୧୨ ସେପ୍ଟେମ୍ବର ୨୦୨୦ ଶନିବାର: ଶନି ଦେବଙ୍କ କୃପା ଦୃଷ୍ଟି ଏହି ୩ଟି ରାଶି ଉପରେ ଆଜିଠାରୁ ପଡିବ, ଜାଣନ୍ତୁ କଣ କହୁଛି ଆଜି ଆପଣଙ୍କ ରାଶିଫଳ।

ଆଜି ସେପ୍ଟେମ୍ବର ୧୨ ତାରିଖ, ୨୦୨୦ ମସିହା ଆଶ୍ୱିନ ମାସ କୃଷ୍ଣ ପକ୍ଷର ଦଶମୀ ତିଥୀ ( ଭୋର ୪ ଘଟିକା ୧୩ ମିନିଟ ସେପ୍ଟେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଏହାପରେ ଏକାଦଶୀ ତିଥି ) ଶନିବାର। ଏହିଦିନରେ ଆଦ୍ରା ନକ୍ଷତ୍ର ରହିବ ( ଅପରାହ୍ନ ୪ ଘଟିକା ୨୫ ମିନିଟ ପର୍ଯ୍ୟନ୍ତ ଏହାପରେ ପୁର୍ନବସୁ ନକ୍ଷତ୍ର )। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟର ଦେବତା କୁହାଯାଏ। ଶନିଦେବଙ୍କୁ ଦୁଃଖର କାରକ ମଧ୍ୟ କୁହାଯାଇଥାଏ। ଶନିଦେବଙ୍କ ରତ୍ନ ନିଲମ ଅଟେ। ଏହି ଦିନର କାରକ ମଧ୍ୟ ସ୍ୱୟଂ ଶନିଦେବ। ଏହି ଦିନରେ ବଜରଙ୍ଗବଲି ହନୁମାନଙ୍କୁ ପୂଜା କରିବାର ବିଧାନ ମଧ୍ୟ ରହିଛି।

ଶୁଭ ମୁହୂର୍ତ୍ତ: ଅଭିଜିତ ମୁହୂର୍ତ୍ତ- ଦିବା ୧୧ ଘଟିକା ୨୯ ମିନିଟରୁ ମଧ୍ୟାହ୍ନ ୧୨ ଘଟିକା ୧୯ ମିନିଟ ପର୍ଯ୍ୟନ୍ତ। ଅମୃତ ବେଳା- ଦିବା ୬ ଘଟିକାରୁ ଦିବା ୭ ଘଟିକା ୪୦ ମିନିଟ ପର୍ଯ୍ୟନ୍ତ।
ଅଶୁଭ ମୁହୂର୍ତ୍ତ: ରାହୁ କାଳ- ଦିବା ୮ ଘଟିକା ୪୮ ମିନିଟରୁ ଦିବା ୧୦ ଘଟିକା ୨୧ ମିନିଟ ପର୍ଯ୍ୟନ୍ତ।

ମେଷ ରାଶି- ଅନୁକୂଳ ସମୟର ନିର୍ଣ୍ଣୟ ହେବାରୁ ମାନସିକ ଚାପରୁ ରକ୍ଷା ମିଳିବ। କିନ୍ତୁ ଆତ୍ମବିଶ୍ବାସରେ ବହୁତ ଅଭାବ କାରଣରୁ କୌଣସି ମଧ୍ୟ ନିଷ୍ପତ୍ତି ଆପଣ ନିଜର ଶକ୍ତିରେ ନେଇ ପାରୁ ନାହାନ୍ତି, ଯଦି ନେଉଛନ୍ତି ତେହେଲେ ମଧ୍ୟ କ୍ଷତି ସହିବାକୁ ପଡୁଛି। ଆତ୍ମବିଶ୍ବାସ ବୃଦ୍ଧି କରାଇବା ପାଇଁ ପ୍ରତ୍ୟେକ ଦିନ ସୂର୍ଯ୍ୟକୁ ଜଳ ଅର୍ପଣ କରନ୍ତୁ।

