3ଟି ରାଶିର ଲୋକ ସାବଧାନ! ଆଗାମୀ 4ମାସ ପର୍ଯ୍ୟନ୍ତ ଆପଣଙ୍କ ପାଇଁ ଆସିଲା ଖରାପ ସମୟ।

ଦୁନିଆରେ ସମସ୍ତଙ୍କ ଜୀବନରେ କିଛି ନା କିଛି ଭଲ ଆଉ ଖରାପ ସମୟ ଆସିଥାଏ।ଜୀବନରେ ଆସୁଥିବାର ଏହି ଦୁଃଖ ଏବଂ ସୁଖ ସମୟ ପଛରେ ଆପଣଙ୍କର ରାଶି ସହିର ଜଡ଼ିତ ନକ୍ଷତ୍ର,ଗ୍ରହର ହାତ ରହିଥାଏ।ଏପରି ମଧ୍ୟ କୁହାଯାଏ ଯେ, ଏହି ଗ୍ରହ,ନକ୍ଷତ୍ରମାନେ ନିଶ୍ଚିତ କରିଥାନ୍ତି କି ଆସିବାକୁ ଥିବା ସମୟରେ ଆପଣଙ୍କ ସହ କଣ ଘଟିବାକୁ ଯାଉଛି।ଏପରିସ୍ଥଳେ କିଛି ବିଶେଷ ରାଶି ମାନଙ୍କର ଖରାପ ସମୟ ଆରମ୍ଭ ହେବାର ଯୋଗ ବନୁଛି।19 ଅକ୍ଟୋବର ରୁ ଆରମ୍ଭ କରି 21 ଡିସେମ୍ବର ପର୍ଯ୍ୟନ୍ତ କିଛି ବିଶେଷ ରାଶିର ଲୋକଙ୍କ ଜୀବନରେ ଦୁଃଖ ଏବଂ ସମସ୍ୟା ଆସିପାରେ।

ତେବେ, ଆମେ ଆପଣ ମାନଙ୍କୁ ଏମିତି କିଛି ଉପାୟ କହିବୁ ଯାହାଦ୍ୱାରା ଆପଣଙ୍କର ଆସୁଥିବା ଖରପ ସମୟକୁ ଟାଳି ଦେବ।ତାହେଲେ ଆସନ୍ତୁ ଜାଣିବା ସେହି ରାଶି ବିଷୟରେ…

1.ବୃଷ ରାଶି- ଏହି ରାଶିର ଲୋକଙ୍କ ପାଖରେ ଧନର ଅଭାବ ଦେଖାଦେଇପାରେ।ଏହି ସମୟରେ ଧନ ସମ୍ବନ୍ଧୀୟ କୌଣସି ବି ପ୍ରକାର କାର୍ଯ୍ୟକୁ ବହୁତ ଭାବି ଚିନ୍ତି କରନ୍ତୁ।ଆପଣଙ୍କ ରାଶିରେ ଧନର କ୍ଷତି ହେବାର ସଙ୍କେତ ରହୁଅଛି।ଆପଣଙ୍କୁ ନିଜର ମୂଲ୍ୟବାନ ବସ୍ତୁକୁ ଦାୟିତ୍ୱର ସହ ରଖିବା ଉଚିତ। କାହିଁକିନା ଆପଣଙ୍କର ହଜିଯିବା କିମ୍ବା ଚୋରୀ ହୋଇଯିବାର ଯୋଗ ବନୁଛି।ଯଦି ଆପଣ ଏହି ଅଚାନକ ଧନ ହାନିରୁ ବଞ୍ଚିବାକୁ ଇଛା କରୁଛନ୍ତି,ତାହେଲେ ଶୁକ୍ରବାର ଦିନ ମା ଲଷ୍ମୀଙ୍କ ର ଆରାଧନା କରନ୍ତୁ ଏବଂ ତାଙ୍କୁ ହଳଦିଆ ରଙ୍ଗର ଭୋଗ ଲଗାନ୍ତୁ।ପରେ ଏହି ପ୍ରସାଦକୁ ଧଳା ରଙ୍ଗର ଗାଈକୁ ଖାଇବାକୁ ଦିଅନ୍ତୁ।ଏହାପରେ ଆପଣ ବି ଏହାକୁ ଖାଇପାରିବେ।ଏହା କରିବା ଦ୍ୱାରା ଆପଣଙ୍କର ଧନ ହାନିର ସମସ୍ୟା ଦୂର ହୋଇଯିବ।

2.ସିଂହ ରାଶି- ଏହି ରାଶି ଥିବା ବ୍ୟକ୍ତିଙ୍କୁ ନିଜ ବାଣୀ ଉପରେ ଟିକେ ଅକ୍ତିଆର କରିବା ଆବଶ୍ୟକ ରହୁଛି।ଆପଣଙ୍କର ନିଜର କୌଣସି ବ୍ୟକ୍ତିଙ୍କ ସହ ମତାନ୍ତର କିମ୍ବା ଝଗଡା ହୋଇପାରେ।ଏହି ଝଗଡା କାରଣରୁ ଆପଣଙ୍କ ଜୀବନ ସମ୍ପୂର୍ଣ୍ଣ ଓଲଟପାଲଟ ହୋଇଯିବ।କେବଳ ଏତିକି ନୁହେଁ ଏହି ଝଗଡା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପକାଇପାରେ।ଏଥିରୁ ବଞ୍ଚିବା ପାଇଁ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ଏବଂ ସମସ୍ତଙ୍କ ସହ ମଧୁର ପୂର୍ଣ୍ଣ ଭାଷାରେ କଥା ହୁଅନ୍ତୁ।ଗୁରୁତର ଦିନ ଭଗବାନ ବିଷ୍ଣୁଙ୍କୁ 2ଟି ଧୂପକାଠି ନିଶ୍ଚୟ ଅର୍ପଣ କରନ୍ତୁ।ଏହାଦ୍ୱାରା ଆପଣଙ୍କ ବାଣୀ ଉପରେ ନିୟନ୍ତ୍ରଣ ରହିବ ଏବଂ କଥାରେ ମଧୁରତା ଆସିବା।

3.ମକର ରାଶି- ଏହି ରାଶିର ଲିକମାନଙ୍କୁ ନିଜର ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ରହିବାର ଆବଶ୍ୟକତା ରହିଛି। ଏହି ସମୟରେ ଆପଣଙ୍କ ସ୍ୱାସ୍ଥ୍ୟକୁ କୌଣସି ନା କୌଣସି ଉପାୟରେ ହାନି ପହଞ୍ଚିପାରେ। ଏଥିପାଇଁ ଆପଣ ସମୟେ ସମୟେ ମେଡିକାଲ ଚେକ ଅପ ଅବଶ୍ୟ କରନ୍ତୁ।କୌଣସି ରୋଗ ଦେଖାଗଲେ ତାହାକୁ ହେୟ ମନେ ନକରି ତୁରନ୍ତ ହିଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଯେତେଦୂର ସମ୍ଭବ ଏହି ସମୟ ମଧ୍ୟରେ ଦୂରଯାତ୍ରାରୁ ଦୁରେଇ ରୁହନ୍ତୁ ଏବଂ ବାହାର ଖାଦ୍ୟ କମ ପରିମାଣରେ ଖାଆନ୍ତୁ। ବୁଧବାର ଦିନ ଗଣେଶଙ୍କ ନିକଟରେ ଦୀପ ଲଗାଇବା ଦ୍ୱାରା ସେ ଆପଣଙ୍କ ସହ ହେବାକୁ ଥିବା ଅଘଟଣରୁ ରକ୍ଷା କରିବେ।

19 ଅକ୍ଟୋବର ରୁ 21 ଡ଼ିସେମ୍ବର ପର୍ଯ୍ୟନ୍ତ ଏହି 3ଟି ରାଶିର ବ୍ୟକ୍ତିଙ୍କୁ କିଛି ସାବଧାନ ରହିବାର ଆବଶ୍ୟକତା ଅଛି।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *