pnTdnftCDo
— Capt.Amarinder Singh (@capt_amarinder) May 8, 2021
ଏହି ଭିଡିଓ ଭାଇରାଲ ହେଉଛି, ସେଥିରେ ଟ୍ରାଫିକ କ୍ରସିଙ୍ଗରେ ମୋଜା ବିକ୍ରି କରୁଥିବା ପୁଅକୁ ଦେଖାଯାଇଛି। ଏହି ଛୁଆ ମୋଜାର ମୂଲ୍ୟରୁ ଅଧିକ ଟଙ୍କା ନେବାପାଇଁ ମନା କରୁଛନ୍ତି। ସେଠାର କାରରେ ବସିଥିବା ଜଣେ ବ୍ୟକ୍ତି ତାଙ୍କୁ ଅଧିକ ଟଙ୍କା ଦେବାପାଇଁ କହିଥିଲେ କିନ୍ତୁ ସେ ଏହାକୁ ସ୍ପଷ୍ଟ ଭାବରେ ମନା କରିଦେଇଥିଲେ। ସେହି ସମୟରେ କାରରେ ବସିଥିବା ବ୍ୟକ୍ତି ଜଣଙ୍କ ତାଙ୍କ କଥାବାର୍ତ୍ତାକୁ ରେକର୍ଡ କରି ନେଇଥିଲେ ଯେଉଁଥିରେ ଛୁଆଟି କହିଥିଲା କି ପ୍ରଥମେ ସେ ସ୍କୁଲକୁ ଯାଉଥିଲା କିନ୍ତୁ ବର୍ତ୍ତମାନ ପରିବାରକୁ ସାହାଯ୍ୟ କରିବା ପାଇଁ ସେ ଏହି କାମ କରୁଛି।
https://twitter.com/IamAnitaKundu/status/1390900896620449793?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1390900896620449793%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.tv9hindi.com%2Ftrending%2F10-year-old-boy-selling-socks-on-signal-video-goes-viral-punjab-cm-captain-amarinder-singh-announces-aid-647967.html