ଜଣେ ଦମ୍ପତି ସୁନ୍ଦର ବିଲେଇ ଛୁଆଟିକୁ କିଣି ଘରକୁ ନେଇଆସିଲେ, ପ୍ରକୃତରେ ଏହା ଏକ ଭୟଙ୍କର ପଶୁ ର ଛୁଆ ବାହାରିଲା

ଆଜି କାଲି ବହୁତ ଲୋକମାନେ ନିଜ ପୋଷା ଜନ୍ତୁ ରଖିବା ପାଇଁଁ ଆଗଭର ହେଉଛନ୍ତି। ଏଥି ପାଇଁ ଏମାନେ କୁକୁର ଏବଂ ବିଲେଇ କୁ କିଣି କି ଘରକୁ ଆଣନ୍ତି। ପୋଷା ଜୀବକୁ ନବା ପାଇଁ ଲୋକମାନେ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ମଧ୍ୟ ରାଜିହୋଇ ଯାଇଥାନ୍ତି।ଏବେ ଇଉରୋପ ର ଏକ ଦମ୍ପତ୍ତି ପାଞ୍ଚ ଲକ୍ଷ ଟଙ୍କା ଦେଇ ଏକ ବିଲେଇ କୁ କିଣି ଥିଲେ।କିନ୍ତୁ ପରେ ଜଣା ପଡିଲା ଯେ ବିଲେଇ ଭାବି ଯେଉଁ ଜୀବକୁ କିଣିଥିଲେ ସେ ଏକ ଭୟଙ୍କର ପଶୁ ର ଛୁଆ। ଏହା ପରେ ଦମ୍ପତ୍ତିଙ୍କର ପାଦ ତଳୁ ମାଟି ଖସିଗଲା ଏବଂ ତାକୁ ପୋଲିସ ର ଜିମା ଦେଇଥିଲେ।

ସାଧାରଣତଃ ବିଲେଇ ପରିବାର ର ସମସ୍ତ ଜୀବ ଏକା ଭଳି ଦେଖାଯାଆନ୍ତି। କେବେ କେବେ ଏହା ବି ଜାଣିବା କଷ୍ଟ ହୋଇ ଯାଇଥାଏ ଏହା ବିଲେଇ କି ବାଘ ଛୁଆ।

ଏପରି କିଛି ଘଟିଥିଲା ଫ୍ରେଞ୍ଚ୍ ଦମ୍ପତ୍ତି ଙ୍କ ସହିତ, ଯିଏ ବଡ଼ ସୈାକ ରେ ବିଲେଇ ର ଛୁଆ କୁ ଘରକୁ ଆଣିଥିଲେ। କିଛି ଦିନ ପର୍ଯ୍ୟନ୍ତ ପାଳିଥିଲେ ମଧ୍ୟ ପରେ ଜଣା ପଡିଲା ଯେ ସେ ବିଲେଇ ର ଛୁଆ ନୁହେଁ ବାଘ ର ଛୁଆ।

ଏହି ଦମ୍ପତ୍ତି କହିଥିଲେ ଯେ ଆମେ ଅନଲାଇନ୍ ରୁ ‘ ସାବନା ବିଲେଇ ‘ କୁ ବିଜ୍ଞାପନ ରେ ଦେଖିଥିଲୁ। ଏହା ପରେ ଆମେ ଅର୍ଡର୍ ମଧ୍ୟ କରିଥିଲୁ। ଏହି ବିଲେଇ କୁ ସେମାନେ ଛଅ ହଜାର ୟୁରୋ ଅର୍ଥାତ୍ ପାଖାପାଖି ପାଞ୍ଚ ଲକ୍ଷ ସତର ଟଙ୍କାରେ କିଣିଥିଲେ।

ଯେମିତି ତାଙ୍କୁ ଜଣା ପଡିଲା ଯେ , ସେ ବିଲେଇ ଛୁଆ ନୁହେଁ ସଙ୍ଗେ ସଙ୍ଗେ ତାକୁ ପୋଲିସ ଜିମା ଦେଇଥିଲେ।ଏହା ପରେ ପୋଲିସ ତାକୁ ବନ ବିଭାଗକୁ ଦାୟିତ୍ଵ ଦେଇଥିଲା ଏବଂ ଦୋଷୀ କୁ ଗିରଫ ମଧ୍ୟ କରିଥିଲା।

କୁହାଯାଇଛି ଯେ ଯେଉଁ ବାଘ ଛୁଆ ଟି ଦମ୍ପତ୍ତି ଙ୍କ ପାଖରେ ଥିଲା, ତାହା ଏକ ‘ ସୁମାତ୍ରା ବାଘ ‘ ଅଟେ। ଏହା ଏକ ବିଲୁପ୍ତ ପ୍ରଜାତିର ଅଟେ। ସୁମାତ୍ରା ବାଘ ବହୁତ ଭୟଙ୍କର ଅଟେ।ଏହା ନିଜର ଭୋକ ମେଣ୍ଟାଇବା ପାଇଁ କାହାର ବି ଶିକାର କରିପାରେ।

ବାଘ ର ପିଲାକୁ ପାଳିଥିବା ଦମ୍ପତ୍ତି ଏବେ ବି ଆଶ୍ଚର୍ଯ୍ୟ ରେ ଅଛନ୍ତି। ତାଙ୍କର ପଇସା ତ ଗଲା ଗଲା ତାଙ୍କ ଜୀବନ ମଧ୍ୟ ବିପଦରୁ ବଞ୍ଚିଗଲା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ

Leave a Reply

Your email address will not be published. Required fields are marked *