କେବଳ ୩ ଚାମଚ ଖାଇ ନିଅନ୍ତୁ ଆଣ୍ଠୁ ଗଣ୍ଠିରେ କଷ୍ଟ, ହାଡ଼ରେ କଷ୍ଟ, ଏବଂ କମରରେ କଷ୍ଟରୁ ଆପଣଙ୍କୁ ଆରାମ ମିଳିବ। ବହୁତ ଅଧିକ ଶସ୍ତା ଏବଂ ସହଜ ଉପାୟ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ। ଆପଣ ଏହାକୁ ନିଶ୍ଚୟ ସେବନ କରନ୍ତୁ।
ବାଦାମ :

ଯାହା ଆପଣଙ୍କୁ ବହୁତ ସହଜରେ ମିଳିଯିବ। ବାଦାମକୁ ଆପଣ ଚୋପା ସହିତ ହିଁ ସେବନ କରନ୍ତୁ। ବାଦାମ ଚୋପାରେ ବହୁତ ଅଧିକ ମାତ୍ରାରେ ଫାଇବର ମିଳିଥାଏ। ଏଥିରେ ବହୁତ ଅଧିକ ମାତ୍ରାରେ କ୍ୟାଲସିୟମ ଏବଂ ଭିଟାମିନ-D ମିଳିଥାଏ। ଆମ ହାଡ଼କୁ ମଜବୁତ କରିଥାଏ ବାଦାମ। ସାଥିରେ ଏହା ଆପଣଙ୍କ କବଜ ଭଳି ସମସ୍ୟାକୁ ଦୂର କରିଥାଏ। ଏବଂ ଆପଣଙ୍କ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।
ଚଣା ବା ବୁଟ:

ଚଣା ଆପଣଙ୍କ ବ୍ଲଡ଼ପ୍ରେସରକୁ କଣ୍ଟ୍ରୋଲ କରିଥାଏ। ମାନେ ଡାଇବେଟିସ ଥିବା ଲୋକଙ୍କୁ ଚଣା ଖାଇବା ନିହାତି ଆବଶ୍ୟକ। ଏହା ଆପଣଙ୍କ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ଆପଣଙ୍କ ଓଜନ କମ କରିଥାଏ। ସାଥିରେ ଆପଣଙ୍କ ଆଖିର ଆଲକ ପାଇଁ ମଧ୍ୟ ବହୁତ ଅଧିକ ଲାଭଦାୟକ ହୋଇଥାଏ ଚଣା। ଏଥିରେ ବହୁତ ଅଧିକ ମାତ୍ରାରେ କ୍ୟାଲସିୟମ, ଆଇରନ, ଫାଇବର ଏବଂ ମିନରାଲସ ଥାଏ। ଏହା ରକ୍ତ ଅଭାବ ଭଳି ସମସ୍ୟାକୁ ଦୂର କରିଥାଏ। ଏହାର ସେବନ ଦ୍ୱାରା ଆପଣଙ୍କର କେଶର ବହୁତ(ମୋଟା) ଗ୍ରଥ ହୋଇଥାଏ।ଏବଂ କେଶ ଝଡ଼ିବା ବନ୍ଦ ହୋଇଯାଇଥାଏ। କେଶ ଜନିତ ସମସ୍ତ ପ୍ରକାରର ସମସ୍ୟା ପାଇଁ ଏହା ବହୁତ ଅଧିକ ଲାଭଦାୟକ ଅଟେ। ସାଥିରେ କ୍ୟାନସର ଭଳି ଡରକୁ କମ କରିଥାଏ ଚଣା।
ଖିସମିସ:

କ୍ୟାଲସିୟମର ଭଣ୍ଡାର ଅଟେ ଖିସମିସ। ଏଥିରେ ବହୁତ ଅଧିକ ମାତ୍ରାରେ ଆଇରନ, କ୍ୟାଲସିୟମ, ପୋଟାସିୟମ ଏବଂ ମ୍ୟାଗନେସିୟମ ମିଳିଥାଏ। ଏହା ଆମ ପେଟକୁ ସଫା କରିଥାଏ। କବଜ ଭଳି ବଡ଼ ସମସ୍ୟାକୁ ଶେଷ କରିଥାଏ। ସାଥିରେ ଖିସମିସ ଆମ ହାଡ଼କୁ ମଜବୁତ କରିଥାଏ। ଆଣ୍ଠୁ ଗଣ୍ଠି କଷ୍ଟ ଏବଂ କମଳ କଷ୍ଟରୁ ଆପଣଙ୍କୁ ଆରାମ ଦେଇଥାଏ ଖିସମିସ। ଏଥିରେ antioxidant ଗୁଣ ମିଳିଥାଏ। ଯାହା ଆପଣଙ୍କ ଦୃଷ୍ଟି ଶକ୍ତିକୁ ପ୍ରଖର କରିଥାଏ।ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇ ଥାଏ। ଆମ immunity କୁ ବୃଦ୍ଧି କରିଥାଏ ଖିସମିସ।
ବନ୍ଧୁଗଣ ସମସ୍ତ ସାମଗ୍ରିକୁ ପାଣିରେ ଭିଯାଇ ରାତିସାରା ରଖିଦେବେ। ଧ୍ୟାନ ରଖିବେ ଏହାକୁ ପାଣିରେ ଭିଯାଇ ରଖିବା ପୂର୍ବରୁ ଏହାକୁ ଭଲ ଭାବରେ ୨ ରୁ ୩ ଥର ଧୋଇନେବେ। ଯଦି ଆପଣ ଅଧ ତାଟିଆ ଚଣା ନେବେ ତା ଠାରୁ କମ ବାଦାମ ନେବେ ଏବଂ ଦୁଇ ଚାମଚ ଖିସମିସ ନେବେ ରାତିସାରା ପାଣିରେ ଭିଯାଇ ରଖିବେ। ଏହା ପର ଦିନ ଦେଖିବେ ଏହି ସବୁ ଜିନିଷ ପାଣିରେ ଭିଜି ଫୁଲି ଯାଇଥିବ। ଏହି ପାଣିରେ ବହୁତ ଅଧିକ ପୋଷାକ ତତ୍ୱ ଥାଏ। ସେଥିପାଇଁ ଏହି ପାଣିକୁ ଫପାଡିବେ ନାହିଁ। ସକାଳୁ ଉଠି ଆପଣ ଏହାକୁ ଚୋବାଇ ଖାଇ ନିଅନ୍ତୁ ଏବଂ ଏହାର ପାଣିକୁ ପିଇ ନିଅନ୍ତୁ।
ଦେଖିବେ ଆପଣଙ୍କ ଶରୀରରେ ଦୁର୍ବଳତା, ଆଳସ୍ୟ ଦୂର ହୋଇଯିବ। ଏହାର ସେବନ ଦ୍ୱାରା ଆପଣଙ୍କ ଶରୀରରେ କ୍ୟାଲସିୟମ ଭରପୁର ମାତ୍ରାରେ ବଢିଯିବ।ଏହାର ସେବନ ଦ୍ୱାରା ଆପଣ ବହୁତ ସାରା ରୋଗରୁ ବଞ୍ଚି କରି ରହିବେ। ବିଶେଷ କରି ଆଣ୍ଠୁ ଗଣ୍ଠିରେ କଷ୍ଟ, କମରରେ କଷ୍ଟ ଏବଂ ମାଂସପେଶୀ କଷ୍ଟରୁ ଆପଣ ବହୁତ ଆରାମ ପାଇବେ। ସକାଳେ ଆପଣ ଏହାକୁ ସେବନ କରନ୍ତୁ।ଯଦି ସକାଳେ ସମୟ ମିଳୁ ନାହିଁ ତେବେ ସନ୍ଧ୍ୟା ସମୟରେ ମଧ୍ୟ ଆପଣ ଏହାକୁ ସେବନ କରିପାରିବେ। ଏହାର ସେବନ ନିଶ୍ଚୟ କରନ୍ତୁ। ୬୫ ବର୍ଷ ବୟସରେ ବି ଆପଣ ୨୫ ବର୍ଷ ଭଳି ଅନୁଭବ କରିବେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।