ରାସ୍ତାରୁ ନିଜ ମୃ-ତ୍ୟୁ-କୁ ଉଠାଇ ଘରକୁ ନେଇ ଆସିଥିଲେ ଝିଅ, ଅଧା ରାତ୍ରିରେ ଶୋଇଥିବା ସମୟରେ ଚୋ-ବାଇ ଖା-ଇ-ଦେଲା ଜୀ-ବନ୍ତ

କୁକୁରକୁ ମନୁଷ୍ୟର ପ୍ରିୟ ବନ୍ଧୁ ବୋଲି କୁହାଯାଇଥାଏ। ରିସର୍ଚ୍ଚରୁ ମଧ୍ୟ ଏହି କଥା ପ୍ରମାଣିତ ହୋଇ ସାରିଛି କି ପଶୁମାନଙ୍କ ସହିତ ସମୟ ବିତେଇବା ଦ୍ଵାରା ମନୁଷ୍ୟ ଉପରେ ସକରାତ୍ମକ ପ୍ରଭାବ ପଡିଥାଏ। ଏହାଛଡା ତ ଲୋକମାନେ ଅନେକ ପ୍ରଜାତିର କୁକୁର କିଣି ଆଣିଥାନ୍ତି। ଏମାନଙ୍କର ମୂଲ୍ୟ ବହୁତ ଅଧିକ ହୋଇଥାଏ। କିନ୍ତୁ ଲୋକମାନେ କୁକୁର କିଣିବା ପରିବର୍ତ୍ତେ ସେମାନଙ୍କୁ ଗ୍ରହଣ କରିବାକୁ ନିବେଦନ କରାଯାଉଛି। ବ୍ରିଟେନରେ ରହୁଥିବା ୨୫ବର୍ଷର ଗୋଟିଏ ଝିଅର ନଜର ଯେତେବେଳେ ନିଜ ଘର ପାଖର ରାସ୍ତାରେ ବୁଲୁଥିବା ଦୁର୍ବଳ କୁକୁର ଉପରେ ପଡିଥିଲା, ତ ସେ ତାକୁ ଘରକୁ ନେଇ ଆସିଥିଲେ। କିନ୍ତୁ ଝିଅଟିକୁ କଣ ଜଣାଥିଲା କି ସେ ନିଜ ସହିତ ମୃ-ତ୍ୟୁ-କୁ ନେଇ ଆସିଛନ୍ତି…

ଘ-ଟ-ଣା ୟୁକେର ବର୍ମିଘମରୁ ସାମ୍ନାକୁ ଆସିଛି, ଯେଉଁଠାରେ ୨୫ବର୍ଷର କିଏରା ଲାଡୋଲଙ୍କୁ ତାଙ୍କ ପାଳିତ କୁକୁର ଚୋ-ବାଇ ଖା-ଇ ଦେଇଥିଲା। କିଏରା କିଛିଦିନ ପୂର୍ବରୁ ହିଁ ଏହି କୁକୁରକୁ ରାସ୍ତାରୁ ଉଠାଇ ନିଜ ଘରକୁ ଆଣିଥିଲେ। କୁକୁରଟି ଝିଅଟିର ଚେ-ହେ-ରାକୁ ଗ-ମ୍ଭୀ-ର ଭାବରେ ଘା-ଇଲା କରି ଦେଇଥିଲା।

ଦ ସନର ଖବର ମୁତାବକ, କିଏରାଙ୍କ ସଂପର୍କୀୟ ଘ-ଟ-ଣା-ର ପୂରା ଖବର ନିଜ ଫେସବୁକ ପେଜରେ ଶେୟାର କରିଥିଲେ। ସେମାନେ ଲେଖିଥିଲେ କି କିଏରାଙ୍କ ପାଖରେ ପ୍ରଥମେ ଗୋଟିଏ ପିଟବୁଲ ଥିଲା। କିନ୍ତୁ ତା’ର ମୃ-ତ୍ୟୁ କ୍ୟାନସରରେ ହୋଇ ଯାଇଥିଲା।

କିଏରା ନିଜର ପିଟବୁଲକୁ ବହୁତ ମିସ କରୁଥିଲେ। ଏହି କାରଣରୁ ଯେତେବେଳେ ତାଙ୍କ ନଜର ରାସ୍ତାରେ ଅନାବଶ୍ୟକ ଭାବରେ ବୁଲୁଥିବା ଆଉ ଏକ ପିଟବୁଲ ଉପରେ ପଡିଥିଲା, ତ ସେ ତାକୁ ଉଠାଇ ନିଜ ଘରକୁ ନେଇ ଆସିଥିଲେ। ସେହି ସମୟରେ କିଏରା ଭାବି ନଥିଲେ କି ସେ ନିଜର ମୃ-ତ୍ୟୁ-କୁ ଘରକୁ ନେଇ ଆସିଛନ୍ତି।

ଏହାର ଆଗ ରାତିରେ କିଏରାଙ୍କ ପଡୋଶୀମାନେ ତାଙ୍କର ଚି-ତ୍କା-ର-ର ଆବାଜ ଶୁଣିବାକୁ ପାଇଥିଲେ। ତାଙ୍କ ଘରର ସବୁ ଲୋକ ବାହାରକୁ ଯାଇଥିଲେ ଏବଂ କିଏରା ଘରେ ଏକା ଥିଲେ। ଯେତେବେଳେ ଚି-ତ୍କା-ର ଶୁଣାଗଲା ତ ଲୋକମାନଙ୍କୁ ଲାଗିଥିଲା କି ଘରେ କୈାଣସି ଚୋର ପଶି ଯାଇଛି। କିନ୍ତୁ ସେଠାକୁ ଯିବାପରେ ସେମାନଙ୍କର ଏକ ଖ-ରା-ପ ଦୃ-ଶ୍ୟ ଉପରେ ନଜର ପଡ଼ିଥିଲା।

ଯେଉଁ କୁକୁରକୁ ବଞ୍ଚାଇ କିଏରା ନିଜ ଘରକୁ ଆଣିଥିଲେ, ସେ ହିଁ ତାଙ୍କୁ ଜୀ-ବନ୍ତ ଚୋ-ବାଇ ଦେଇଥିଲା। ପିଟବୁଲ କିଏରାଙ୍କ ହାତକୁ ଚୋବାଇ ମୁହଁକୁ ଆ-କ୍ର-ମ-ଣ କରିଥିଲା। ଏହି ଆ-କ୍ର-ମ-ଣ ସେତେବେଳେ କରିଥିଲା ଯେତେବେଳେ କିଏରା ନିଦରେ ଶୋଇଥିଲେ।

କିଏରାଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ତାଙ୍କ ଜୀବନ ବଞ୍ଚା-ଯାଇ ପାରିଲା ନାହିଁ। ଏହି ଘଟଣାଟି ଆଖପାଖର ସମସ୍ତ ଲୋକଙ୍କୁ ଆ-ଶ୍ଚ-ର୍ଯ୍ୟ କରି ଦେଇଥିଲା। କିଏରା ନିଜ ପଡୋଶୀମାନଙ୍କ ମଧ୍ୟରେ ନିଜ ଆନନ୍ଦଦାୟକ ପ୍ରକୃତି କାରଣରୁ ପ୍ରସିଦ୍ଧ ଥିଲେ। କାହାର ବିଶ୍ଵାସ ହେଉନାହିଁ କି ଭଲ କରିବା ଉଦ୍ଦେଶ୍ୟରେ ତାଙ୍କର ମୃ-ତ୍ୟୁ ହୋଇଗଲା।

Leave a Reply

Your email address will not be published. Required fields are marked *