ରହସ୍ୟ ଭରା ଏହି ଦୁନିଆ ଆମକୁ ପ୍ରତିଦିନ କିଛି ନୂଆ କଥା ନୂଆ ଜିନିଷ ସହିତ ଭେଟ କରାଇଥାଏ । କଣ ଆପଣ ଚିନ୍ତା କରିପାରିବେ ୨୦୦ବର୍ଷ ପୂର୍ବରୁ କେହି ବ୍ୟକ୍ତି କେପରି ନିଜର ଜୀବନ ବ୍ୟତୀତ କରୁଥିଲା । ଏପର୍ଯ୍ୟନ୍ତ ଆପଣ କେବଳ କାହାଣୀରେ ଶୁଣିଥିବେ ଯେ ୨୦୦ ବର୍ଷ ପୂର୍ବରୁ ଲୋକମାନେ କିପରି ଜୀବନ ନିର୍ବାହ କରୁଥିଲେ । ଆଜି ଆମେ ଆପଣଙ୍କୁ ଏକ ଏପାରି ଏକ ଘର ଦେଖିବୁ ଯାହା ଆପଣଙ୍କୁ ୨୦୦ବର୍ଷ ପୂର୍ବର ଇତିହାସ ସହିତ ଭେଟ କରାଇବ ।
ସହରର କଳାହଳ ଠାରୁ ଦୂରରେ ଗୋଟିଏ ସୁନସାନ ରାସ୍ତା କଡରେ ତିଆରି ଏକ ଘର । ଏହି ଘର ଉତ୍ତର ଆଇରିସ ର ଗ୍ରାମୀଣ ଇଲାକାରେ ବର୍ଣ୍ଣର ପତ୍ର ଢାଙ୍କିହୋଇ ରହିଥିଲା । ଏହି ଘରର ମାଲିକଙ୍କ ମୃତ୍ୟୁ ପରେ ଏହି ଘରଟି ବନ୍ଦ କରିଦେଇଥିଲେ । ୨୦୦ ବର୍ଷ ପରେ ଏହି ଘରର କବାଟ ଖୋଲିଲା ପରେ ଏହି ଘରର ଜିନିଷ ପତ୍ର ଓ ପୁରା ଘର କିପାରି ଥିଲା ଆସନ୍ତୁ ଜାଣିବା
ଏହି ଘରକୁ ଯେତେବେଳେ ଭଲଭାବରେ ଦେଖା ଯିବାରୁ। ସେଠାରେ ବହୁ ବର୍ଷର ପୁରୁଣା ଜିନିଷ ମିଳିଥିଲା । ସେଠାରେ ବହୁତ ଗୁଡିଏ ବନ୍ଦ ହୋଇ ଯାଇଥିବା ଘଣ୍ଟା ପଡିଥିଲା , ୧୮୧୧ ମସିହାର ଖବର କାଗଜ ଥିଲା । ଘର ମାଲିକଙ୍କ ଜୋତା ଏବେ ମଧ୍ୟ ସେହି ଘରର ବିଛଣା ତଳେ ପଡିଛି । ଏବଂ ବିଛଣା ଏପତି ଲୋଚା କୋଚା ହୋଇଥିଲା ଯେପରି କେହି ଜଣେ ଏବେ ବିଛଣା ଛାଡି ଉଠିଛି ।
ଟାଇଟନୀକ ଜାହାଜର ବୁଡିଯିବାର ଖବର ତ ଆପଣ ଖବର କାଗଜ ରେ ପୁସ୍ତକରେ ପଢି ଥିବେ ।ସେହିପେରି ଏହି ଘର ବା । ସେହିପରି ୧୯୧୨ ରେ ଟାଇଟନିକ ଜାହାଜ ବୁଡିବା ସମ୍ବନ୍ଧୀୟ ଏକ ଖବର କାଗଜ ମିଳିଛି ।
ପ୍ରାଚୀନ୍ନ ପୁସ୍ତକ ଏଵଂ ଫୋଟୋ ଏହି ଘରେ ଏବେ ମଧ୍ୟ ରହିଛି । ଖୁବ ପୁରୁଣା ଅଲମାରି ।କୋଉଠି ଖଲାଥିବା ପୁସ୍ତକ ଓ ମେଲି ହୋଇ ପଡ଼ିଥିବା ଏହାର ପୃଷ୍ଠା ଯେପରି ଏହାକୁ ପଢା ଯାଇଛି
ଜଙ୍କ ଲାଗିଥିବା କେଟଲି ଓ କପ ଠିକ ସେହି ପରି ପଡି ରହିଛି, ଘରକୁ ଭାଙ୍ଗିବା ପୂର୍ବରୁ ଏହାର ଇତିହାସ ବିଷୟରେ ଜାଣିବା ପାଇଁ ଯାଞ୍ଚ କରିଛନ୍ତି । ଯିଏକି ସେଠାକାର ଫୋଟ ସେୟାର କରିଥିଲେ ।
ଏହି ଘରେ ତିନି ଭାଇ ମିଶି ରାହୁଥିଲେ । ଯେଉଁମାନେ ଏହି ଅତୀତକୁ ସଜାଡି ରଖୁଥିଲେ । ମଇ ୩ ,୨୦୧୫ପର୍ଯ୍ୟନ୍ତ ଜୀବିତ ଥିଲେ ।
ଏଠାରେ ରହିଥିବା ଶେଷ ବ୍ୟକ୍ତିଙ୍କ ନାମ କେବଳ ଡେସି । ଯିଏ କି ନିଜକୁ ବାହାର ଦୁନିଆ ଠାରୁ ନିଜକୁ ବିମୁଖ କରି ଏକାନ୍ତ ରେ ଜୀବନ ବିତାଉଥିଲେ । ସେ ମୃତ୍ୟୁର ୨ ବର୍ଷ ପୂର୍ବରୁ ଏହି ଘର ଛାଡ଼ି ଦେଇଥିଲେ ।