ବନ୍ଧୁଗଣ ଅନେକ କାରଣ ଯୋଗୁ ଆମ ଦାନ୍ତ ହଳଦିଆ ହୋଇଯାଏ ବା କଳା ହେବାକୁ ଲାଗେ। ଯାହା ଦ୍ୱାରା ଆମର ପ-ର୍ସ-ନା-ଲି-ଟି କମ ହୋଇଥାଏ। ଯଦି ଆପଣଙ୍କ ଦାନ୍ତ ସୁନ୍ଦର ଦେଖାନଯିବ ତେବେ ଆପଣ ଖୋଲି କରି କଥା ମଧ୍ୟ ହୋଇପାରନ୍ତି ନାହିଁ। ବନ୍ଧୁଗଣ ଯଦି ଆପଣଙ୍କ ଦାନ୍ତର କଳାପଣ ଏବଂ ଜିଦିରୁ ଜିଦି ହଳଦିଆ ପଣକୁ ଦୂର କରିବା ପାଇଁ ଚାହାନ୍ତି ତେବେ ଆଜିର ଏହି ଘରୋଇ ଉପଚାରକୁ ନିଶ୍ଚୟ ପଢନ୍ତୁ ।
ବନ୍ଧୁଗଣ ଏହା ଏକ ଏମିତି ଚମ-ତ୍କା-ରୀ ଏବଂ ପ୍ରାକୃତିକ ଘରୋଇ ଉପଚାର ଅଟେ କେବଳ ଦୁଇ ମିନିଟ ଏହାର ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଦାନ୍ତ ମୋତି ଭଳି ଚମ-କି-ବାକୁ ଲଗିବ। ଏହା ସମ୍ପୂର୍ଣ ପ୍ରାକୃତିକ ଘରୋଇ ଉପ-ଚାର ଅଟେ। ଏଥିରେ ଆପଣଙ୍କ ଦାନ୍ତକୁ କୌଣସି କ୍ଷ-ତି ହୋଇନଥାଏ। କେବଳ ଲାଭ ହିଁ ଲାଭ ହୋଇଥାଏ। ବହୁତ କମ ଘରୋଇ ଜିନିଷ ସାହାର୍ଯ୍ୟରେ ଆପଣ ଏହାକୁ ବନେଇ ପାରିବେ ଏବଂ ଏଥିରେ ଆପଣ ଯେଉଁ ସାମଗ୍ରୀର ପ୍ର-ୟୋ-ଗ କରିବେ ଏହା ଆପଣଙ୍କ ଘରୁ ବ-ହୁ-ତ ସହଜରେ ମିଳିଯିବ। ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପ-ଚା-ରଟିକୁ ଆପଣ କେମିତି ବନେଇବେ ଏବଂ ଆପଣଙ୍କ ଟିଥକୁ କେମିତି ହୁଆଇଟ ବା ଧଳା କରିବା ପାଇଁ ଏହାର ପ୍ର-ୟୋ-ଗ କେମିତି କରିବେ।
ବନ୍ଧୁଗଣ ନେଚୁରାଲ ଉପା-ୟରେ ଆପଣ ନିଜ ଟିଥକୁ ଧଳା କରିବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀରର ଆବଶ୍ୟକତା ପଡିବ ତାହା ଅଟେ ଲବଙ୍ଗ। ୭ ରୁ ୮ଟି ଲବଙ୍ଗ ଆପଣଙ୍କୁ ଏଥିରେ ଆବଶ୍ୟକତା ପଡିବ। ବନ୍ଧୁଗଣ ଲବଙ୍ଗରେ ଆଣ୍ଟିବାଇରେଟିକ ଗୁଣ ମିଳିଥାଏ। ଯାହା ଆପଣଙ୍କ ଟିଥ ହୁୱେଟିଙ୍ଗ କରିବା ସହିତ ଆପଣଙ୍କ ଦାନ୍ତ ଜନିତ ଅନେକ ସ-ମ-ସ୍ୟା-ରୁ ମୁ-କ୍ତି ଦେଇଥାଏ। ଏହା ଆପଣଙ୍କ ଦାନ୍ତରେ ପୋକ, ଦାନ୍ତରେ କ-ଷ୍ଟ ସେଥିରୁ ମଧ୍ୟ ଆପଣଙ୍କୁ ମୁକ୍ତି ଦେଇଥାଏ। ଆଜି ଆମେ ଟିଥ ହୁୱେଟିଙ୍ଗ ବିଷୟରେ ଆ-ଲୋ-ଚନା କରିବା। ଟିଥ ଧଳା ବା ଦାନ୍ତକୁ ମୋତି ଭଳି ଚମକାଇବା ପାଇଁ ଆପଣଙ୍କୁ ଲବଙ୍ଗର ପ୍ର-ୟୋ-ଗ ନିଶ୍ଚୟ କରିବା ଉଚିତ। ବନ୍ଧୁଗଣ ଆପଣ ୮ ଟି ଲବଙ୍ଗ ନିଅନ୍ତୁ ଏବଂ ତାକୁ କୁଟି ତାର ପାଉଡର ପ୍ରସ୍ତୁତ କରିନିଅନ୍ତୁ। ଏବେ ଆପଣ ଏହାକୁ ଗୋଟେ ପାତ୍ରକୁ କାଢି ନିଅନ୍ତୁ।
ଏବେ ଆପଣଙ୍କୁ ଏଥିରେ ଦ୍ୱିତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଅଟେ ଲୁଣ। ବନ୍ଧୁଗଣ ଲବଙ୍ଗ ଗୁଣ୍ଡ ଏବଂ ଲୁଣର ପ୍ର-ୟୋ-ଗ ମାତ୍ରେ ହିଁ ଆପଣଙ୍କ ଦାନ୍ତ ଧଳା ହେବା ଆରମ୍ଭ ହୋଇଯାଏ। ଯଦି ଆପଣ ଏହି ଉପାୟରେ ପ୍ର-ୟୋ-ଗ କରିବେ ଦେଖିବେ ଆପଣଙ୍କୁ ୧୦୦% ରେଜଲ୍ଟ ମିଳିବ। ବନ୍ଧୁଗଣ ଲବଙ୍ଗ ଏବଂ ଲୁଣ ଉଭୟ ହିଁ ଆପଣଙ୍କ ଦାନ୍ତକୁ ନେଚୁରାଲଧଳା କରିଥାଏ। ଏଥିରେ ଆଣ୍ଟିବେକ୍ଟ୍ରିୟଲ ପ୍ରୋପଟି ମିଳିଥାଏ। ଏହା ଆପଣଙ୍କ ଦାନ୍ତକୁ ଧଳା କରିବା ସହିତ ଆପଣଙ୍କ ଟିଥକୁ ଯେଉଁ ବେକ୍ଟ୍ରିୟଲ ଆଟାକ ହୋଇଥାଏ ସେଥିରୁ ମଧ୍ୟ ଲାଭପ୍ରଦାନ ହୋଇଥାଏ। ସେଥିପାଇଁ ଆପଣ ଏଥିରେ ଲୁଣର ପ୍ର-ୟୋ-ଗ ନିହାତି କରନ୍ତୁ।
ଆପଣ ଏଥିରେ ଅଳ୍ପ ମାତ୍ରାରେ ଲୁଣର ପ୍ର-ୟୋ-ଗ କରନ୍ତୁ। ଚିମୁଟାଏ ଲୁଣର ପ୍ର-ୟୋ-ଗ ନି-ହା-ତି କରନ୍ତୁ। ଏବେ ଆପଣଙ୍କୁ ତୃତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଅଟେ ହଳଦୀ। ବନ୍ଧୁଗଣ ହଳଦୀ ମଧ୍ୟ ଆପଣଙ୍କ ଦାନ୍ତ ପାଇଁ ବହୁତ ଅଧିକ ଲା-ଭ-ଦା-ୟକ ଅଟେ। ବନ୍ଧୁଗଣ ହଳଦୀରେ ଏମିତି ହାଇକୁଇଲିଟି ତତ୍ୱ ମିଳିଥାଏ ଯାହା ଆପଣଙ୍କ ଦାନ୍ତକୁ ଧଳା କରିବା ସହିତ ଆପଣଙ୍କ ଦାନ୍ତର ଅନେକ ପ୍ରକାର ରୋଗକୁ ଦୂର କରିଦିଏ। ବନ୍ଧୁଗଣ ଯଦି ଆପଣ ଅଳ୍ପ ହଳଦୀ ଗୁଣ୍ଡ ସହିତ ଏକ ଚାମଚ ନଡ଼ିଆ ତେଲ ବା କକୋନାଟ ଓଏଲ ମିଶେଇ ପ୍ରତିଦିନ ବ୍ରସ କରିବେ ତେବେ ଦେଖିବେ ଆପଣଙ୍କ ଦାନ୍ତ ଜନିତ ଅନେକ ସମସ୍ୟା ଦୂର ହୋଇଯିବ। ତା ସହିତ ଆପଣଙ୍କ ଦାନ୍ତ ଧଳା ହେବାକୁ ଲାଗିବ। ଆଜିର ଆମର ଏହି ଟିଥ ହୁୱେଟିଙ୍ଗ ଉପଚାର ଟି ବନେଇବା ପାଇଁ ଆପଣଙ୍କୁ ଆବଶ୍ୟକ ମାତ୍ର ଚିମୁଟାଏ ହଳଦୀ ଗୁଣ୍ଡ।
ଏବେ ବନ୍ଧୁଗଣ ଆପଣଙ୍କୁ ଏଥିପାଇଁ ଚତୁର୍ଥ ସାମଗ୍ରୀର ଆବଶ୍ୟକ ପଡିବ ତାହା ଅଟେ ଲେମ୍ବୁ। ବନ୍ଧୁଗଣ ଲେମ୍ବୁ ମଧ୍ୟ ଆପଣଙ୍କ ଦାନ୍ତ ପାଇଁ ବହୁତ ଅଧିକ ଲାଭଦାୟକ ଅଟେ। ବନ୍ଧୁଗଣ ଲେମ୍ବୁ ଏବଂ ଲେମ୍ବୁର ଚୋପା ଆପଣଙ୍କ ଦାନ୍ତ ପାଇଁ ବହୁତ ଅଧିକ ଲାଭଦାୟକ ଅଟେ। ଯାହା ଏକ ଭଲ ଟିଥହୁୱେଟିଙ୍ଗ ରୂପେ କାମ କରିଥାଏ। କିନ୍ତୁ ଆପଣଙ୍କୁ କହିରଖୁଛୁ ଯେ ଲେମ୍ବୁର ହାଇକୁଆଲିଟି ବା ବହୁତ ଉଚ୍ଚ ଉଆଟାର ଏସିଡିଟି ମିଳିଥାଏ। ସେଥିପାଇଁ ଯଦି ଆପଣ ଏହି ଘରୋଇ ଉପଚାର ମାନଙ୍କରେ ଲେମ୍ବୁର ପ୍ର-ୟୋ-ଗ କରୁଛନ୍ତି ତେବେ ଅଳ୍ପ ମାତ୍ରା ପାଣିର ପ୍ର-ୟୋ-ଗ ମଧ୍ୟ ଏଥିରେ ନି-ହା-ତି କରନ୍ତୁ।
ଏବେ ଏଥିରେ ଆପଣ ଅଧା ଚାମଚ ଲେମ୍ବୁରସ ମି-ଶା-ଇ ଦିଅନ୍ତୁ। ଯେମିତିକି ବନ୍ଧୁଗଣ ଆମେ ଆପଣଙ୍କୁ କହିଲୁ ଲେମ୍ବୁର ଉଚ୍ଚ ମାତ୍ରାରେ ଏସିଡିଟ ତତ୍ୱ ମିଳିଥାଏ ଯାହା ଫଳରେ ଆପଣଙ୍କ ଦାନ୍ତରେ ଏନାମେଲ ବା ଆପଣଙ୍କ ଦାନ୍ତରେ କ୍ୟାଲସିୟମ କମ ହେବାର ଚାନ୍ସ ଥାଏ। ସେଥିପାଇଁ ଯଦି ଆପଣ କୌଣସି ବି ଘରୋଇ ଉପ-ଚାରର ଲେମ୍ବୁର ପ୍ର-ୟୋ-ଗ କରୁଛନ୍ତି ତେବେ ସେଥିରେ ଅଳ୍ପ ମାତ୍ରାରେ ପାଣିର ପ୍ର-ୟୋ-ଗ ମଧ୍ୟ କରନ୍ତୁ।
ଏବେ ଏଥିରେ ଆପଣଙ୍କୁ ଶେ-ଷ ସାମଗ୍ରୀର ଆବଶ୍ୟକ ପଡିବ କୌଣସି ବି ଧଳା ଟୁଥପେଷ୍ଟ। ବନ୍ଧୁଗଣ ଯେତିକି ମାତ୍ରାରେ ଆପଣ ଟୁଥ ପେ-ଷ୍ଟ ନିଅନ୍ତି ସେତିକି ମାତ୍ରାରେ ଆପଣ ଟୁଥ ପେ-ଷ୍ଟ ଏଥିରେ ମିଶାନ୍ତୁ। ଏବେ ଆପଣ ଏହି ସମସ୍ତ ସାମଗ୍ରୀକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ। ଏହା ପୁରା ପ୍ରସ୍ତୁତ।
ଏବେ ଆସନ୍ତୁ ଜାଣିବା ଦାନ୍ତକୁ ଧଳା କରିବା ପାଇଁ ଆପଣ ଏହାର ପ୍ରୟୋଗ କେମିତି କରିବେ।
ଦାନ୍ତକୁ ସଫା କରିବା ପାଇଁ ଆପଣ ଯେମିତି ଟୁଥ ବ୍ରସର ପ୍ରୟୋଗ କରନ୍ତି ଠିକ ସେହିପରି ଆପଣ ଟୁଥ ବ୍ରସ ନିଅନ୍ତୁ ଏବଂ ଏଥିରେ ଏହାକୁ ବୁଡ଼େଇ ଆପଣଙ୍କ ଦାନ୍ତକୁ ଭଲ ଭାବରେ ରଗଡ଼ନ୍ତୁ। ବନ୍ଧୁଗଣ ୨ ମିନିଟ ପର୍ଯ୍ୟନ୍ତ ଆପଣ ଏହାର ପ୍ରୟୋଗ କରନ୍ତୁ। କେବଳ ୨ ମିନିଟରେ ଆପଣଙ୍କ ଦାନ୍ତ ଧଳା ହେବାକୁ ଲାଗିବ। ବନ୍ଧୁଗଣ ଆପଣଙ୍କ ଦାନ୍ତରେ ଯଦି ବହୁତ ଦିନରୁ କଳାପଣ ବସିରହିଥିଲା ତାହା ଦେଖିବେ ଧୀରେ ଧୀରେ ଉଠିବାକୁ ଲାଗିବ। ଏବଂ ଆପଣଙ୍କ ଦାନ୍ତ ଧୀରେ ଧୀରେ ସଫା ହେବାକୁ ଲାଗିବ। ଯଦି ଆପଣଙ୍କ ଦାନ୍ତ ଅଳ୍ପ ହଳଦିଆ ବା ଅଳ୍ପ କଳା ପଡିଛି ତେବେ ଆପଣ କେବଳ ସପ୍ତାହରେ ଥରେ ଏହାର ପ୍ରୟୋଗ କରନ୍ତୁ। ଦେଖିବେ ଆପଣଙ୍କ ଦାନ୍ତ ଧୀରେ ଧୀରେ ସଫା ହେବାକୁ ଲାଗିବ।
ଯଦି ଆପଣଙ୍କ ଦାନ୍ତ ବହୁତ ଅଧିକ କଳା ପଡିଯାଇଛି ଯେଉଁମାନେ ପାନ ପୁଡ଼ିଆ ଅଧିକ ସେବନ କରିଥାନ୍ତି ସେମାନଙ୍କ ଦାନ୍ତ ବହୁତ ଅଧିକ କଳା ପଡିଯାଇଥାଏ ସେମାନେ ଏହାକୁ ସପ୍ତାହରେ ୨ ଥର କରନ୍ତୁ। ବନ୍ଧୁଗଣ ଆପଣ ଏହାକୁ ଥରେ ପ୍ରୟୋଗ କରି ଦେଖନ୍ତୁ ଦେଖିବେ ଏହା ଆପଣଙ୍କ ଦାନ୍ତକୁ ନେଚୁରାଲ ଧଳା କରିବା ଆରମ୍ଭ କରିଦେବ।