ଆଗ କାଳରେ ଲୋକେ ସଉଦା ଆଣିବା ପାଇଁ ଛୋଟ ଦୋକାନକୁ ଯାଉଥିଲେ। ସେଠି ତାଙ୍କୁ କିଛି ଜିନିଷ ମିଳୁଥିଲା ଓ ଆଉ କିଛି ପାଇଁ ତାଙ୍କୁ ଆଉ ଏକ ଦୋକାନକୁ ଯିବାକୁ ପଡୁଥିଲା। ଯଦି ଫଳ ଆଣିବାର ଥାଏ ତାହେଲେ ସେଥିପାଇଁ ସେ ଫଳ ର ଦୋକାନକୁ ଯାଇଥାଏ।ଏହି ପ୍ରକାରରେ ସବୁ ଆବଶ୍ୟକ ର ଜିନିଷ ପାଇଁ ତାକୁ ଅଲଗା ଅଲଗା ଦୋକାନକୁ ଯିବାକୁ ପଡୁଥିଲା। କିନ୍ତୁ ଏହାପରେ ଦୁନିଆ ରେ ସୁପରମାର୍ଟ ର ସଂସ୍କୃତି ଆରମ୍ଭ ହେଲା। ସେଥିରେ ଗୋଟିଏ ଛାତ ତଳେ ଲୋକଙ୍କୁ ସବୁ ପ୍ରକାରର ଜିନିଷ ମିଳିବାକୁ ଲାଗିଲା। ସୁପରମାର୍କେଟ ରେ ଆପଣଙ୍କୁ ରାସନ, ପନିପରିବା, ଫଳ ଏମିତିକି ଇଲୋଟ୍ରୋନିକ୍ସ ଓ କପଡା ମଧ୍ୟ ମିଳିଯିବ।
ଏଥିରେ ଲୋକଙ୍କ ଜୀବନ ବହୁତ ସହଜ ହୋଇଗଲା। ଏହି ମାର୍ଟସ କୁ ଟ୍ରଲି ନେଇ ନିଜେ ନିଜ ଆବଶ୍ୟକର ଜିନିଷ ଖୋଜି ତାହାର ସପିଙ୍ଗ କରିପାରିବ। କୌଣସି ହେଲ୍ପର ର ଆବଶ୍ୟକତା ଆପଣଙ୍କୁ ପଡ଼ିବ ନାହିଁ। କିନ୍ତୁ ଏହି ସଂସ୍କୃତି ରେ କିଛି ଅପକାରିତା ମଧ୍ୟ ଅଛି। କେତେଥର ଏହି ସୁପରମାର୍କେଟ ରେ ଲୋକଙ୍କୁ ବହୁତ ଖରାପ ଅନୁଭବ ମଧ୍ୟ ହୋଇ ଯାଇଥାଏ। ଏମିତି ଏକ ଅନୁଭବ ୟୁକେ ର ଜଣେ ବ୍ୟକ୍ତି ସେଠାକାର ଟେସ୍କୋ ରେ କଲା ଓ ତାକୁ ଲୋକମାନଙ୍କ ସହ ସେୟାର କଲା। ବ୍ୟକ୍ତି ଜଣକର ଆଇସକ୍ରିମ ଡବାର ସପିଙ୍ଗ ତାକୁ ଚମକାଇ ଦେଲା। ଆସନ୍ତୁ ଜାଣିବା କେମିତି ଟ୍ରେଜେଡି ରେ ବଦଳି ଗଲା ବ୍ୟକ୍ତିର ଆଇସକ୍ରିମ ସପିଙ୍ଗ |
ଘଟଣା ୟୁକେ ରୁ ସାମ୍ନାକୁ ଆସିଛି, ଯେଉଁଠି କ୍ୟାଲମ ମ୍ୟାକଡୋନାଲଡ ନାମରେ ବ୍ୟକ୍ତି ଟେସ୍କୋ ରେ ସପିଙ୍ଗ ର ନିଷ୍ପତ୍ତି ନେଇଥିଲା। ବ୍ୟକ୍ତି ଜଣକ ନିଜର ପୁରା ମାସର ସଉଦା ଆଣିବାକୁ ଯାଇଥିଲା। କିନ୍ତୁ ତାକୁ କଣ ଜଣାଥିଲା କି ଆଗକୁ ତାହା ସହ କଣ ହେବାକୁ ଯାଉଛି ?
କ୍ୟାଲମ ରାସନ ସହିତ ସେଠୁ ଗୋଟିଏ ଆଇସକ୍ରିମ ଡବା ମଧ୍ୟ କିଣିଲା। ସବୁ ଜିନିଷର ବିଲ କରି ବ୍ୟକ୍ତି ଜଣକ ନିଜ ଘରକୁ ଆସିଲା। ସେ ଜିନିଷ ଗୁଡିକୁ ରୋଷେଇ ଘରେ ସେଟ କରିଲା।
ତାହା ସହ ଆଇସକ୍ରିମ ଡବା କୁ ମଧ୍ୟ ବାହାର କଲା ଓ ଫ୍ରିଜ ରେ ରଖିଦେଲା। ଏହାପରେ ସେ ନିଜ ଆଖିରେ ବ୍ୟସ୍ତ ହୋଇଗଲା। ସେ ଭାବିଲା କି ଯେଉଁ ଆଇସକ୍ରିମ ଡବା କୁ ସେ ଫ୍ରିଜ ରେ ରଖିଛି ତାହା ଭିତରେ କଣ ଅଛି ?
କ୍ୟାଲମ କିଛି ଦିନ ପରେ ଆଇସକ୍ରିମ ଖାଇବା ପାଇଁ ତାକୁ ଫ୍ରିଜ ରୁ ବାହାର କଲା। ଯେମିତି ସେ କଭର କାଢ଼ିଲା ସେ ଆଶ୍ଚର୍ଯ୍ୟ ହୋଇଗଲା। ଆଇସକ୍ରିମ ଡବାର ଉପରେ ବହୁତ ଅଜବ ପ୍ରକାର ଚିହ୍ନ ଥିଲା। ତାକୁ ଦେଖି ଏମିତି ଲାଗୁଥିଲା କି କେହି ଜଣେ ସୁପରମାର୍ଟ ରେ ଆଇସକ୍ରିମ ର ଡବା କୁ ଖୋଲି ତାକୁ ଖାଇକି ରଖିଦେଇଥିଲା |
କ୍ୟାଲମ ତୁରନ୍ତ ଆଇସକ୍ରିମ ଡବା ର ଫଟୋ ଉଠାଇଲା ଓ ଏହାକୁ ଟୁଇଟ ରେ ପୋଷ୍ଟ କରିଦେଲା, ଯେଉଁଠି ଏହା ଭାଇରାଲ ହେଉଛି। ଏହି ପୋଷ୍ଟ ରେ ତୁରନ୍ତ ଶହ ଶହ ଲୋକ ଲାଇକ କଲେ ଓ କମେଣ୍ଟ କରିବା ଆରମ୍ଭ କଲେ।
ବ୍ୟକ୍ତି ଜଣକ ଟେସ୍କୋ କୁ ଟ୍ୟାଗ୍ କରି ଲେଖିଲା କି ଏମିତି ଲାଗୁଛି କି ତା ଆଇସକ୍ରିମ ସହ କେହି ବହୁତ ମସ୍ତି କରିଛି ଓ ତାହା ପରେ ଡବା କୁ ପୁଣିଥରେ ମାର୍ଟ ର ଫ୍ରିଜ ରେ ରଖିଦେଇଛି। ତାହା ସହ ସେ ଲେଖିଲା କି ଏବେଯାଏଁ ସେ ତାହାର ଗୋଟେ ବି ବାଇଟ ଖାଇନାହିଁ ଆଉ ନା ଖାଇ ପାରିବ। ଏହି ଟୁଇଟ ରେ ଏପର୍ଯ୍ୟନ୍ତ ଟେଷ୍କୋ କିଛି ରିପ୍ଲାଏ କରିନାହିଁ। କିନ୍ତୁ ଲୋକମାନେ ଏହି ଫଟୋ ର ଭାଇରାଲ ହେବା ପରେ ଟେଷ୍କୋ ଉପରେ କଠୋର ଭାବରେ ଟାର୍ଗେଟ୍ କଲା। ଲୋକମାନେ ଲେଖିଲେ କି ସୁପରମାର୍ଟ ରେ କ୍ୟାମେରା ନାହିଁ କି? ସେଠି କିଛି ଲୋକ ମାର୍ଟ ରୁ କଭର ଖୋଲି ଆଇସକ୍ରିମ ଚେକ୍ କରିବା କଥା ଲେଖିଲେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।