ବୃଷ ରାଶି- ଆଜିର ଦିନ ଠିକ ନାହିଁ। ଆଜି ଅତିଥି ଆଗମନର ସମ୍ଭାବନା ରହିଛି। ସମ୍ପର୍କୀୟ ମାନଙ୍କ ସହିତ ବିବାଦ ହୋଇପାରେ ଯାନବାହନ ସାବଧାନତାର ସହିତ ବ୍ୟବହାର କରନ୍ତୁ। ଭବନ କାରଖାନାର ମରାମତି ଉପରେ ଧ୍ୟାନ ଖର୍ଚ୍ଚ ହେବା ସହିତ ପୂଜା ପାଠରେ ମନ ଲାଗିବ।

ମିଥୁନ ରାଶି- ବିବାହ ଚର୍ଚ୍ଚାରେ ସଫଳତା ମିଳିବ। କିନ୍ତୁ ବ୍ୟବସାୟରେ ଯଥା ସମୟରେ ନିଷ୍ପତ୍ତି ନେଇ ନପରିବାରୁ କ୍ଷତି ହେବ। ସୁଖ ସାଧନ ପାଇଁ ଖର୍ଚ୍ଚ କରିବେ। ପୁରୁଣା ନିବେଶରୁ ଲାଭର ସମ୍ଭାବନା ରହିଛି। ଋଣ ସମ୍ବନ୍ଧିତ ସମସ୍ୟାର ନିଦାନ ହେବ।

କର୍କଟ ରାଶି- ନୂତନ ବ୍ୟାପାରିକ ଚୁକ୍ତି ହେବ। ଆଜି କାର୍ଯ୍ୟ କୁଶଳତାରେ ସମସ୍ତଙ୍କ ମନ ଜିତିନେବେ। ଭାଇ ଭଉଣୀଙ୍କ ସହଯୋଗ ମିଳିବ। ଯଦି ଯାନବାହନ କ୍ରୟ କରିବାର ମନ ବଳାଉଛନ୍ତି ତେବେ ଏହା ଖୁବଶୀଘ୍ର ପୂର୍ଣ୍ଣ ହେବ। ପାରିବାରିକ ସୁଖ ମିଳିବ।

ସିଂହ ରାଶି- ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳ ହେବେ। ପ୍ରଶାସନିକ ଅଧିକାରୀଙ୍କ ପାଇଁ ସମୟ ବ୍ୟସ୍ତତାରେ ଅତିବାହିତ ହେବ। ବ୍ୟକ୍ତିଗତ ସମ୍ବନ୍ଧରେ ମତଭେଦ ହୋଇପାରେ। ଧଳା ରଙ୍ଗର ବାସ୍ତୁ ଡାଂ କରନ୍ତୁ, ଆର୍ଥିକ ସ୍ଥିତିରେ ସୁଧାର ହେବ।

କନ୍ୟା ରାଶି- ଆଜିର ଦିନ ଅନୁକୂଳ ରହିବ। ଦୀର୍ଘ ସମୟରୁ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ। କୌଣସି ବ୍ୟକ୍ତିଙ୍କୁ ମନ କଥା କହିବାର ଅବସର ମିଳିଯିବ। କିନ୍ତୁ ବିଦେଶ ଯିବାରେ ବାଧା ସୃଷ୍ଟି ହେବ। ବିଦ୍ୟୁତ ଉପକରଣ କିଣିବାରେ ଯୋଗ ରହିଛି।

ତୁଳା ରାଶି- ଉଲ୍ଲାସ ଓମଙ୍ଗ ସହିତ ଆଜିର ଦିନ ଆରମ୍ଭ ହେବ। ପରିବାରରେ ବାତାବରଣ ସୁଖମୟ ରହିବ। କାହାରି ଉତ୍ତରକୁ ବହୁତ ଅଧର୍ଯ୍ୟ ହୋଇ ଅପେକ୍ଷା କରୁଛନ୍ତି ତେବେ ସ୍ନେହ ପ୍ରସ୍ତାବ ପ୍ରତିକୂଳ ହେବ। ଲୋକମାନଙ୍କୁ ପ୍ରଭାବିତ କରିବାରେ ସଫଳ ରହିବେ।

