3 ଦିନ ପିଅନ୍ତୁ 90 ବର୍ଷ ଆୟୁଷ ପର୍ଯ୍ୟନ୍ତ କ୍ୟାଲସିୟମ ର ଅଭାବ ରହିବ ନାହିଁ।

ଶକ୍ତିର ଉତ୍ସ ଅଟେ ଏହି ଜିନିଷ, ଯଦି ଆପଣ 3 ଦିନ ଏହାର ସେବନ କରନ୍ତି କେବେ ବି ହାତରେ ପାଦରେ କଷ୍ଟ ହେବ ନାହିଁ । କମରରେ କଷ୍ଟ ହେବ ନାହିଁ, ଦୁର୍ବଳ ଲାଗିବ ନାହିଁ କ୍ୟାଲସିୟମ ର ଅଭାବ ରହିବ ନାହିଁ । ଏବଂ 90 ବର୍ଷ ବୟସ ପର୍ଯ୍ୟନ୍ତ ଆପଣ ନିରୋଗୀ ବଞ୍ଚିବେ । ଏହି ସବୁ ସମସ୍ୟା ସେତେବେଳେ ହୋଇଥାଏ ଯେତେବେଳେ ଆମ ଶରୀରରେ କ୍ୟାଲସିୟମ ର ଅଭାବ ଦେଖା ଯାଏ ।

କ୍ୟାଲସିୟମ ର ଅଭାବ ଦୂର କରିବାକୁ ଏବଂ ଆଣ୍ଠୁ ଗଣ୍ଠି ସମସ୍ୟା ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ ଏକ ଚମତ୍କାର ଉପଚାର କହିବୁ । ଏହି ଉପାୟାକୁ ସେମାନେ ମଧ୍ୟ ବ୍ୟବହାର କରି ପାରିବେ ଯେଉଁ ମାନଙ୍କର କେଶ ଜନିତ ସମସ୍ୟା ମଧ୍ୟ ଅଛି । ଯେଉଁମାନଙ୍କର କେଶ ସମୟ ପୂର୍ବରୁ ଧଳା ହେଇଯାଉଛି କିମ୍ଵା ବହୁତ ଅଧିକ ଉପୁଡୁଛି । କେସ ଜନିତ ସମସ୍ତ ସମସ୍ୟା ପାଇଁ ଆପଣ ଏହାର ବ୍ୟବହାର କରିପାରିବେ ।

ପ୍ରଣାଳୀ

ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପ୍ୟାନ ଗ୍ୟାସ ଉପରେ ବସାନ୍ତୁ, ଏବଂ ସେଥିରେ ଆପଣ ଏକ ଚାମଚ ଦେଶୀ ଗାଈ ଘିଅ ପକାନ୍ତୁ । ଘିଅ ଗରମ ହେବା ପରେ ଏକ ଚାମଚ ପୋସ୍ତ ପକାନ୍ତୁ ଓ ଏହାକୁ ଅଳ୍ପ ଭାଜି ଦିଅନ୍ତୁ । ଏହାପରେ ସେଥିରେ ଏକ ଗ୍ଲାସ କ୍ଷୀର ପକାନ୍ତୁ ଅବା ଆପଣ ଯେତିକି ମାତ୍ରାରେ କ୍ଷୀର ପିଇ ପାରିବେ ସେତିକି କ୍ଷୀର ପକାନ୍ତୁ । ଯେତେବେଳେ କ୍ଷୀର ଗରମ ହୋଇଯିବ ସେଥିରେ ଆପଣ ଏକ ମୁଠା ପଦ୍ମ ମଞ୍ଜି ପକାନ୍ତୁ । ଏହାକୁ ହିନ୍ଦୀରେ ମଖ୍ନା ଓ ଏଇଂରାଜିରେ Gorgon Nut କୁହାଯାଏ । ଏହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭ ଦୟାକ ଅଟେ । ଯେଉଁ ଲୋକ ମାନଙ୍କର ଅଣ୍ଟାରେ ଯନ୍ତ୍ରଣା ହେଉଥାଏ। ହାଡ଼ ଦୁର୍ବଳ ଥାଏ ପଦ୍ମ ମଞ୍ଜି ଏହାକୁ ଦୃଢ଼ ବନେଇ ଦିଏ । ପୋସ୍ତ ମଧ୍ୟ ଏହି କାମ କରିଥାଏ । ତେଣୁ ଉଭୟ ମିଶି ଆମ ଶରୀରର ଅନେକ ରୋଗକୁ ଦୂର କରି ଥାଆନ୍ତି ।

ଯେଁଉ ମାନଙ୍କର ଆଣ୍ଠୁ ଗଣ୍ଠିର ସମସ୍ୟା ରହିଛି ଏହାର ସେବନ ଦ୍ଵାର ଆଣ୍ଠୁ ଗଣ୍ଠି ର ଯନ୍ତ୍ରଣା ଠିକ୍ ହୋଇଯାଏ । ଶରୀରର ଦୁର୍ବଳତା ଦୂର ହୋଇଯାଏ । ବ୍ଲଡ଼ ପ୍ରେସର ନିୟନ୍ତ୍ରଣ ହୋଇଯାଏ, ଡାଇବେଟିସ କଣ୍ଟ୍ରୋଲ ହୁଏ, ଚିନ୍ତା ଦୂର ହୋଇଯାଏ । ଏହାର ସେବନ ଦ୍ଵାରା ଆମ ଶରୀରର ଅନେକ ରୋଗ ଠିକ୍ ହୋଇଯାଏ ।

ଏବେ ଆପଣ ଆପଣଙ୍କ ଇଚ୍ଛା ମୁତାବକ ମିଶିରି ମିଶାନ୍ତୁ । ମିଶିରୀ ବି ଆମ ଶରୀର ପାଇଁ ବହୁ ମହତ୍ଵ ପୂର୍ଣ୍ଣ ଔଷଧ ଅଟେ । କ୍ଷୀରକୁ ମିଠା ବନେଇବା ଆପଣ ଏଥିରେ ମିଶୀରି ବନେଇ ପାରିବେ । ଧ୍ୟାନ ଦିଅନ୍ତୁ ଯଦି ଡାଇବେଟିସ ରୋଗୀ ଏହାର ସେବନ କରୁଛନ୍ତି ତେବେ ତାହାଲେ ଏଥିରେ ଆପଣ ମିସିରୀ ମିଶାନ୍ତୁ ନାହିଁ । କାରଣ ମିଠା ଆପଣଙ୍କୁ କ୍ଷତି ପହଞ୍ଚାଇ ଥାଏ ।

ଏହାପରେ ଆପଣ ଏହାକୁ 10 ମିନିଟ ପର୍ଯ୍ୟନ୍ତ ଲୋ ଫ୍ଲେମ୍ ରେ ଏହାକୁ ଫୁଟିବାକୁ ଛାଡି ଦିଅନ୍ତୁ । ଭଲରେ ଫୁଟିଲା ପରେ ଆପଣ ଏହାକୁ ଏକ ଗ୍ଲାସ୍ କୁ ଢ଼ାଳି ନିଅନ୍ତୁ।

ସେବନ କରିବାର ପ୍ରଣାଳୀ

ଏହାର ସେବନ ଆପଣ ଦୁଇଟି ଉପାୟରେ କରି ପାରିବେ । ସକାଳୁ ଆପଣ ଏହାକୁ ଖାଲି ପେଟରେ ଏହାର ସେବନ କରି ପାରିବେ ଅବା ରାତିରେ ଶୋଇବାର ଏକ ଘଣ୍ଟା ପୂର୍ବରୁ ଏହାର ସେବନ କରି ପାରିବେ । ଅର୍ଥାତ ରାତିରେ ଆପଣ ଖାଦ୍ୟ ଖାଇବାର ଏକ ଘଣ୍ଟା ପରେ ଏହାର ସେବନ କରନ୍ତୁ । ପ୍ରାରମ୍ଭିକ ସମୟରେ ଆପଣ ସପ୍ତାହରେ କେବଳ 2 ଦିନ ସେବନ କରନ୍ତୁ । ଧୀରେ ଧୀର ଆପଣ ଏହାର ସେବନ ପ୍ରତିଦିନ କରି ପାରିବେ । ଏହାର ସେବନରେ ଅନେକ ଫାଇଦା ଆପଣଙ୍କ ଶରୀରରେ ଦେଖିବାକୁ ମିଳିବ ଡେରି ନ କରି ଆଜିଠାରୁ ଏହାର ସେବନ କରନ୍ତୁ ।

Leave a Reply

Your email address will not be published. Required fields are marked *