ଏହି ଫଟୋକୁ ବୃଦ୍ଧ ବ୍ୟକ୍ତିଙ୍କ ଝିଅ ଅଦିତି ମଙ୍ଗଳବାର ଦିନ ଟୁଇଟରରେ ଶେୟାର କରିଛନ୍ତି। ଏହା ପରଠାରୁ ହିଁ ପୋଷ୍ଟ ଭାଇରାଲ ହୋଇଯାଇଛି। ଅଦିତି ଯେମିତି ହିଁ ସୋସିଆଲ ମିଡିଆରେ ଏହି ପୋଷ୍ଟ ସେୟାର କରିଛନ୍ତି ସେମିତି ହିଁ ଲୋକମାନେ ମଧ୍ୟ ଏହା ଉପରେ ନିଜ ପ୍ରତିକ୍ରିୟା ଜମା କରିବା ଆରମ୍ଭ କରି ଦେଇଛନ୍ତି।
ସୋସିଆଲ ମିଡିଆରେ ପ୍ରତିଦିନ କୈାଣସି ନା କୈାଣସି ନୂଆ ପୋଷ୍ଟ ଭାଇରାଲ ହେବାରେ ଲାଗିଥାଏ। ବର୍ତମାନ ଗୋଟିଏ ଏମିତି ହିଁ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରେ ୭୧ବର୍ଷିୟ ବୃଦ୍ଧ ସ୍ତ୍ରୀଙ୍କ ମୃ-ତ୍ୟୁ-ର ପାଞ୍ଚବର୍ଷ ପରେ ପୁଣିଥରେ ବାହା ହୋଇଛନ୍ତି। ବର୍ତମାନ ଏହି ଖବର ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଟୁଇଟକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। ବାସ୍ତବରେ ବୃଦ୍ଧ ବ୍ୟକ୍ତି ଜଣଙ୍କ ବିଧବା ମହିଳାଙ୍କ ସହିତ ବାହା ହୋଇଛନ୍ତି। ଯାହା ପରଠାରୁ ଏହି ଖବର ସାରା ଦେଶରେ ମୁଖ୍ୟ ଖବର ପାଲଟିଛି।
ସୋସିଆଲ ମିଡିଆରେ ଯେଉଁ ଫଟୋ ଜୋରରେ ଭାଇରାଲ ହେଉଛି। ଏହି ଫଟୋକୁ ବୃଦ୍ଧ ବ୍ୟକ୍ତିଙ୍କ ଝିଅ ଅଦିତି ମଙ୍ଗଳବାର ଦିନ ଟୁଇଟରରେ ଶେୟାର କରିଛନ୍ତି। ଏହା ପରଠାରୁ ହିଁ ପୋଷ୍ଟ ଭାଇରାଲ ହୋଇଯାଇଛି। ଅଦିତି ଯେମିତି ହିଁ ସୋସିଆଲ ମିଡିଆରେ ଏହି ପୋଷ୍ଟ ସେୟାର କରିଛନ୍ତି ସେମିତି ହିଁ ଲୋକମାନେ ମଧ୍ୟ ଏହା ଉପରେ ନିଜ ପ୍ରତିକ୍ରିୟା ଜମା କରିବା ଆରମ୍ଭ କରି ଦେଇଛନ୍ତି। ଏହି କାରଣରୁ ବର୍ତ୍ତମାନ ବହୁ ସଂଖ୍ୟାର ଲୋକ ଅଦିତିଙ୍କ ବାପାଙ୍କୁ ପୁଣି ଥରେ ବାହା ହେବାପାଇଁ ଅଭିନନ୍ଦନ ଜଣାଇଛନ୍ତି।
A society that expects you to be miserable and lonely because of ugly 'rules and stigma' attached to it isn't worth stressing over. All that matters is his happiness. Thank you for sharing this and helping in normalizing re-marriages at an older age, this is truly beautiful 💚
— Ankit Oberoi (@ankitoberoi_) April 27, 2021
It's nothing that sort of, my mother remarried after being widow for decades and now she is very happy and society is very well ok with it and who is not should be ignored. God bless them 🙏
— Anu Sharma (@aaina_singh) April 27, 2021
ଅଦିତି ଏହି ଫଟୋ ସେୟାର କରିବା ସମୟରେ ଟୁଇଟର ପୋଷ୍ଟରେ ଲେଖିଛନ୍ତି, “ଏ ମୋ ୭୧ବର୍ଷିୟ ବାପା ଅଟନ୍ତି, ଯିଏ ସ୍ତ୍ରୀଙ୍କ ମୃ-ତ୍ୟୁର ପାଞ୍ଚବର୍ଷ ପରେ ବିଧବା ମହିଳାଙ୍କୁ ବାହା ହୋଇଛନ୍ତି ଏବଂ ମୁଁ ସବୁବେଳେ ଚାହୁଁଥିଲି କି ସେ ପୁଣିଥରେ ବାହା ହୋଇ ଯାଆନ୍ତୁ, କାରଣ କେହିବି ଏକୁଟିଆ ହେବା ଉଚିତ ନୁହେଁ।” ଅଦିତି ଆଗକୁ ଲେଖିଛନ୍ତି କି କିନ୍ତୁ ଏହା ବହୁତ ଜଟିଳ ଅଟେ। ଦ୍ଵିତୀୟ ଥର ବାହା ହେବା ପାଇଁ ଦେଶରେ କୈାଣସି ନିର୍ଦ୍ଧିଷ୍ଟ ଆଇନ ପ୍ରଣୟନ ହୋଇନାହିଁ।
ସୋସିଆଲ ମିଡିଆରେ ଜୋରରେ ମୁଖ୍ୟ ଖବର ପାଲଟିଥିବା ଏହି ଫଟୋକୁ ଦେଖିବା ପରେ ଜଣେ ୟୁଜର କମେଣ୍ଟ କରିଛନ୍ତି କି ଏମିତି ହିଁ ହେବାର ଆବଶ୍ୟକତା ଥିଲା। ଯେବେ ମଧ୍ୟ ଆପଣ ବୟସରେ ଆଗକୁ ବଢୁଛନ୍ତି ତ ଆପଣଙ୍କୁ ଜଣେ ସାଥିଙ୍କର ଆବଶ୍ୟକତା ପଡ଼ିଥାଏ, ଯିଏ ଆପଣଙ୍କ ସହିତ ରହିପାରିବ। ଆପଣଙ୍କୁ ଅଭିନନ୍ଦନ। ସେଠାରେ ଅନ୍ୟ ଜଣେ ବ୍ୟକ୍ତି ଟୁଇଟ କରିଛନ୍ତି, “ଆପଣ ବହୁତ ଭଲ କରୁଛନ୍ତି ଇଶ୍ଵର ଆପଣଙ୍କ ବାପା ଏବଂ ମାଆଙ୍କୁ ଜୀବନର ପ୍ରତ୍ୟେକଟି ଖୁସି ଦିଅନ୍ତୁ।”