ବିଛା ରାଶି- ଯଥା ସମୟରେ କାର୍ଯ୍ୟ ପୂରଣ କରନ୍ତୁ। କାର୍ଯ୍ୟରେ ଅଧିକତା ରହିବ। ଧନ ଲାଭ ସମ୍ଭାବନା ରହିଛି। ବ୍ୟର୍ଥ ଚିନ୍ତା କରନ୍ତୁ ନାହିଁ। ଭାଇଙ୍କର ସହଯୋଗ ମିଳିବ।

ଧନୁ ରାଶି- ମନ ଅଶାନ୍ତ ରହିବ, ଦ୍ୱିପ୍ରହର ପରେ ମନରେ ସ୍ଥିରତା ଆସିବ। ପୁଞ୍ଜି ନିବେଶରୁ ଲାଭ ହେବ। ଭୂମି ଏବଂ ଭାବନକୁ ନେଇ ଅଟକି ରହିଥିବା ମାମଲା ଆଜି ମଧ୍ୟ ପୂର୍ଣ୍ଣ ହୋଇପାରିବ ନାହିଁ। କାର୍ଯ୍ୟସ୍ଥଳରେ ସହକର୍ମୀଙ୍କର ସହଯୋଗ ମିଳିବ।

ମକର ରାଶି- ବ୍ୟାପାରରେ ଲାଭର ଯୋଗ ରହିଛି। କୌଣସି ମହତ୍ତ୍ୱପୂର୍ଣ୍ଣ ଯୋଜନା କରି ପାରନ୍ତି। ବୈବାହିକ ପ୍ରସ୍ତାବ ସଫଳ ହେବ। କାର୍ଯ୍ୟସ୍ଥଳରେ କର୍ମଚାରୀଙ୍କ ବ୍ୟବହାରକୁ ନେଇ ଚିନ୍ତିତ ରାହୁବେ। ଧାର୍ମିକ ରୁଚିରେ ବୃଦ୍ଧି ହେବ। ଥଣ୍ଡା ଜନିତ ରୋଗରେ ଗ୍ରସିତ ହୋଇପାରନ୍ତି।

କୁମ୍ଭ ରାଶି- ଆର୍ଥିକ ସ୍ଥିତି ଶକ୍ତିଶାଳୀ ରହିବ। ଆପଣଙ୍କର ବିରକ୍ତ ବ୍ୟବହାର କାରଣରୁ ଘରର ବାତାବରଣ ଖରାପ ରହିବ। ଧ୍ୟାନ ରଖନ୍ତୁ ନିଜର ବ୍ୟବହାରରେ ନମ୍ରତା ଆଣନ୍ତୁ ନେହେଲେ ଆପଣ ଏକୁଟିଆ ରହିଯିବେ। ଆପଣଙ୍କୁ ଅନ୍ୟର ଭାବନାକୁ ବୁଝିବାକୁ ପଡ଼ିବ।

ମୀନ ରାଶି- ବିବାହ ଯୋଗ୍ୟ ଜାତକ ପାଇଁ ସମୟ ଅନୁକୂଳ ରହିବ। ନୂତନ ବନ୍ଧୁ ବନାଇବେ। ପୁରୁଣା ଋଣ ଆଜି ପରିଶୋଧ ହୋଇଯିବ। ରଚନାତ୍ମକ କାର୍ଯ୍ୟରେ ରୁଚି ବଢିବା ସହିତ କିଛି ଲୋକ ଆପଣଙ୍କ ଆଲୋଚନା କରିବେ, ଯେଉଁ କାରଣରୁ ଆପଣ ମିଛ ଆରୋପରେ ଫସିଯାଇ ପାରନ୍ତି।

ବନ୍ଧୁଗଣ ଶନିଦେବଙ୍କ ଆଶ୍ରିବାଦ ପାଇବା ଲାଗି ହୃଦୟରୁ ଗୋଟିଏ ଲାଇକ ଏବଂ ଶେୟାର କରି ଦିଅନ୍ତୁ ଏବଂ ମନରେ ଭକ୍ତି ଥିଲେ ନିଶ୍ଚିନ୍ତ ଲେଖନ୍ତୁ “ଜୟ ଶନିଦେବ”

Leave a Reply

Your email address will not be published. Required fields are marked *