୬୫ ବର୍ଷ ବୟସରେ ୧୧୬ଟି ପିଲାର ବାପା ଏହି ବ୍ୟକ୍ତି, ମହିଳାମାନେ ଫେସବୁକରେ ପିଲା ପାଇଁ ଅନୁରୋଧ କରୁଛନ୍ତି

ଆଜିକାଲି ଯୁଗରେ ଜଣେ ବ୍ୟକ୍ତି କେତୋଟି ପିଲାର ବାପା ହୋଇପାରିବ? 2ଟି ,4ଟି ,8ଟି କି 10ଟି? କିନ୍ତୁ ଆଜି ଆମେ ଆପଣଙ୍କୁ ୬୫ ବର୍ଷ ବୟସର ଏପରି ଏକ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ୧୧୬ଟି ପିଲା ଜନ୍ମ କରି ସାରିଛନ୍ତି। ବାସ୍ତବରେ ଇଙ୍ଗଲଣ୍ଡର ଡର୍ବୀରେ ରହୁଥିବା କ୍ଲିଓ୍ବେ ଜୋନ୍ସ ଏକ ଶୁକ୍ରାଣୁ ଦାତା ଅଟନ୍ତି। ଗତ ୮ ବର୍ଷ ଭିତରେ ସେ ତାଙ୍କ ଶୁକ୍ରାଣୁ ଦ୍ବାରା ୧୧୬ଟି ପିଲା ଜନ୍ମ କରି ସାରିଛନ୍ତି।

କ୍ଲିବେ ଜୋନ୍ସ ଏତେ ଅଧିକ ଫେମସ କି ଫେସବୁକରେ ମହିଳାମାନେ ମା ହେବା ପାଇଁ ତାଙ୍କୁ ଫ୍ରେଣ୍ଡ ରିକ୍ୟେଷ୍ଟ ପଠାନ୍ତି। ବାସ୍ତବରେ କରୋନା କାଳରେ ଆଈଓ୍ବିଏଫ ଇଣ୍ଡଷ୍ଟ୍ରୀ ବହୁତ କ୍ଷତି ସହିଛି। ସେଇଠି ଶୁକ୍ରାଣୁ ଦାନ କରୁଥିବା ଲୋକମାନଙ୍କର ଅଭାବ ଦେଖିବାକୁ ମିଳିଛି। ବ୍ରିଟେନରେ ୩୫ ବର୍ଷ ବୟସରୁ ଅଧିକ ହୋଇଥିବା ମହିଳାମାନେ ବିବାହ ଅପେକ୍ଷା ଆଈବିଏଫରୁ ପ୍ରେଗନେଟ ହେବାକୁ ପସନ୍ଦ କରୁଛନ୍ତି।

କୋରୋନା କାଳରେ ଶୁକ୍ରାଣୁ ଦାତାଙ୍କ ଅଭାବ ହେତୁ ଏବେ ଫେସବୁକରେ ଶୁକ୍ରାଣୁ ଦାତାଙ୍କୁ ଖୋଜା ହେଉଛି। ଏମିତିରେ କେତେକ ଲୋକ ନିଜ ପ୍ରୋଫାଇଲରେ ଶୁକ୍ରାଣୁ ଦାତା ବୋଲି ଲେଖୁଛନ୍ତି। ବ୍ରିଟେନରେ ଆଇବିଏଫ ଦାତାଙ୍କୁ ୩୫ ୟୁରୋର ମୂଲ୍ୟ ଦିଆଯାଏ। ସେଇଠି ଯେତେବେଳେ ପିଲା ୧୮ ବର୍ଷ ବୟସର ହୋଇଥାଏ ସେତେବେଳେ ତାକୁ ତା ବାୟୋଲଜିକଲ ବାପାଙ୍କ ବିଷୟରେ ଜାଣିବାର ଅଧିକାର ମିଳିଥାଏ।

ଗୋଟିଏ ସର୍ବେ ଅନୁସାରେ ୟୁକେରେ ପ୍ରତ୍ୟକ ବର୍ଷ ୭ ହଜାର ଶୁକ୍ରାଣୁ ବିକ୍ରି କରାଯାଏ। ଏହି କୋରୋନା କାଳରେ ଏଠାରେ ୪୦୦ ପ୍ରତିଶଦ ଆଈବିଏଫ ସେଣ୍ଟରରେ ତାଲା ଲଗା ଯାଇଛି। ଏମିତିରେ ସ୍ପର୍ମ ଡୋନେଶନ ସାହାର୍ଯ୍ୟରେ ଗର୍ଭବତୀ ହେବା ଦ୍ବାରା ମହିଳା ମାନଙ୍କୁ ବହୁତ ସମସ୍ୟାର ସାମ୍ମନା ହେବାକୁ ପଡୁଛି।

ପ୍ରଥମେ ୟୁକେର ମହିଳା ମାନେ ଶୁକ୍ରାଣୁୁ ଆମେରିକା ଏବଂ ଡେନର୍ମାକରୁ ମଗାଉ ଥିଲେ କିନ୍ତୁ ଏବେ ଫେସବୁକ ଏମାନଙ୍କର ନୂଆ ଆଡ୍ଡା ହୋଇଯାଇଛି। ଏହି ରାସ୍ତା ବହୁତ ସସ୍ତା ମଧ୍ୟ। ୬୫ ବର୍ଷର କ୍ଲିବେ ଜୋନ୍ସ ମଧ୍ୟ ଫେସବୁକରେ ନିଜର ଫାଇଲ ବନେଇ ରଖିଛନ୍ତି। ସେ ମହିଳାଙ୍କୁ ନିଜ ଶୁକ୍ରାଣୁ ମାଗଣାରେ ଦିଅନ୍ତି। ତାଙ୍କୁ ଏପରି କରି ଖୁସି ମିଳିଥାଏ। ଯେତେବେଳେ ଜଣେ ମହିଳା ତାଙ୍କ ଶୁକ୍ରାଣୁ ପାଇଁ ମା ହୋଇଥାଏ ସେତେବେଳେ ତାଙ୍କୁ ଶାନ୍ତି ମିଳିଥାଏ।

ସେ ଏହି କାମ ଆଉ କିଛି ବର୍ଷ କରିବା ପାଇଁ ଚାହୁଁଛନ୍ତି। ସେ ନିଜର ଫେସବୁକ ପ୍ରୋଫାଇଲରେ ମହିଳାମାନଙ୍କୁ ଆକର୍ଷିତ କରିବା ପାଇଁ ଫିଜିକାଲ ଡିଟେଲ୍ସ ସହିତ ନିଜର କେତେକ କ୍ବାଲିଟି ମେନସନ କରି ରଖିଛନ୍ତି। ଏଥିରେ ମହିଳାମାନେ ଏତେ ଇମପ୍ରେସ ହୋଇଯାନ୍ତି କି କେତେ ଜଣ ତାଙ୍କୁ ପୁଣି ଥରେ ଶୁକ୍ରାଣୁ ଦେବାପାଇଁ ଗୁହାରି କରିଛନ୍ତି।

କ୍ଲିବେ ଜୋନ୍ସ ଏ ପର୍ଯ୍ୟନ୍ତ ୧୧୬ଟି ଶୁକ୍ରାଣୁ ଦେଇ କେତେକ ପିଲାଙ୍କୁ ଜୀବନ ଦାନ ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ସେ ତାଙ୍କ ଦ୍ବାରା ଜନ୍ମିତ ଦଶଟି ପିଲାଙ୍କୁ ଦେଖାକରି ସାରିଛନ୍ତି। ବ୍ରିଟେନରେ ଏବେ ଶୁକ୍ରାଣୁ ଦାନର ବହୁତ ଡିମାଣ୍ଡ ଚାଲିଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *