ବ୍ରେ-କଅପ ପରେ କଣ କରନ୍ତି ଯୁବକ:-
ପ୍ରାୟତଃ ଆମେ ଦେଖିଥାଉ କିଛି ଯୁବକ ବ୍ରେକ ଅପ ପରେ ନିଜକୁ ସମ୍ଭାଳିବାକୁ ଅନେକ ଦିନ ଲାଗିଯାଇଥାଏ। ଏବଂ ଆଉ କିଛି ଲୋକ ସେହି ଫ୍ରଷ୍ଟ୍ରେସନକୁ ନିଜ ଭିତରେ ବ୍ୟାୟାମ କରି ନିଜ ଭିତରେ ଶକ୍ତି ସୃ-ଷ୍ଟି କରନ୍ତି। ଅବଶ୍ୟ ଏହି ଘ-ଟ-ଣା ଅଲଗା ଅଟେ।
ଟିକଟକରେ ଭିଡିଓ ଭାଇରାଲ:-
ଟିକଟକରେ ହାଲୀ ନାମକ ଜଣେ ଯୁବତୀଙ୍କର ଭିଡିଓ ସୋସିଆଲ ମିଡ଼ିଆରେ ଅତି ଜୋରରେ ଭାଇରାଲ ହେଉଛି। ଯେଉଁଠି ସେ ଦେଖାଇ କହିଛନ୍ତି ଯେ, ତାଙ୍କର ପ୍ରେମିକ ରିଲେସନସିପ ଆସିବା ପୂର୍ବରୁ ନିଜର ସି-କ୍ସ ପ୍ୟାକ ଦେଖାଉଥିଲେ, କିନ୍ତୁ ଏବେ ସେ ଆରାମଦାୟୀ ହୋଇଗଲେଣି।
ହାଲୀଙ୍କ ପ୍ରେମିକ ନିଜ ବଡି ଉପରେ ଧ୍ୟାନ ଦେଲେ ନାହିଁ:-
ଏହି ମହିଳା ଭିଡ଼ିଓରେ କହିଛନ୍ତି ଯେ, ମତେ ଡେଟ କରାଇବା ପୂର୍ବରୁ ତାଙ୍କର ସି-କ୍ସ ଆବ୍ବସ ଥିଲା, ଏହା ସହ ସେ ଧାରୁଆ ବିଶିଷ୍ଟ ଥିଲେ। ଏହାପରେ ସେ ଯେତେବେଳେ ରିଲେସନସିପକୁ ଆସିଲେ, ସେତେବେଳେ ତାଙ୍କର ବଡି ଉପରେ ଧ୍ୟାନ କମିଗଲା। ସେ ବ୍ୟାୟମରେ କମ ସମୟ ଦେବାକୁ ଲାଗିଲେ।
ହାଲୀ ନିଜ ପ୍ରେମିକର ଆବ୍ବସ ହାଯିବାର କାରଣ ବତାଇଲେ:-
ହାଲୀ କହିଛନ୍ତି ଯେ, ତାଙ୍କର ପ୍ରେମିକ ତାଙ୍କୁ ଡେଟ କରିବା ପୂର୍ବରୁ ଆବ୍ବସ ଥିଲା। କିନ୍ତୁ ଦେଢ଼ ବର୍ଷ ରିଲେସନସିପରେ ରହି ତାଙ୍କର ଆବ୍ବସ ହଜି ଯାଇଛି। ଏବେ ତାଙ୍କର ପୂର୍ବ ଅପେକ୍ଷା ଭଲ ଚେହେରା ଅଛି କିନ୍ତୁ ଆବ୍ବସ ନାହିଁ। ଏହାସହ ସେ ଲକଡାଉନକୁ ମଧ୍ୟ ଏକ କାରଣ ବୋଲି କହିଛନ୍ତି। ଲକଡାଉନ କାରଣରୁ ଅନେକ ଲୋକ ଯିମ ଯିବା ଛାଡ଼ିଦେଇଛନ୍ତି।
କରୋନା ମହମାରୀରେ ଜିମ ବ-ନ୍ଦ ଥିଲା:-
କରୋନା ମହାମାରୀ ପାଇଁ ଏହି ଏକ- ଦେଢ଼ ବର୍ଷ ଦୁନିଆରେ ସବୁଠି ଜିମ ବ-ନ୍ଦ ହୋଇଗଲାଣି। ଲୋକମାନେ ନିଜ ଘରେ ଫିଟନେସ ବଢ଼ାଇବା ପାଇଁ ବ୍ୟାୟାମ କରୁଛନ୍ତି। ହାଲୀ ଏହା ମଧ୍ୟ କହିଛନ୍ତି, ତାଙ୍କର ପ୍ରେମିକ ଏହି ଲକଡାଉନ କାରଣରୁ ଅନେକ ସମସ୍ୟାର ସାମ୍ନା କରିଛନ୍ତି। ସେ ଯିମ ନ ଯାଇପାରିବାରୁ ନିଜ ଘରେ ବ୍ୟାୟାମ କରୁଛନ୍ତି। ଯାହା ଏତେ ଫଳପ୍ରଦ ହେଉନାହିଁ। ଅନଲାଇନ ଟ୍ରେନ ମାଧ୍ୟମରେ ଘରେ ବ୍ୟାୟାମ କରିବା ଅନେକ ଲୋକ ଫଳପ୍ରଦ ପାଇ ନାହାନ୍ତି।